Daily Archives

March 26, 2019

ଅସନ୍ତୁଷ୍ଟ ଆୟୁବଙ୍କୁ ମନାଇଦେଲା ବିଜେଡି ! ଦଳର ସାଧାରଣ ସମ୍ପାଦକ କରିବା ସହ ଦେଲା କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ…

କନକ ବ୍ୟୁରୋ : ଟିକେଟ୍ ବଦଳରେ ମିଳିଲା ସାଧାରଣ ସମ୍ପାଦକ ଦାୟିତ୍ୱ । ଟିକେଟ୍ ନମିଳିବା ପରେ ଅସନ୍ତୁଷ୍ଟ ଥିବା କଣ୍ଟାବାଞ୍ଚି ବିଧାୟକ ଆୟୁବ ଖାନଙ୍କୁ ମନାଇବାରେ ସଫଳ ହୋଇଛି ବିଜେଡି । ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ହାଜି ମହମ୍ମଦ ଆୟୁବ ଖାଁଙ୍କୁ ବିଜୁ ଜନତା ଦଳ ରାଜ୍ୟ…

ଦ୍ୱିତୀୟ ପର୍ଯ୍ୟାୟ ପାଇଁ କେତେ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର । ଜାଣନ୍ତୁ ପ୍ରଥମ ପର୍ଯ୍ୟାୟ ପାଇଁ କେତେଜଣ…

କନକ ବ୍ୟୁରୋ :  ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ସମୟସୀମା ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରାର୍ଥୀ ମାନଙ୍କ ମଧ୍ୟରେ ନାମାଙ୍କନ ଭରିବା ପାଇଁ ପ୍ରବଳ ଉତ୍ସାହ…

‘କାଳିଆ’ ପାଇଁ ଦିଲ୍ଲୀ ଯିବ ବିଜେଡି ! ବିଜେପି ଚାପରେ କାଳିଆ ଯୋଜନା ଟଙ୍କା ଅଟକା ଯାଉଥିବା ନେଇ ମୁଖ୍ୟ ନିର୍ବାଚନ…

କନକ ବ୍ୟୁରୋ : କାଳିଆ ପାଇଁ ଦିଲ୍ଲୀ ଯିବ ବିଜେଡି । ନିର୍ବାଚନ ଆରଚଣବିଧି ଲାଗୁ ହେବା ପରେ ପିଏମ କିଷାନ ଯୋଜନା ବଳବତର ଥିବା ବେଳେ କାହିଁକି କାଳିଆ ଯୋଜନା ଅଟକା ଯାଇଛି, ସେନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେବ ବିଜୁ ଜନତା ଦଳ । ପିଏମ କିଷାନ ଯୋଜନା ଠାରୁ ଆଗରୁ ଆରମ୍ଭ ହୋଇଥିବା…

ନବୀନ ନିବାସରେ ତୃତୀୟ ପର୍ଯ୍ୟାୟ ପାଇଁ କସରତ ! ଟିକେଟ ପାଇଁ ଲବି ଚଳାଇଛନ୍ତି ଆଶାୟୀ ପ୍ରାର୍ଥୀ, ଆଶା ଆଶଙ୍କାରେ ଉପକୂଳ…

କନକ ବ୍ୟୁରୋ : ପ୍ରଥମ ଦୁଇ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ହୋଇ ନାମାଙ୍କନ ସରିଲା । ଏବେ ପାଳି ତୃତୀୟ ପର୍ଯ୍ୟାୟର । ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ନିବାସରେ ଲାଗିଛି ନେତାଙ୍କ ଭିଡ । ସୁପ୍ରିମୋଙ୍କୁ ଭେଟି ନେତା କରୁଛନ୍ତି ଟିକେଟ୍ ଲବି । ନବୀନ…

ନିର୍ବାଚନ ପୂର୍ବରୁ କେନ୍ଦୁଝର ଘଷିପୁରାରେ ଗଡିଲା ମୁଣ୍ଡ । ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ…

କନକ ବ୍ୟୁରୋ : କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହିଂସା । ରାଜନୈତିକ ପତିଆରା ପ୍ରଦର୍ଶନ ପାଇଁ ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟାର ବୀଭତ୍ସ ଚିତ୍ର ସାମ୍ନାକୁ ଆସିଛି । ଦୁର୍ବୃତ ମାନେ ରାମଚନ୍ଦ୍ର ବେହେରାଙ୍କ ଘରେ କୋଲ୍ଡ ଡ୍ରିଙ୍କସ ପିଇବା ପରେ ବାହାରକୁ ଆଣି ନିର୍ମମ ଭାବେ ହତ୍ୟା…