Daily Archives

January 13, 2019

‘ପାକିସ୍ତାନ ଜିନ୍ଦାବାଦ’ କହିବା ସହିତ ଅମର ଯବାନ ଜ୍ୟୋତି ପାଖକୁ ଫିଙ୍ଗିଲେ ଜୋତା : ପୁଲିସ ହାତରେ ଧରାପଡିଲେ ୫୦…

ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରୁ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଧରାଯାଇ ପୁଲିସ୍ ହେପାଜତରେ ନିଆଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେ ଇଣ୍ଡିଆ ଗେଟ୍ ସମ୍ମୁଖରେ ‘ପାକିସ୍ତାନ ଜିନ୍ଦାବାଦ୍’ କହିବା ସହ ଅମର ଯବାନ ଜ୍ୟୋତି ପାଖକୁ ନିଜ ଜୋତା ଫିଙ୍ଗିଥିଲେ। ଏପରି କରିବା ପରେ ଆଞ୍ଚଳିକ…

ଆଉ ନାଲିଆଖି ଦେଖାଇପାରିବନି ଚୀନ୍ ! ସୀମାବର୍ତ୍ତୀ ଅଞ୍ଚଳରେ ଭାରତ ନିର୍ମାଣ କରିବ ୪୪ଟି ସଡକ, ଯୁଦ୍ଧକାଳୀନ ସ୍ଥିତିରେ…

ଚୀନକୁ ମାତ୍ ଦେବାକୁ ଭାରତ ଏବେ କଡା ପଦକ୍ଷେପ ଦେବାକୁ ଯାଉଛି । ଚୀନ ସୀମାକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ୪୪ଟି ନୂଆ ସଡକ ନିର୍ମାଣ କରିବାକୁ ଯାଉଛନ୍ତି ଭାରତ ସରକାର । ଏହି ସଡକ ଗୁଡିକ ସାମରିକ ଦୃଷ୍ଟିକୋଣରୁ ଭାରତକୁ ବେଶ ଶକ୍ତିଶାଳୀ କରିବ । କାରଣ ଏହି ଅଞ୍ଚଳରେ…

ପଞ୍ଚତାରକା ହୋଟେଲ ଭଳି ରୂପ ନେଇଛି ରେଲୱେ ଷ୍ଟେସନ୍ ! ଟ୍ୱିଟ୍ କରି ଫଟୋ ସେୟାର କଲେ ରେଳମନ୍ତ୍ରୀ ।

ଆଧୁନିକ ରୂପ ନେଇଛି ରେଲୱେ ଷ୍ଟେସନ୍ ।  ରେଳ ଷ୍ଟେସନ୍ ଗୁଡ଼ିକ ଆଧୁନିକ ରୂପ ଦେବା ପାଇଁ ମୋଦି ସରକାର ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ତିରୁପତି ଷ୍ଟେସନର ଚାରିଟି ଫଟୋ ଟୁଇଟ କରିଛନ୍ତି। ରେଳମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଏହା ରେଲେଓ୍ଵ ଷ୍ଟେସନ୍ ନା ଫାଇଭ୍…

ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇପାରେ ପେଟିଏମ ଓ ମୋବିକ୍ୱିକ ଭଳି ମୋବାଇଲ ୱାଲେଟ ସେବା ! ଜାଣନ୍ତୁ କାହିଁକି ?

ପେଟିଏମ ଓ ମୋବିକ୍ୱିକ୍ ଭଳି ମୋବାଇଲ ୱାଲେଟ ସେବା ଆଗାମୀ ମାର୍ଚ୍ଚ ମାସରୁ ବନ୍ଦ ହୋଇପାରେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶରେ ମୋବାଇଲ ୱାଲେଟ ସେବା ପ୍ରଦାନ କରୁଥିବା କମ୍ପାନି ଆରବିଆଇ ଦ୍ୱାରା ଜାରି କରାଯାଇଥିବା କେୱାଇସି ସର୍ତ୍ତକୁ ଡେଡଲାଇନ ପୂର୍ବରୁ ପୂରଣ କରି ପାରିବେ ନାହିଁ ।…

ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାରେ ଦେଶର ପ୍ରଥମ ରାଜ୍ୟ ହେଲା ଗୁଜରାଟ ! ଆସନ୍ତାକାଲି ଠାରୁ ଲାଗୁ ହେବ…

କନକ ବ୍ୟୁରୋ : ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେଉଥିବା ପ୍ରଥମ ରାଜ୍ୟ ହେବ ଗୁଜରାଟ । ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏନେଇ ଆଜି ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଦିନଠାରୁ ୧୦ ପ୍ରତିଶତ ସଂରକ୍ଷଣ ନିୟମ ଲାଗୁ ହୋଇଯିବ । ୧୦ ପ୍ରତିଶତ…

ଦୃଶ୍ୟମ ସିନେମା ଦେଖି କଂଗ୍ରେସ ନେତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଲେ ବିଜେପି ନେତା ! ଉଭୟଙ୍କ ମଧ୍ୟରେ ଥିଲା ଅବୈଧ…

କନକ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋରରେ ୨୨ ବର୍ଷୀୟ କଂଗ୍ରେସ ନେତ୍ରୀ ଟ୍ୱିଙ୍କିଲ ଡାଗରେ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠିଛି । ୬୫ ବର୍ଷୀୟ ଭାଜପା ନେତା ଜଗଦୀଶ କରୋତିଆଙ୍କ ପରିବାର ଲୋକ ଓ ଜଣେ ସହଯୋଗୀ ମିଳିତ ଭାବେ ହତ୍ୟାକାଣ୍ଡ ଘଟାଇଥିଲେ । ଖୁବ ଚତୁରତାର ସହ ବିଜେପି ନେତ୍ରୀଙ୍କର…