Daily Archives

February 22, 2019

ପୁଲୱାମା ଆକ୍ରମଣକୁ ନିନ୍ଦା କରିନାହାନ୍ତି ଇମ୍ରାନ ଖାନ୍ ! ଆତଙ୍କବାଦ ସମ୍ପର୍କରେ ମତାମତ ଦେବାର ଅଧିକାର ତାଙ୍କର ନାହିଁ…

କନକ ବ୍ୟୁରୋ : ଗତ ସପ୍ତାହରେ ପୁଲ୍ଓ୍ଵାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସ୍ୟୈନିକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସମ୍ବେଦନା ଜଣାଇ ନାହାନ୍ତି, ଆତଙ୍କବାଦ ସମ୍ବନ୍ଧରେ କହିବାକୁ ତାଙ୍କର କି ଅଧିକାର ଅଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ…

ଆତଙ୍କବାଦୀଙ୍କୁ ମାରିବାକୁ ଏବେଠୁ ପ୍ରସ୍ତୁତ ହେଉଛନ୍ତି କୁନି କୁନି ପିଲା । ‘ହାଫିଜ୍ ସଇଦ’ ଉପରକୁ ମାରିଚାଲିଛନ୍ତି ଶହ…

ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ୪୦ ଜଣ ବୀର ଯବାନ ସହିଦ ହେବା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଯେଉଁଠି ଦେଖିବେ ସେଇଠି ଜଳୁଛି ଖାଲି ପ୍ରତିଶୋଧର ନିଆଁ । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ତଥା ଦେଶର ପ୍ରତ୍ୟେକ ନାଗରିକମାନେ ଏବେ ରକ୍ତର ଚାଉଳ ଚୋବାଉଛନ୍ତି ଆଉ…

ଭାରତରେ କାମ କରିପାରିବେନି ପାକିସ୍ତାନୀ କଳାକାର : ମୁମ୍ବାଇ ଫିଲ୍ମ ସିଟିକୁ ନବଜୋତ୍ ସିଂହ ସିଦ୍ଧୁଙ୍କ ଏଣ୍ଟ୍ରି ଉପରେ…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୋସିଆଲ ମିଡିଆର ଟାର୍ଗେଟକୁ ଆସୁଥିବା ନବଜୋତ୍ ସିଂହ ସିଦ୍ଧୁଙ୍କ ପାଇଁ ଆଉ ଏକ ଝଟକା । ପ୍ରଥମେ ସେ କପିଲ ଶର୍ମା ସୋ’ରୁ ବାହାର ହେଲେ, ଏବେ ଆଉ ଏକ ଖବର ତାଙ୍କୁ ଝଟକା ଦେଇପାରେ । ରିପୋର୍ଟ ମୁତାବକ, ମୁମ୍ବାଇ ଫିଲ୍ମ ସିଟିରେ ନବଜୋତ୍ ସିଂହ ସିଦ୍ଧୁଙ୍କ…

ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିଲେ ସ୍ଥାନୀୟ ଲୋକେ, ଘଟଣା ସ୍ଥଳରେ…

କନକ ବ୍ୟୁରୋ : ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ ଅଂଚଳରେ ବାଘର ପାଦଚିହ୍ନ ଦେଖିବାକୁ ପାଇଛି ବନବିଭାଗ । ପାଦଚିହ୍ନକୁ…

ବିଗବସ୍ ସିଜନ୍ – ୧୨ ରୁ ବାହାରିବା ପରେ ଏକାଠି ନଜର ଆସିଲେ ଏହି ଦୁଇ ଯୋଡି !

ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ‘ବିଗବସ୍‌’ ର ସିଜିନ୍‌ ୧୨ ସମାପ୍ତ ହୋଇଯାଇଛି । ବିଜୟିନୀ ହୋଇଛନ୍ତି ଟେଲି ଅଭିନେତ୍ରୀ ଦୀପିକା କକ୍କର । ତେବେ, ପ୍ରତିବର୍ଷ ପରି ଏ ବର୍ଷ ବି ବିଗବସ୍‌ ହାଉସରେ ଦେଖିବାକୁ ମିଳିଥିଲା ସଂପର୍କର ବନ୍ଧନ । ଭାଇଭଉଣୀ, ସାଙ୍ଗସାଥୀ ଓ ପ୍ରେମସଂପର୍କ । ଆପଣଙ୍କର…

ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଚୁଡ଼ି ବିକ୍ରି କରିଦେଲେ ମହିଳା ! ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ…

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶବାସୀ ମର୍ମାହତ । ଚାରିଆଡ଼େ ପାକ୍ ବିରୋଧୀ ସ୍ୱର ଶୁଣିବା ପାଇଁ ମିଳୁଛି । ଏହାବ୍ୟତୀତ ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସୁଛିନ୍ତି । ସହିଦ ହୋଇଥିବା ଯବାନ ପରିବାରକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ…