Daily Archives

January 27, 2019

ବଦଳିବ ଟ୍ରେନ୍-୧୮ର ନାଁ : ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ନାଁରେ କରାଯିବ ନାମିତ

ଦେଶର ପ୍ରଥମ ସେମି ବୁଲେଟ୍, ଟ୍ରେନ୍-୧୮କୁ ନେଇ ବଡ ଖବର ଆସୁଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି କି, ଏହି ଟ୍ରେନକୁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ନାଁରେ ଜଣାଯିବ । ଏହି ଟ୍ରେନର ନିର୍ମାଣ ମେକ୍ ଇନ୍ ଇଣ୍ଡିଆ ଅଧିନରେ ଆମ ଦେଶରେ କରାଯାଇଛି । ଦେଶର ଇଂଜିନିୟରମାନେ ମାତ୍ର ୧୮ ମାସରେ ଏହି…

ପ୍ରିୟଙ୍କା ଗାନ୍ଧୀ ଜଣେ ମାନସିକ ରୋଗୀ, ଲୋକଙ୍କୁ ମାଡ ମାରନ୍ତି : ସୁବ୍ରମଣ୍ୟମ ସ୍ୱାମୀ

ରାଜନୀତିରେ ପାଦ ଦେଉ ଦେଉ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଆକ୍ରମଣ ହେବା ଆରମ୍ଭ ହୋଇଯାଇଛି । ବିଜେପି ନେତା ପ୍ରତିଦିନ ତାଙ୍କ ଉପରେ କିଛି ନା କିଛି ଟିପ୍ପଣୀ କରୁଛନ୍ତି । ଏହି ନେତାଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ନାଁ ଯୋଡି ହୋଇଯାଇଛି । ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ମାନସିକ ରୋଗୀ…

ଯୌନ ଉତ୍ପୀଡ଼ନ ଓ ଦଷ୍କର୍ମରୁ ବଂଚିବା ନାଁରେ ବାଳିକାଙ୍କୁ ନିର୍ଯ୍ୟାତନା : ଇଂଲଣ୍ଡରେ ଆଫ୍ରିକୀୟ ବଂଶୋଦ୍ଭବ ବାଳିକା…

ଅବାଞ୍ଛିତ ପୁରୁଷ ଦୃଷ୍ଟି, ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ଏଡ଼ାଇବାକୁ ଇଂଲଣ୍ଡର ବାଳିକାମାନେ ଅନୁସରଣ କରୁଛନ୍ତି ଗୋଟିଏ ଆଫ୍ରିକୀୟ ଉପାୟ। ଏଥିରେ ପଥରକୁ ତତାଇ ଛାତିରେ ସେକ ଦେଇ ବକ୍ଷ ଉନ୍ନତ ହେବାରେ ବିଳମ୍ବ କରାଯାଉଛି । ଲଣ୍ଡନ୍, ୟର୍କସାୟର୍, ଇସେକ୍ସ ଏବଂ ପଶ୍ଚିମ ମିଡଲାଣ୍ଡସରେ ଥିବା…

ଝାରସୁଗୁଡାରୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ସୁଧ କାରବାର କରୁଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ମୃତକଙ୍କ…

କନକ ବ୍ୟୁରୋ : ରାସ୍ତାକଡରୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ଝାରସୁଗୁଡା ନିକଟ ବେହେରାପାଲି ରାସ୍ତା କଡରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ବୁରାମାଲ ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ଖବର ପାଇ ବଡମାଲ ଥାନା ପୁଲିସ ଘଟଣାସ୍ଥଳକୁ ଡଗ ସ୍କ୍ୱାଡ, ସାଇଂଟିଫିକ୍ ଟିମ୍ ସହ…

ରାଜଧାନୀରେ ନାବାଳକକୁ ଅମାନବୀୟ ନିର୍ଯାତନା ! ମୋବାଇଲ ଚୋରି ଅଭିଯୋଗରେ ନାବାଳକକୁ ସମସ୍ତଙ୍କ ସାମ୍ନାରେ ଲଣ୍ଡା କଲେ…

କନକ ବ୍ୟୁରୋ : ମୋବାଇଲ ଚୋରି ପାଇଁ ନାବାଳକକୁ ଦଣ୍ଡ । ମାନବିକାତାର ସବୁ ସୀମା ପାର ହୋଇଗଲା । ସ୍ଥାନୀୟ ଲୋକେ ପିଲାଟିକୁ ଗୋଟିଏ ସ୍ଥାନରେ ବସାଇ ସମସ୍ତଙ୍କ ସାମନାରେ ଲଣ୍ଡା କରି ଦେଇଥିଲେ । ଲଣ୍ଡା କରିବା ସମୟରେ ନାବାଳକ ଜଣଙ୍କ ନିରୁପାୟ ହୋଇ ବସିରହିଥଲେ । ସେହି ସମୟର ଚିତ୍ର କଏଦ ହୋଇଥିଲା…

ଚାଷୀ ମାଗୁଛି ଭିକ ! ତହସିଲଦାର ଲାଂଚ ମାଗିବାରୁ ଟଙ୍କା ଯୋଗାଡ କରିବାକୁ ଯାଇ ଚାଷୀ ମାଗିଲା ଭିକ 

ତେଲେଙ୍ଗାନାର ଜୟଶଙ୍କର ଭୁପଲପଲ୍ଲୀ ଜିଲ୍ଲାରେ ୭୫ ବର୍ଷର ଜଣେ କୃଷକ ଲାଂଚ ଦେବା ପାଇଁ ଭିକ ମାଗିବା ଆରମ୍ଭ କରିଦେଇଛି । ଚାଷୀକୁ ନିଜ ଜମି ପାଇଁ ପଟ୍ଟା ପାସବୁକ୍ ଦରକାର ଥିଲା, ଯେଉଁଥିପାଇଁ ଚାଷୀ ବସାବୈୟା ଓ ତାଙ୍କ ପତ୍ନୀ ତାଙ୍କ ଜିଲ୍ଲାର ତହସିଲଦାର ସତ୍ୟନାରାୟଣଙ୍କୁ ସଂପର୍କ କଲେ ।…