Daily Archives

October 16, 2018

ବାତ୍ୟା ଯାଇଛି, ଦୁର୍ଦ୍ଦଶା ବଢିଛି । ପାହାଡି ଇଲାକାରେ ଏଯାଏଁ ପହଞ୍ଚି ପାରିନାହିଁ ପ୍ରଶାସନିକ ସହାୟତା, ଗ୍ରାଉଣ୍ଡ…

କନକ ବ୍ୟୁରୋ : ବାତ୍ୟା ତିତଲିକୁ ଏହାରି ଭିତରେ ୫ଦିନ ବିତିଗଲାଣି । ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଉ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ରାଜନୀତି ବି ସରଗରମ ହୋଇଛି । ତେବେ ବାତ୍ୟା ପରେ ଗ୍ରାଉଣ୍ଡ ଜିରୋରେ କ’ଣ ରହିଛି ଅସଲ ସ୍ଥିତି? ପାହାଡ଼ି…

‘ମି ଠୁ’ ବିବାଦରେ ଫଶିଥିବା ମୋଦିଙ୍କ ମନ୍ତ୍ରୀଙ୍କ ପାଇଁ ଲଢିବେ ୯୭ ଓକିଲ, ଅନ୍ୟପଟେ ମହିଳା…

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ମୋଦି ସରକାରଙ୍କ ମନ୍ତ୍ରୀ ଏମ୍. ଜେ ଆକବରଙ୍କ ଅଡୁଆ । ଆଜି ପୁଣି ଜଣେ ମହିଳା ସାମ୍ବାଦିକ ଆକବରଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ମହିଳା ସାମ୍ବାଦିକ ତୁସିତା ପଟେଲ ଅଭିଯୋଗ କରିଛନ୍ତି, ଆକବର ତାଙ୍କୁ ଦୁଇ ଦୁଇଥର ଜବରଦସ୍ତ ଚୁମ୍ବନ ଦେଇଛନ୍ତି । ଏଯାଏଁ…

ଏଣିକି ଭାରତ ସହ ଲାଗିବା ପୂର୍ବରୁ ହଜାରେ ଥର ଭାବିବେ ଶତ୍ରୁପକ୍ଷ! ନ୍ୟୁକ୍ଲିୟର ଟ୍ରାୟାଡ ଥିବା ବିଶ୍ୱର ୬ଷ୍ଠ ଦେଶ ହେଲା…

ଜଳ, ସ୍ଥଳ ଓ ଆକାଶ ପଥରୁ ଏକାଥରକେ ପରମାଣୁ ଆକ୍ରମଣ କରିପାରିବ ଭାରତ । ଏକ ଅପରେସନାଲ ନ୍ୟୁକ୍ଲିୟର ଟ୍ରାୟାଡ କାର‌୍ୟ୍ୟକ୍ଷମ କରିବାରେ ଭାରତ ବିଶ୍ୱର ୬ଷ୍ଠ ଦେଶରେ ପରିଣତ ହୋଇଛି । ଏହାର ଅର୍ଥ ହେଉଛି ଭାରତ ସମୁଦ୍ର ମଧ୍ୟରୁ, ସ୍ଥଳଭାଗରୁ ଓ ଆକାଶମାର୍ଗରୁ ଆଣବିକ ଆକ୍ରମଣ କରିପାରିବ । ପୂର୍ବରୁ…

କେବେ ଦେଖିଛନ୍ତି କି ଏଭଳି ବିରଳ ଦୃଶ୍ୟ ? ପୂଜା ମଣ୍ଡପରେ ମା’ ଦୂର୍ଗାଙ୍କ ଚଣ୍ଡିପାଠ ସାଙ୍ଗକୁ ଶୁଭେ ନମାଜର ଅଜାନ୍ ।

ଦେଶରେ ଜାତି ଏବଂ ଧର୍ମାନ୍ଧତାକୁ ନେଇ ଯେଉଁଠି କଳହ ସୃଷ୍ଟି ହେଉଛି । ସେଠାରେ ସର୍ବଧର୍ମ ସମନ୍ୱୟ ଏବଂ ଭାଇଚାରାର ପ୍ରମାଣ ଦେଇଛନ୍ତି ଏହି ବ୍ୟକ୍ତି । ନାଁ ତାଙ୍କର ଅରମାନୀ ଖାଁ । ଦିନରେ ପାଞ୍ଚଥର ନମାଜ ପଢି ନିଜ ଧର୍ମକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ନବରାତ୍ରୀ ସମୟରେ ୯ ଦିନର ଉପବାସ କରି…

‘ମି ଠୁ’ ଜାଲରେ ବିଶିଷ୍ଟ ଓଡିଆ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ! ସହକର୍ମୀଙ୍କୁ ଜୋର ଜବରଦସ୍ତ…

ବଲିଉଡ, ରାଜନୀତି ଓ ଗଣମାଧ୍ୟମରେ ହେଉଥିବା ଯୌନ ଶୋଷଣର ଘଟଣା ଏବେ ମି ଠୁ ଅଭିଯାନ ମାଧ୍ୟମରେ ସାମ୍ନାକୁ ଆସିଛି । ଅସଦାଚାରଣର ଶିକାର ହୋଇ ମୁହଁ ଖୋଲିବାକୁ ସାହାସ ପାଉନଥିବା ପୀଡିତ ବା ପୀଡିତା ଏବେ ଏହି ଅଭିଯାନ ମାଧ୍ୟମରେ ମୁହଁ ଖୋଲିବାକୁ ସାହସ ପାଇଛନ୍ତି । ଏହି ଅଭିଯାନକୁ ବିଭିନ୍ନ…

ବିନା ଅନୁମତିରେ ସହିଦଙ୍କ ଜୟନ୍ତି ପାଳିଲେ, କଲେଜରୁ ତଡା ଖାଇଲେ ।

ତାମିଲନାଡୁର କୋଏମ୍ବାଟୁର ସରକାରୀ କଳା କଲେଜରେ ଏକ ଅଦ୍ଭୁତଜନକ ମାମଲା ଲୋକଲୋଚନକୁ ଆସିଛି । ଏଠାରେ ଜଣେ ଛାତ୍ରୀଙ୍କୁ ସହିଦ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବାରୁ ବିଦା ହେବାକୁ ପଡ଼ିଛି। କଲେଜରେ ଇତିହାସ ବିଷୟରେ ପ୍ରଥମ ଛାତ୍ରୀଙ୍କୁ ବହିଷ୍କାର କରାଯାଇଛି । କାରଣ ଛାତ୍ରୀ ଗତ ସେପ୍ଟେମ୍ବର…