Daily Archives

January 13, 2019

ବିବାହ କାର୍ଡରେ ନିର୍ବାଚନ ପ୍ରଚାର ! ନମୋ ଆପରେ ବିିଜେପିକୁ ଚାନ୍ଦା ଓ ମୋଦିଙ୍କୁ ଭୋଟ ଦେବାକୁ ଅପିଲ କଲେ ଯୁବରାଜ ଓ…

ନିର୍ବାଚନ ବର୍ଷରେ ଉଷ୍ମ ହୋଇଛି ରାଜନୀତି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚା’ ଦୋକାନ ଖଟିରେ ମଧ୍ୟ ରାଜନୀତିକ ଗସିପ ଶୁଣିବାକୁ ମିଳୁଛି । ଏହାଛଡା ନିର୍ବାଚନ ବର୍ଷରେ ବାହାଘର ଉତ୍ସବରେ ମଧ୍ୟ ରାଜନୀତିର ରଙ୍ଗ ଦେଖିବାକୁ ମିଳୁଛି । ଖାସକରି ବାହାଘର ନିମନ୍ତ୍ରଣ କାର୍ଡରେ ନିଜର ପସନ୍ଦର ଦଳ…

କୁକୁର ମୃତ୍ୟୁରେ କାନ୍ଦିଲା ପୁରା ଗାଁ ! ସମ୍ମାନ ସହ ହେଲା ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

ପାଟଣାରେ ଘଟିଛି ଅଭାବନୀୟ ଘଟଣା । ଏକ ଶବଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଲୋକ । ତେବେ ଏହି ଶବଯାତ୍ରା କୌଣସି ମଣିଷର ନୁହେଁ ଥିଲା ଗୋଟିଏ କୁକୁରର । ଯିଏ ସମସ୍ତଙ୍କର ପ୍ରିୟ ଥିଲା । ପ୍ରିୟ କୁକୁରର ମୃତ୍ୟୁ ପରେ ଲୋକମାନେ ପୁରା ରୀତିନୀତିରେ ସମ୍ମାନ ସହ ଶବ ସତ୍କାର କରିଥିଲେ । ଏହି ଘଟଣା…

ଟାଟା ସ୍କାଏ ଡିଟିଏଚ୍ ରୁ ଚ୍ୟାନେଲ୍ ଡିଲିଟ୍ ହୋଇଛି କି ? ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ ମିସକଲ.ହ୍ୱାଟସଆପ୍…

ଯଦି ଆପଣ ବି ଟାଟା ସ୍କାଏ ଡିଟିଏଚ୍ ର ସବସ୍କ୍ରାଇବର ଅଛନ୍ତି ତେବେ ଆପଣ ନିଶ୍ଚିତ ଜାଣିଥିବେ ଯେ ଟାଟା ସ୍କାଏରୁ ଅନେକ ସାରା ଚ୍ୟାନେଲ୍ ଅଟୋମେଟିକାଲି ଡିଲିଟ୍ ହୋଇଯାଇଛି । ସେହି ସବୁ ଚ୍ୟାନେଲ୍ କୁ ଯଦି ଆପଣ ପୁନଶ୍ଚ ଟିଭି ପରଦାକୁ ଆଣିବାକୁ ଚାହୁଁଛନ୍ତି ତେବେ ଏହି ଟ୍ରିକ୍ କୁ ବ୍ୟବହାର…

ବିଶ୍ୱର ଏକମାତ୍ର ବକ୍ର ମନ୍ଦିର ! ଓଡ଼ିଶାର ସମ୍ବଲପୁରରେ ହୁମା ମନ୍ଦିର ରୂପେ ପରିଚିତ

ଆମ ରାଜ୍ୟର ପ୍ରାଚୁର୍ଯ୍ୟଭରା ମନରୋମ ପରିବେଶକୁ ଉପଭୋଗ କରିବା ପାଇଁ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ପ୍ରକୃତିର ସୌନ୍ଦର୍ଯ୍ୟର ସ୍ୱାଦ ଆସ୍ୱାଦନ ପାଇଁ ଆଉ ରାଜ୍ୟକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଛୁଟି ଆସନ୍ତି । ଆମ ରାଜ୍ୟର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ନୀଳ ଜଳରାଶିର ଢେଉ, ପାହାଡ଼,…

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼ ! ନଣନ୍ଦ ସୋନମ ଦେଲେ ଚାଞ୍ଚଲ୍ୟକର ବୟାନ

କନକ ବ୍ୟୁରୋ : ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଆଜି ବଡ ଖୁଲାସା ହୋଇଛି । ନିକିତାଙ୍କ ନଣନ୍ଦ ସୋନମ ଆଜି ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି, ମହାନଦୀ ବିହାର ଘରେ ନିକିତାଙ୍କ ସହ ଲିପନ ଓ ତାଙ୍କ ବାପା, ମାଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଏହା ପରେ ନିକିତା ହଠାତ ଛାତ ଉପରକୁ…

ମହିଳାଙ୍କୁ ହୋଇଛି ଏଭଳି ଏକ ରୋଗ ଯେଉଁଥିରେ ମୂତ୍ରରୁୁ ବାହାରୁଛି ପୋକ ! ଡାକ୍ତର ଜାଣିପାରୁନାହାନ୍ତି ରୋଗ ।

ଆମେରିକାର ଜଣେ ୫୦ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖାଗଲା । ଯେଉଁଥିରେ ପରିଶ୍ରା କରିବା ସମୟରେ ମୂତ୍ରାଶୟରେ ଅସୁବିଧା ଦେଖିବାକୁ ମିଳୁଥିଲା । କେବଳ ଏତିକି ନୁହେଁ କିଛି ଦିନ ପରେ ୟୁରିନ୍ ପାସ୍ ହେବାରେ ମଧ୍ୟ ଅସହ୍ୟ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥିଲା । ମହିଳା…