Daily Archives

November 4, 2018

ସାବଧାନ: ସସରେ ବିଷ ! ରିପୋର୍ଟରୁ ଆସିଲା ସାଂଘାତିକ ସତ, ଖାଇଲେ ହୋଇପାରେ କ୍ୟାନସର ଓ ହାଇପର ଟେନସନ ଭଳି ସାଂଘାତିକ…

କନକ ନ୍ୟୁଜ୍ : ଆପଣ ବଜାରରେ ଉପଲବ୍ଧ ହେଉଥିବା ଟମାଟୋ କିମ୍ବା ଚିଲି ସସ ଖାଉଛନ୍ତ କି ? ଯଦି ହଁ- ତେବେ ସାବଧାନ । କାରଣ ଏହି ସସରେ ହେଉଛି ଅପମିଶ୍ରଣ । କନକ ନ୍ୟୁଜ୍ ଅନୁସନ୍ଧାନରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆପଣଙ୍କୁ ଚକିତ କରିଦେବ । ଆଖିକୁ ସୁନ୍ଦର ଓ ପାଟିକୁ ସୁଆଦିଆ…

ହାତୀ ପିଠିରୁ ଫୁଟିଲା ଗୁଳି, ଛୁ ମାରିଲା ସୁନ୍ଦରୀ !

କନକ ବ୍ୟୁରୋ : ହାତୀ ଯଶୋଦା ପିଠିରେ ବସି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଗୁଳି ମାରିଲା ବିଶେଷଜ୍ଞ ଟିମ୍ । ହେଲେ ଧରାଦେଲାନି ବାଘୁଣୀ । ସାତକୋଶିଆରେ ବାଘୁଣୀକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ସୁନ୍ଦରୀ । ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦାର ସାହାରା ନେଉଛି…

ହକି ବିଶ୍ୱକପ ପାଇଁ ଆସନ୍ତାକାଲି ଠାରୁ ଟିକେଟ ବିକ୍ରି ଆରମ୍ଭ ! ଜାଣନ୍ତୁ କେଉଁଠୁ ଟିକେଟ ପାଇପାରିବେ ଫ୍ୟାନ୍

କନକ ବ୍ୟୁରୋ : ଆସନ୍ତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ମ୍ୟାଚ୍ ପାଇଁ ଆସନ୍ତାକାଲି ଠାରୁ ଅଫଲାଇନ ବା କାଉଣ୍ଟରରେ ଟିକେଟ ବିକ୍ରି ହେବ । ଏନେଇ ହକି ଇଣ୍ଡିଆ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ହକି ବିଶ୍ୱକପକୁ ଆଉ ମାତ୍ର ୨୩…

ଏଣିକି ଆଉ ମିଳିବ ନାହିଁ ପ୍ଲାଟଫର୍ମ ଟିକଟ । ବଢୁଥିବା ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ…

କନକ ବ୍ୟୁରୋ : ରେଳ ଷ୍ଟେସନ ମାନଙ୍କରେ କିଛି ଲୋକେ ଯାତ୍ରା କରିବାକୁ ଆସିଥିବା ବେଳେ ଅନ୍ୟଲୋକ ତାଙ୍କୁ ଛାଡ଼ିବାକୁ ଆସି ଥାଆନ୍ତି। ଯେ ପର୍ଯ୍ୟନ୍ତ ଟ୍ରେନ୍ ନଆସିଛି ସେମାନେ ସେ ପର୍ଯ୍ୟନ୍ତ ଷ୍ଟେସନରେ ବସି ରହିଥାନ୍ତି, ହେଲେ ଏବେ ଆଉ ଏଭଳି ଚଳିବ ନାହିଁ । କାରଣ ରେଳ ଷ୍ଟେସନରେ ଜମୁଥିବା ଭିଡକୁ…

ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଡ ନିଷ୍ପତି ! ରଦ୍ଦ ହେଲା ୪୦ ଲକ୍ଷ ଗାଡିର ପଞ୍ଜିକରଣ ।

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜୋରଦାର୍ ଉଦ୍ୟମ ଜାରି ରଖିଛନ୍ତି । ଇତିମଧ୍ୟରେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ଦିଲ୍ଲୀରେ ଚଳାଚଳ କରୁଥିବା ପ୍ରାୟ ୪୦ ଲକ୍ଷ ପୁରୁଣା ଗାଡିର ପଞ୍ଜିକରଣକୁ ରଦ୍ଦ କରିଦିଆଯାଇଛି ।…

ବାଘ ମୃତ୍ୟୁ ନେଇ ମିଛ କହୁଥିଲା ବନବିଭାଗ । ଶେଷରେ ଧରାପଡିଗଲା ଜଙ୍ଗଲବିଭାଗର ସତ

କନକ ବ୍ୟୁରୋ : କଲରାପତରିଆ ବାଘ ନୁହେଁ ଡେବ୍ରୀଗଡ ଜଙ୍ଗଲରେ ମରିଥିଲା ମହାବଳ ବାଘ । ଗତ କିଛିଦିନ ଧରି ଡେବ୍ରୀଗଡ ଜଙ୍ଗଲରେ ମହାବଳ ନା କଲରାପତରିଆ ବାଘ ମରିଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର ।…