Daily Archives

March 3, 2019

ମାଲକାନଗିରିରେ ମାଟ୍ରିକ୍ ପରୀକ୍ଷାରେ ବଡ ବିଭ୍ରାଟ! ପରୀକ୍ଷା କେନ୍ଦ୍ରରୁ ଗଣିତ ଓଏମଆର୍ ସିଟ୍ ଗାଏବ୍, ଆଶା-ଆଶଙ୍କାରେ…

କନକ ବ୍ୟୁରୋ : ପୁଣି ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ମାଲକାନଗିରି ପଡିଆ ପରୀକ୍ଷା କେନ୍ଦ୍ରର ଗଣିତ ଓ.ଏମ.ଆର ସିଟ୍ ଗାଏବ । ଶନିବାର ଦିନ ୧୦୮ ଜଣ ପରୀକ୍ଷାର୍ଥୀ ଅବଜେକଟିଭ ପ୍ରଶ୍ନର ଉତର ଦେଇଥିଲେ ଓଏମଆର ସିଟରେ । ତେବେ ପରୀକ୍ଷା ଶେଷ ହେବା ପରେ ଆଉ ମିଳିନଥିଲା ଏହି ଉତର ଖାତା । ଘଟଣା…

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାର ମୃତ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ପାକିସ୍ତାନ କରୁଛି ମନା!

କନକ ବ୍ୟୁରୋ : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ଏକ ନମ୍ବର ଶତ୍ରୁ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ମୃତ୍ୟୁ  । ଏନେଇ ଜାତୀୟ ଗଣମାଧ୍ୟମ ଗୁଡିକରେ ରିପୋର୍ଟ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଆତଙ୍କୀର ସୌଦାଗର ମାସୁଦ ଆଝାରର ମୃତ୍ୟୁ ଗତକାଲି ଇସାଲାମାବାଦରେ…

ପୌର କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ସପ୍ତମ ବେତନ କମିସନ ଅନୁସାରେ ମିଳିବ ଦରମା

କନକ ବ୍ୟୁରୋ :  ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ନିର୍ବାଚନ ପୂର୍ବରୁ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପୌରପାଳିକାର କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁସାରେ ଦରମା ପାଇବେ । ରବିବାର…

କଂଗ୍ରେସ ଗଡରେ ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍ : କହିଲେ, ଏକେ-୨୦୩ ହେବ ଅମେଠିର ନୂଆ ପରିଚୟ

ଏକେ-୨୦୩ ରାଇଫଲ୍ ଆମେଠିର ପରିଚୟ ହେବ। ଅତ୍ୟାଧୁନିକ ଏକେ-୨୦୩ ଅମେଠିରେ ପ୍ରସ୍ତୁତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କଂଗ୍ରେସର ଗଡ଼ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନ ଅମେଠିରେ ରବିବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୧୯୮୮ରେ ମୁଁ ପୂର୍ବତନ…

ବିଜେଡିରେ ଯୋଗ ଦେଲେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ଶଙ୍ଖ

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି ହ୍ୟୁମାନ ସାଗର ।ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ସଂକଳ୍ପ ରାଲିରେ ରାମବିଳାସ ପାସୱାନ କହିଲେ – ପ୍ରଧାନମନ୍ତ୍ରୀ ମୋଦିଙ୍କ ଛାତି ୫୬ ଇଂଚ ନୁହେଁ ୧୫୬ ଇଂଚ

ଲୋକ ଜନଶକ୍ତି ଦଳ ନେତା ରାମବିଲାସ ପାସଓ୍ଵାନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ପ୍ରଶଂସା କରିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ନେଇ ପାସୱାନ୍ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଛାତି ୫୬ ଇଞ୍ଚ ନୁହେଁ ୧୫୬ ଇଞ୍ଚ’ ବୋଲି ଏହା ସେ ପ୍ରମାଣିତ…