Daily Archives

January 27, 2019

ବିବାହ ବନ୍ଧନରେ ବାନ୍ଧି ହେଲେ ହାର୍ଦ୍ଦିକ ପଟେଲ! ପିଲା ବେଳର ବନ୍ଧୁ କିଂଜଲଙ୍କୁ ବାଛିଲେ ଜୀବନସାଥୀ

ଚର୍ଚ୍ଚିତ ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ହାତକୁ ଦୁଇ ହାତ ହୋଇଛନ୍ତି । ଛୋଟବେଳର ବନ୍ଧୁ କିଂଜଲ ପାରିଖଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ହାର୍ଦ୍ଦିକ । ରବିବାର ଗୁଜରାଟର ସୁରେନ୍ଦ୍ରନଗର ଠାରେ ଉଭୟ ଅଗ୍ନିକୁ ସାକ୍ଷୀ ପରସ୍ପରକୁ ଜୀବନସାଥୀ ରୂପେ ବାଛିଛନ୍ତି । ପାଖାପାଖି ୧୦୦…

ଘରୁ ମିଳିଲା ୨.୨୫ କୋଟି ଟଙ୍କା, ୮୨ଟି ପ୍ଲଟ୍ ଓ ୨୫ଟି ଦୋକାନର ଦସ୍ତାବିଜ୍; ତଥାପି ବି ଲାଂଚ ନେଉଥିଲେ ଆଇଆରଏସ୍ ଅଫିସର

ରାଜସ୍ଥାନର ଆଣ୍ଟି–କରପ୍ସନ ବ୍ୟୁରୋ କୋଟାର ନାରକୋଟିକ୍ସ ବିଭାଗର ଅତିରିକ୍ତ କମିଶନର ସହିରାମ ମୀଣାଙ୍କୁ ଲାଂଚ ନେଉଥିବା ସମୟରେ ଧରିଛି । ଏହାପରେ ଯେତେବେଳେ ସହିରାମଙ୍କ ଘର ଓ ଅଫିସ୍ ସମେତ କେତେକ ଅନ୍ୟ ସ୍ଥାନରେ ଚଢ଼ାଉ କରାଗଲା, ତେବେ କୋଟି କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି ।…

କାଲି ତୃତୀୟ ଦିନିକିଆ ! ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସେପଟେ ନ୍ୟୁଜିଲାଣ୍ଡ ପାଇଁ ‘କର ବା ମର’ ପରିସ୍ଥିତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ଜବରଦସ୍ତ ବିଜୟ ହାସଲ କରିବା ପରେ ତୃତୀୟ ଦିନିକିଆ ଜିତି ହାଟ୍ରିକ୍ ତଥା ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ଏବେ ୨-୦ରେ ଆଗୁଆ ରହିଛି । ଆଉ ଏବେ ବିରାଟ ବାହିନୀ…

ଯଶପାଲ ମହାନ୍ତି ସ୍ମାରକୀ ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଛକା ଓ ଚୌକାର ବର୍ଷା କରୁଛନ୍ତି ଆଇନଜୀବୀ! ଫେବ୍ରୃଆରୀ…

କନକ ବ୍ୟୁରୋ :  ଯଶପାଲ ମହାନ୍ତି ମେମୋରିଆଲ କମିଟି ଆନୁକୁଲ୍ୟରେ କଟକ ସନସାଇନ ପଡିଆରେ ଓକିଲ ସଂଘର କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଗତ ୨୫ ତାରିଖ ଦିନ ଉଦଘାଟିତ ହୋଇଛି ।  ଉଦଘାଟନୀ ମ୍ୟାଚରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ ଜାଭେରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।…

ଖେଳୁ ଖେଳୁ ୭୦ ଫୁଟ ଗଭୀର ବୋରୱେଲ ଭିତରେ ଗଳି ପଡିଲା ୨ ବର୍ଷର ଶିଶୁ ! ଜାଣନ୍ତୁ କେମିତି ହେଲା ଉଦ୍ଧାର ।

ଖେଳୁଥିବା ସମୟରେ ଗଭୀର ବୋରୱେଲ ଭିତରକୁ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୭୦ଫୁଟ ବୋରୱେଲ ଭିତରେ ଖେଳଖେଳୁ ୨ ବର୍ଷର ଶିଶୁ ଗଳି ପଡିଥିବା ଖବର ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ…

ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ଦେଇ ଅଡୁଆରେ ପାକିସ୍ତାନୀ ଅଧିନାୟକ ! ସରଫରାଜଙ୍କୁ ୪ଟି ମ୍ୟାଚରୁ ବାସନ୍ଦ କଲା ଆଇସିସି ।

ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ୍ ସରଫରାଜ ଅହମ୍ମଦଙ୍କୁ ଆଗାମୀ ୪ଟି ମ୍ୟାଚ୍ ପାଇଁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ତଥା ଆଇସିସି । ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସରଫରାଜ ଅହମ୍ମଦଙ୍କ ପାଇଁ ମହଙ୍ଗା ପଡିଛି…