Daily Archives

November 20, 2018

ଢେଙ୍କାନାଳ ବଳରାମପୁରରେ ଆରଡିସି: ଜଙ୍ଗଲ ବୁଲି ଦେଖିବା ସହ ଗଛ କଟା ନେଇ ଗାଁ ଲୋକଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ: ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ବାତିଲ ହେବା ପରେ ଆଜି ଆରଡିସି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି । ଆରଡିସି ଡି ଭି ସ୍ୱାମୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବଳରାମପୁରରେ ପହଚିଂଛନ୍ତି । ଜଙ୍ଗଲ ବୁଲି ଦେଖିବା ସହ ଗଛ କଟା ଘଟଣାକୁ…

ଦେଶକୁ ନଷ୍ଟ କରିଥଲା ଭ୍ରଷ୍ଟାଚାର ରୋଗ, ବିମୁଦ୍ରାକରଣ ଏକ କଡ଼ା ଔଷଧ ପରି କାମ କଲା : ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ପ୍ରଚାର ମଇଦାନରୁ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଦେଶକୁ ଭ୍ରଷ୍ଟାଚାର ବର୍ବାଦ କରିଦେଇଛି । କଂଗ୍ରେସ ଅମଳରେ ଦେଶରେ ଭ୍ରଷ୍ଟାଚାର ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ,…

ଶୀତତାପ ନିୟନ୍ତ୍ରଣ କରିବ ସ୍ମାର୍ଟ ପୋଷାକ ! ବ୍ୟକ୍ତି ଅନୁସାରେ ଆପଣା ଛାଏ ବଦଳିଯିବ ଟେମ୍ପ୍ରେଚର, ମୋବାଇଲରୁ ହେବ…

ଟେକ୍ନୋଲୋଜି ଜରିଆରେ ବର୍ତମାନ ସମୟରେ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି, ମୋବାଇଲ ପରେ ଏବେ ପୋଷାକ ବି ସ୍ମାର୍ଟ ହେବାରେ ଲାଗିଛି ଆଉ ଏଭଳି କମାଲ କରି ଦେଖାଇଛନ୍ତି କନାଡାର କିଛି  ଇଂଜିନିୟର । ଏମାନେ ଏଭଳି ଏକ ସ୍ମାର୍ଟ ପୋଷାକ ଡିଜାଇନ କରିଛନ୍ତି ଯାହାକୁ ପିନ୍ଧିବା ଦ୍ୱାରା ଆପଣ ଶୀତର…

ସୁଷମା ସ୍ୱରାଜ ଲଢ଼ିବେନି ଲୋକସଭା ନିର୍ବାଚନ ! ଦଳ ଉପରେ ପଡ଼ିବ କି ପ୍ରଭାବ ?

କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା କହିଛନ୍ତି ମୁଁ ୨୦୧୯ ନିର୍ବାଚନ ଲଢ଼ିବି ନାହିଁ । କିନ୍ତୁ ଦଳ ନିଷ୍ପତି…

  ମିଳିଲାନି ଉଦଘାଟନୀ ଉତ୍ସବ ଟିକେଟ, ସୋସିଆଲ ମିଡିଆରେ ମନଇଚ୍ଛା ବର୍ଷିଲେ ହକିପ୍ରେମୀ ।

କନକ ବ୍ୟୁରୋ : ଅନଲାଇନରେ ଟିକେଟ ଦେବାକୁ କହି ଭଣ୍ଡାଇ ଦେଲା ହକି ଇଣ୍ଡିଆ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆଜି ଅନଲାଇନରେ ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଟିକେଟ ବିକ୍ରି ହେବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଚାତକ ଭଳି ଚାହିଁ…

ଫୋନର ଦାମ କୋଟିଏ ଟଙ୍କା ! ଜାଣନ୍ତୁ କେଉଁଠାରେ ଓ କିଏ ନିର୍ମାଣ କରୁଛି ଏପରି ମୋବାଇଲ ଫୋନ

କନକ ବ୍ୟୁରୋ : ଆଜିକାଲି ଲୋକମାନଙ୍କ ମଧ୍ୟରେ ମୋବାଇଲ ଧରିବା ପାଇଁ ଏକ ପ୍ରତିଯୋଗିତା ଚାଲିଥିବା ଭଳି ମନେ ହେଉଛି । କିଏ କେଉଁ ମୋବାଇଲ ଧରୁଛି ଏବଂ ସେ ମୋବାଇଲର ଦାମ କେତେ ତାହା ଉପରେ ସମସ୍ତଙ୍କର ରହିଛି ନଜର । ଏହାସହ ଷ୍ଟାଟସ ବଜାୟ ରଖିବା ପାଇଁ ମଧ୍ୟ ଅନେକ ଲୋକ ଦାମୀ ମୋବାଇଲ ବ୍ୟବହାର…