Daily Archives

February 12, 2019

ପରକୀୟା ସଂପର୍କକୁ ନେଇ ବାଲେଶ୍ୱରରେ ହତ୍ୟାକାଣ୍ଡ । ଘରୁ ଭିତରୁ ମିଳିଲା ଜଣେ ମହିଳା ଓ ପୁରୁଷଙ୍କ ରକ୍ତାକ୍ତ ମୃତଦେହ

କନକ ବ୍ୟୁରୋ: ପରକୀୟା ପ୍ରୀତିରୁ ବାଲେଶ୍ୱରରେ ଡବଲ ମର୍ଡର । ରାଣୀପାଟଣା ବ୍ୟାଙ୍କ କଲୋନୀରେ ହୋଇଛି ଏହି ଡବଲ ମର୍ଡର । ଜଣେ ମହିଳା ଓ ପୁରୁଷଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଅନୈତିକ ସଂପର୍କକୁ ନେଇ ମହିଳାଙ୍କ ସ୍ୱାମୀ ଏପରି ହତ୍ୟାକାଣ୍ଡ କରିଛନ୍ତି । ହତ୍ୟାକାଣ୍ଡ ପରେ ସ୍ୱାମୀ…

କଟକ ଯୁବକଙ୍କ ବଡ ଆବିଷ୍କାର ! ବ୍ୟାଟେରୀରେ ଚାଲୁଛି ସ୍କୁଟର, ଥରେ ଚାର୍ଜ ହେଲେ ଦୌଡୁଛି ୧୮ ରୁ ୨୦ କିମି, ରହିଛି…

କନକ ବ୍ୟୁରୋ : ବ୍ୟାଟେରୀରେ ଚାଲୁଛି ସ୍କୁଟର । ଥରେ ଚାର୍ଜ ହେଲେ ୧୮ ରୁ ୨୦ କିଲୋମିଟର ଚାଲିବା ସହ ଫୋଲ୍ଡ କରି ଏହାକୁ ଅନ୍ୟ ସ୍ଥାନକୁ ମଧ୍ୟ ନିଆଯାଇପାରିବ । ତାହା ପୁଣି ତିଆରି ହୋଇଛି କିଛି ଅବ୍ୟବହୃତ ସାମଗ୍ରୀରୁ । ଏଭଳି ଏକ ଫୋଲ୍ଡିଂ ସ୍କୁଟର କରି ଚର୍ଚ୍ଚାକୁ ଆସିଛନ୍ତି କଟକର ଜୋବ୍ରା…

ବାହା ବେଦୀକୁ ବାଟବରଣ ବେଳେ ବରକୁ ଲୁଟିଲା ଚୋର । ବର ସାଥୀରେ ଗଲେ, ପକେଟରେ ହାତ ପୁରାଇ ଲୁଟିନେଲେ ଟଙ୍କା ଓ ମୋବାଇଲ

କନକ ବ୍ୟୁରୋ: ବାହାଘର ବେଳେ ବରଠାରୁ ଲୁଟ୍ । ବର ପକେଟରେ ହାତ ପୁରାଇ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ସମସ୍ତଙ୍କୁ ଚକିତ କଲାଭଳି ଏହି ଘଟଣା । ଗତ ୨୭ ତାରିଖରେ ଏହି ଲୁଟ୍ ହୋଇଥିବା ବେଳେ ସଂପୃକ୍ତ ବର ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଗତ ୨୭ ତାରିଖରେ…

ଓଡିଶାରେ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ ଟିମ୍! କାହାକୁ ମିଳିବ ଟିକେଟ, ପ୍ରସ୍ତୁତ ହେବ ଚୂଡାନ୍ତ ତାଲିକା । ନେତାଙ୍କ…

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କଂଗ୍ରେସ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ଆସନ୍ତାକାଲି ବସିବ ସ୍କ୍ରିନିଂ କମିଟି ବୈଠକ ।ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି ଆସି ଓଡିଶାରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ…

ଚାଷୀଙ୍କ ପାଇଁ ପୁଣି ଆସୁଛି କାଳିଆ ଟଙ୍କା । ୧୫ରେ ଭୂମିହୀନ, ୨୨ରେ କ୍ଷୁଦ୍ର ଚାଷୀ ପାଇବେ ପ୍ରୋତ୍ସାହନ ରାଶି

କନକ ବ୍ୟୁରୋ: ଚାଷୀଙ୍କ ଅକାଉଂଟକୁ ପୁଣି ଆସୁଛି କାଳିଆ ଟଙ୍କା । ଆସନ୍ତା ୨୨ ତାରିଖ ଚାଷୀଙ୍କୁ ମିଳିପାରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା । ଏଥିରେ ପ୍ରାୟ ୧୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ସେହିପରି ଭୂମିହୀନ ଚାଷୀଙ୍କ ଖାତାକୁ ଆସନ୍ତା ୧୫ ତାରିଖରେ ପ୍ରୋତ୍ସାହନ ରାଶି…

ବାଲେଶ୍ୱର ପିଠା କାର୍ଯ୍ୟକ୍ରମରେ ବିଧାୟକ ହଟହଟା । ଲୋକପ୍ରତିନିଧିଙ୍କୁ ଘେରିଲେ ଅସନ୍ତୁଷ୍ଟ ଗ୍ରାମବାସୀ । ସରକାରୀ…

କନକ ବ୍ୟୁରୋ: ବାଲେଶ୍ୱର ପିଠା କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଘେରିଲେ ଗ୍ରାମବାସୀ । ରାସନ କାର୍ଡ, ଚାଷୀର ଧାନବିକ୍ରି ଏବଂ ଘର ପାଇଁ ଲାଂଚ ମଗାଯାଉଥିବା ଅଭିଯୋଗ କରି ଶହ ଶହ ଲୋକ, ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଘେରିଛନ୍ତି । ପ୍ରଶ୍ନ କରିଛନ୍ତି, ଦୀର୍ଘଦିନ ଧରି ଗାଁର ଉନ୍ନତି ପାଇଁ କଣ…