Daily Archives

March 8, 2019

ମଧ୍ୟସି୍ଥ ବାହାର କରିବେ ଅଯୋଧ୍ୟା ବିବାଦର ସମାଧାନର ବାଟ । ମାମଲାରେ ଐତିହାସିକ ନିଷ୍ପତି ନେଇ ୩ ଜଣିଆ ଟିମ୍ ଗଠନ କଲେ…

କନକ ବ୍ୟୁରୋ: ମଧ୍ୟସି୍ଥ ବାହାର କରିବେ ଅଯୋଧ୍ୟା ବିବାଦର ସମାଧାନର ବାଟ । ମାମଲାରେ ଐତିହାସିକ ନିଷ୍ପତି ନେଇ ୩ ଜଣିଆ ମଧ୍ୟସ୍ଥ ଟିମ୍ ଗଠନ କରଛନ୍ତି ସୁପ୍ରିମକୋର୍ଟ । ଏହି ଟିମରେ ଅଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର, ଜଷ୍ଟିସ୍ ଇବ୍ରାହିମ୍ କଲିଫୁଲା ଓ ଶ୍ରୀରାମ ପଂଚୁ । ୮ ସପ୍ତାହ ମଧ୍ୟରେ…

ବିଶ୍ୱ ମହିଳା ଦିବସରେ ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକ୍: ଜୟପୁରରେ ଛିଡା କଲେ ପ୍ରତିଶ୍ରୁତିର ପାହାଡ, କଂଗ୍ରେସ କ୍ଷମତାକୁ…

କନକ ବ୍ୟୁରୋ: ୨୦୧୯ରେ ଜୋରଦାର ପ୍ରତିଦ୍ୱନ୍ଦିତା ପାଇଁ ପ୍ରସ୍ତୁତି କରୁଛି କଂଗ୍ରେସ । ଆଉ ରାଜ୍ୟ ନେତୃତ୍ୱର ମାର୍ଗଦର୍ଶନ କରିବାକୁ ବାରମ୍ବାର ଓଡିଶା ଆସୁଛନ୍ତି ଦଳର ମୁଖିଆ ରାହୁଲ ଗାନ୍ଧି । ଓଡିଶାବାସୀଙ୍କୁ ଅଜାଡି ଦେଇଛନ୍ତି ଗଦା ଗଦା ପ୍ରତିଶ୍ରୁତି । ବିଶ୍ୱ ମହିଳା ଦିବସରେ କୋରାପୁଟ ଆସି…

ନିର୍ବାଚନୀ କୁରୁକ୍ଷେତ୍ର ସାଜିବ ତୁଳସୀକ୍ଷେତ୍ର! ଜିତିବା ପାଇଁ ନବୀନଙ୍କ ସ୍ୱତନ୍ତ୍ର ରଣନୀତି, ସମ୍ମାନର ଲଢେଇ ପାଇଁ…

କନକ ବ୍ୟୁରୋ : ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ଗୁରୁତ୍ୱ ରହି ଆସିଥିବା ବେଳେ ଏବେ ନିର୍ବାଚନ ପୂର୍ବରୁ ୩ ଦଳର ଫୋକସରେ ରହିଛି ଏହି ଜିଲ୍ଲା । ତେବେ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି । ଆଉ ଖାସ୍ ଏଥିପାଇଁ ବିଜେଡି…

କେନ୍ଦ୍ର ରେଳ ମନ୍ତ୍ରଣାଳୟର ବଡ଼ ଘୋଷଣା । ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ୍ ।

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ । କେନ୍ଦ୍ର ରେଳମନ୍ତ୍ରଣାଳୟ ନିଷ୍ପତି ଅନୁସାରେ ରାଜ୍ୟର ବିଭିନ୍ନ ରେଳ ଜୋନରେ ମିଳିବ । ଯାହାକି ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବାଞ୍ଚଳ ରେଳ ଜୋନ୍ ଏବଂ  ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳ ଜୋନ ଗୁଡ଼ିକରେ…

‘ହାଲ୍’କୁ ନେଇ ରାହୁଲଙ୍କ ହଲ୍ଲାବୋଲ ! କହିଲେ, ଓଡ଼ିଶାର ହକ୍ ଛଡ଼ାଇ ନେଲେ ମୋଦି, ଫାଇଦା ପାଇଲା ଫ୍ରାନ୍ସ ।

କନକ ବ୍ୟୁରୋ: ଜୟପୁରରେ କଂଗ୍ରେସ ସଙ୍କଳ୍ପ ସମାବେଶରେ ମୋଦିଙ୍କୁ ନିଶାନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜନସମାବେଶରେ (ହାଲ୍) ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷ ହେବ ବାୟୁସେନାଙ୍କ ପାଇଁ (ହାଲ୍) ଠାରେ ବିମାନ ନିର୍ମାଣ କରାଯାଉଛି । ବିଶେଷ କରି କୋରାପୁଟ ଠାରେ…

ବଦଳିଲା ଆଧାର ନିୟମ: ଏଣିକି ଭେରିଫିକେସନ ପାଇଁ ଆପଣଙ୍କ ପକେଟରୁ ଯିବ ଏତିକି ଟଙ୍କା

ଆଧାରକାର୍ଡ ସହ ଜଡିତ ଏକ ନିୟମରେ ପରିବର୍ତ୍ତନ ଆଣିଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ ତଥା  ୟୁଆଇଡିଏଆଇ । ନିୟମ ଅନୁସାରେ, ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ପ୍ରତ୍ୟେକ ଗ୍ରାହକଙ୍କର ଭେରିଫିକେସନ ପାଇଁ ୨୦ ଟଙ୍କା ଏବଂ ଡିଲ ମନି ଦେଣନେଣର ପୃଷ୍ଟି ପାଇଁ ଶୁଳ୍କ ବାବଦକୁ ୫୦ ପଇସା…