ମଧ୍ୟରାତ୍ରଠାରୁ ଲାଗୁ ହେବ ଗ୍ୟାସର ନୂଆ ଦର ! ଉଭୟ ସବସିଡି ଏବଂ ବିନା ସବସିଡି ଘରୋଇ ଗ୍ୟାସ୍ ର ବଦଳିବ ଦାମ୍ ।
ଲଗାତାର ବଢୁଥିବା ତଥା ଖାଉଟିଙ୍କ ପାଇଁ ସମସ୍ୟା ପାଲଟିଥିବା ଲିକ୍ୟୁଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଖଚଏ) ର ଦାମ୍ କମ୍ ହୋଇଛି । ଅଏଲ୍ ମାର୍କେଟିଙ୍ଗ୍ କମ୍ପାନୀ ୩୦ ନଭେମ୍ବର ଅର୍ଥାତ୍ ଆଜିଠାରୁ ବିନା ସବସିଡି ଥିବା ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ଦାମ୍ ୧୩୩ ଟଙ୍କା କମିଛି ।…