Daily Archives

November 20, 2018

ପ୍ରତିଭାର ବାଟ ଓଗାଳୁଛି ଅର୍ଥାଭାବ: କଥା ପଦେ କହି ପାରୁନଥିବା ଝିଅ ମୁହୂର୍ତ୍ତକ ଭିତରେ ଆଙ୍କି ଦେଉଛି ଯେକୌଣସି…

କନକ ବ୍ୟୁରୋ: କଥା ପଦେ କହିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଥିବା ସ୍ମୃତିରେଖା ଆଙ୍କିପାରନ୍ତି ଯେକୌଣସି ବ୍ୟକ୍ତିର ଅବିକଳ ଚେହେରା, ତାହା ପୁଣି ଅଳ୍ପ ସମୟରେ । ମନରେ ଅନେକ ସ୍ୱପ୍ନ ହେଲେ ବାସ୍ତବ ରୂପ ଦେବା ପାଇଁ ଅର୍ଥ ସାଜିଛି ବାଧକ । ଏପରି ସରକାର ଭିନ୍ନକ୍ଷମଙ୍କ ପାଇଁ କରିଥିବା ସମସ୍ତ…

ମହିଳା ଟ୍ରାଫିକ କନେଷ୍ଟବଳଙ୍କୁ ଶହେ ସଲାମ ! ଦୃଷ୍ଟିହୀନ ବ୍ୟକ୍ତିଙ୍କ ହାତ ଧରି କରାଇଲେ ରାସ୍ତା ପାର, ଚାରିଆଡୁ ଛୁଟିଲା…

କନକ ବ୍ୟୁରୋ : ଖାଲିଟାରେ ଏମିତି We Care We Dareର ନାରା ଦିଏନି କମିସନରେଟ ପୋଲିସ, ଆବଶ୍ୟକ ପଡିଲେ ହାତ ଧରି ବାଟ କଢାଇ ନିଏ । କମିସନରେଟ ଟ୍ରାଫିକ ପୋଲିସ ମାନବିକତାର କାହାଣୀ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । କମିସନରେଟ ପୋଲିସର ସ୍ଲୋଗାନକୁ ସଠିକ୍ ପ୍ରମାଣିତ…

କେଜରିୱାଲଙ୍କ ଉପରେ ଲଙ୍କାଗୁଣ୍ଡ ପକାଇଲେ ସନ୍ଦିଗ୍ଧ ବ୍ୟକ୍ତି ! ବିଜେପିର ହାତ ଅଛି ବୋଲି ଅଭିଯୋଗ କଲା ଆପ୍

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ପୁଣି ଥରେ ବିରୋଧର ସାମ୍ନା କରିବା ପାଇଁ ପଡ଼ିଛି । ରାଜଧାନୀ ଦିଲ୍ଲୀରେ ସଚିବାଳୟରେ କେଜରିୱାଲଙ୍କ ଉପରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଲଙ୍କା ଗୁଣ୍ଡ ଫୋପାଡ଼ିଦେଇଛନ୍ତି । ସଚିବାଳୟ ପରିସରରେ ଥିବା ତାଙ୍କ ଚାମ୍ବର ବାହାରେ ଏହି ଘଟଣା ଘଟିଛି ।…

ପରକିୟା ପ୍ରୀତିର କରୁଣ ପରିଣତି: ସ୍ତ୍ରୀ ସହ ଅନୈତିକ ସଂପର୍କ ସନ୍ଦେହ କରି ଯୁବକଙ୍କୁ କଟୁରୀରେ ହାଣି ହତ୍ୟା କଲା…

କନକ ବ୍ୟୁରୋ: ପରକ୍ରିୟା ପ୍ରୀତିର କରୁଣ ପରିଣତି । ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ କଟୁରୀରେ ହାଣୀ ହତ୍ୟା କରିି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ।…

ଦିଲ୍ଲୀ ରାଜନୀତି ସହ ବିଜେଡ଼ିର କେଉଁ ଉପକୂଳିଆ ନେତାଙ୍କ ଭିତିରି ବୁଝାମଣା !

କନକ ବ୍ୟୁରୋ: ଆଗାମୀ ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି । କାହିଁକି ନା ଠିକ୍ ନିର୍ବାଚନ ସମୟରେ କେଉଁ ପାଣି କେଉଁ କୂଳ ଦେଇ ବୋହିଯିବ ତାହା କାହାକୁ ଜଣା ନାହିଁ । ସେହିଭଳି ନିର୍ବାଚନୀ ବୈତରଣୀ ନଦୀରେ ପାରି ହୋଇ କିଏ କେଉଁ ଦଳରେ ସାମିଲ…

ରାଗିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ତଥ୍ୟ ଲିକ ହେବାରୁ ଜାହିର କଲେ…

କନକ ବ୍ୟୁରୋ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଘୁଂଚିଲା ଶୁଣାଣି । ଆସନ୍ତା ୨୯ ତାରିଖକୁ ଶୁଣାଣି ଘୁଂଚାଇଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କ ଜବାବ ଲିକ ହେବାରୁ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ଶୁଣାଣି ଟାଳିଦେଇଛନ୍ତି ସର୍ବୋଚ୍ଚ ଅଦାଲତ୍ । ଆଜି ସିବିଆଇ…