Daily Archives

February 24, 2019

କୁମ୍ଭମେଳାରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ ! ତ୍ରିବେଣୀ ସଙ୍ଗମରେ କଲେ ପୂଜାର୍ଚ୍ଚନା, ସଫେଇ କର୍ମୀଙ୍କ ଗୋଡ ଧୋଇଲେ…

ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁମ୍ଭମେଳାରେ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମୋଦି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ସହ ଥିଲେ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇବା ପରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା…

ଖଣ୍ଡଗିରିରେ ଯାତ୍ରାର ମହାସମର : ରଂଗବତୀ ଗୀତରେ ବିଦେଶୀ ଡ୍ୟାନ୍ସରଙ୍କ ଜଲୱା, ଦେଶୀ ମଂଚକୁ ଦୋହଲାଇଲେ ରୁଷୀୟ ଡ୍ୟାନ୍ସର

କନକ ବ୍ୟୁରୋ : ରଂଗବତୀ ଗୀତରେ ବିଦେଶୀଙ୍କ ଡ୍ୟାନ୍ସରଙ୍କ ଜଲୱା । ଦେଶୀ ମଂଚକୁ ଦୋହଲାଇଲେ ରୁଷୀୟ ଡ୍ୟାନ୍ସର । ଦେଶୀ ଗୀତର ତାଳେ ତାଳେ ବିଦେଶୀ ଠୁମକାକୁ ଦେଖିବା ପାଇଁ ସଚିଦାନନ୍ଦ ଗଣନାଟ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ଭିଡ । ଲାଇଟ ସାଉଣ୍ଡ ଓ ମ୍ୟୁଜିକ ଭିତରେ ଖଣ୍ଡଗିରିରେ ଚାଲିଛି…

୪୮ଘଣ୍ଟା ମଧ୍ୟରେ ଘୂର୍ଣ୍ଣଝଡ ସହ ବର୍ଷା ଆଶଙ୍କା ! ଉତ୍ତର ଓ ପଶ୍ଚିମ ଓଡ଼ିଶା ସମେତ ଏହି ସବୁ ଜିଲ୍ଲାରେ ବର୍ଷା ସହ…

କନକ ବ୍ୟୁରୋ: ଫେବୃଆରୀରେ ଅସହ୍ୟ ତାତି ପରେ ବଦଳିଲା ପାଣିପାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହଠାତ୍ କଳାହାଣ୍ଡିଆ ମେଘ ମାଡିଆସିଛି । କିଛି ସ୍ଥାନରେ ବର୍ଷା ବି ହୋଇଛି । ଏଭଳି ସ୍ଥିତିରେ ୧୩ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ…

ପ୍ରମାଣ ସହ ଇମ୍ରାନଙ୍କ ମୁଖା ଖୋଲିଲେ ପାକିସ୍ତାନୀ ସାମ୍ବାଦିକ ! ଲାଇଭ୍ ସୋ’ରେ ଜଣାଇଲେ କଣ ମିଛ କହିଛନ୍ତି ପାକ୍…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଜୈସ-ଏ-ମୋହମ୍ମଦ । ଯାହାକୁ ନେଇ ଭାରତ ପାକିସ୍ତାନ ଉପରେ ଅଭିଯୋଗ ଆଣିଛି କି ସେ ଏଭଳି ଆତଙ୍କୀ ସଂଗଠନକୁ ସପୋର୍ଟ କରୁଛି ଏବଂ ଏହି ଷଡଯନ୍ତ୍ର ପଛରେ ପାକିସ୍ତାନର ହାତ ରହିଛି ବୋଲି । ତେବେ ପ୍ରଥମେ ପାକ୍ ପ୍ରଧାନମନ୍ତ୍ରୀ…

ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର କଲା ବନ ବିଭାଗ, ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ

କନକ ବ୍ୟୁରୋ : ରବିବାର ସକାଳେ ବନ ବିଭାଗ ଗୋଟିଏ ଇରାଓ୍ଵାଡ଼ି ପ୍ରଜାତିର ମୃତ ଡଲଫିନ୍ ଉଦ୍ଧାର କରିଛି । ମୃତ ଡଲଫିନଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର ନୂଆପଡ଼ା ଘାଟ ପାଖରେ ଭାସୁଥିଲା । ୫ ଫୁଟ୍ ୮ ଇଞ୍ଚ ଲମ୍ବ ଓ ୩ ଫୁଟ୍ ଗୋଲେଇ…

‘କାଳିଆ ଛାତ୍ରବୃତ୍ତି’ ନେଇ କଳି ! ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା, ଜବାବ ରଖିଲେ ଅର୍ଥମନ୍ତ୍ରୀ ।

କନକ ବ୍ୟୁରେ: ପୁଣି ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା । ‘କାଳିଆ ଛାତ୍ରବୃତ୍ତି’ ଯୋଜନା ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା । ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା…