Daily Archives

February 24, 2019

ମାଆଙ୍କଠୁ ବି ବଡ ଥିଲେ ଜେଜେମାଆ, ଇନ୍ଧିରା ଗାନ୍ଧିକୁ ମନେ ପକାଇ କାନ୍ଦି ପକାଇଲେ ରାହୁଲ୍ ! କହିଲେ ଯିଏ ମୋତେ…

ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଇନ୍ଧିରା ଗାନ୍ଧିଙ୍କୁ ମନେପକାଇଛନ୍ତି ରାହୁଲ୍। କାର୍ଯ୍ୟକ୍ରମର ଆରମ୍ଭରେ ରାହୁଲ ପ୍ରଥମେ ପୁଲୱାମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଆଉ କହିଥିଲେ କି ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ…

ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ ପାଇଁ ସଚିନଙ୍କ ନିଆରା ପ୍ରୟାସ ! ମାରିଲେ ୧୦ଟି ପୁଶ୍ ଅପ୍, ଏକାଠି କଲେ ୧୫ ଲକ୍ଷ…

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ନୂଆ ଦିଲ୍ଲିରେ ଆଇଡିବିଆଇ ଫେଡେରାଲ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆୟୋଜିତ ହୋଇଥିବା ମାରାଥନ୍ ରାଲିରେ ଭାଗ ନେଇଥିଲେ ସଚିନ୍ । ଆଉ ଏଥିରେ ପୁଲୱାମା ଆତଙ୍କୀ ହମଲାରେ…

ଦୁଇ ବର୍ଷ ପୂର୍ବେ ସୀମାରେ ସହିଦ ହୋଇଥିଲେ ସୈନିକ ସ୍ୱାମୀ, ଏବେ ସ୍ତ୍ରୀ ବନିଲେ ଲେଫ୍ଟିନାଣ୍ଟ

ମୁମ୍ବାଇ ଭିଭାରର ନିବାସୀ ଗୌରୀ ମହାଦିକଙ୍କ ସ୍ୱାମୀ ସେନାରେ ଥିଲେ । ଦୁଇବର୍ଷ ପୂର୍ବେ ସୀମାରେ ସେ ସହିଦ ହୋଇଯାଇଥିଲେ । ସ୍ୱାମୀ ସହିଦ୍ ହେବା ପରେ ଗୌରୀ ଏବେ ଲେପ୍ଟିନାଣ୍ଟ ବନି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗୌରୀ ଟ୍ରେନିଂ ପୂରା କରିବା ପରେ ଆଗାମୀ ବର୍ଷ ସେନାରେ ସାମିଲ ହେବେ।…

ପିଏମ୍ କିଷାନ ସମ୍ମାନ ନିଧି ଯୋଜନା: କାହାକୁ ମିଳିବ, କାହାକୁ ନୁହେଁ? ଜାଣନ୍ତୁ କେଉଁଠି ଓ କିଭଳି କରିବାକୁ ହେବ…

ସାରା ଦେଶରେ ଆଜି ଆରମ୍ଭ ହୋଇଛି ପିଏମ କିଷାନ ସମ୍ମାନ ନିଧି ଯୋଜନା । ୟୁପିର ଗୋରଖପୁରରେ ଏହି ଯୋଜନାରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ୨୧ ରାଜ୍ୟର ୧୨ କୋଟି କୃଷକଙ୍କ ଖାତାରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଁଏ ଜମା ହେବ । ଦ୍ୱିତୀୟ…

ଢେଙ୍କାନାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’…

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ଟଙ୍କା । ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ମହିଳା ଚାଷୀଙ୍କ ଅନୁରୋଧ କ୍ରମେ ଆସନ୍ତା ଏପ୍ରିଲ ୧ ତାରିଖରେ ‘କାଳିଆ’…

ବିଦେଶୀ କନିଆକୁ ଦେଶୀ ବର : କନ୍ଧମାଳ ବୋହୁ ସାଜିଲେ ସ୍ୱିଡେନର ଝିଅ । ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ ନେଲା ବିବାହର…

କନକ ବ୍ୟୁରୋ : ଫୁଲବାଣୀରେ ଦେଖିବାକୁ ମିଳିଛି ଏକ ବିରଳ ବିବାହ । ବିଦେଶୀ କନିଆକୁ ଦେଶୀ ବର । ଫୁଲବାଣୀରେ ଜମିଲା ବାହାଘର । କନ୍ଧମାଳ ବୋହୁ ସାଜିଲେ ସ୍ୱିଡେନର ଝିଅ । କନ୍ଧମାଳର ଏମଡି. ରିଆଜଙ୍କୁ ପ୍ରେମ ବିବାହ କରିଛନ୍ତି ସ୍ୱିଡେନର ଝିଅ ହେମା । ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ ବିବାହର…