Daily Archives

October 16, 2018

ଯାଇଥିଲେ ଭତ୍ତା ପାଇଁ, ଫେରିଲେ ଶବ ହୋଇ । ଆଶା ପୂରଣ ହେବା ପୂର୍ବରୁ ଆଖି ବୁଜିଦେଲେ ୬୫ ବର୍ଷୀୟ ବୃଦ୍ଧ ।

କନକ ବ୍ୟୁରୋ: ଭତ୍ତା ପାଇଁ ଜିଲ୍ଲପାଳଙ୍କ ପାଖକୁ ଗୁହାରୀ କରିବା ପାଇଁ ଯାଇଥିଲେ ଆଉ ଶବ ହୋଇ ଗାଁକୁ ଫେରିଲେ । ଭତ୍ତା ଦେଖିବା ପୂର୍ବରୁ ଦୁନିଆ ଛାଡ଼ିଲେ ବଲାଙ୍ଗିର ପାଟଣାଗଡର ୬୫ ବର୍ଷୀୟ ପୁରନ୍ଦର ବାଗ୍ । ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ବାଲିପଟା ଗାଁରୁ ପାଟଣାଗଡ…

ରାତିରେ ଝାଳ ବାହାରିବା ସହ ଶରୀରରେ ଦେଖାଯାଉଛି କି ଏହି ୫ଟି ଲକ୍ଷଣ ? ସାବଧାନ କ୍ୟାନସରରେ ପୀଡିତ ହୋଇପାରନ୍ତି ଆପଣ

କ୍ୟାନସର ରୋଗ ଏବେ ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଆଧୁନିକ ସମାଜରେ ପରିବର୍ତ୍ତିତ ଜୀବନ ଶୈଳୀ ହିଁ କ୍ୟାନସର ରୋଗର ମୂଳ କାରଣ । ଏହି ରୋଗ ପାଇଁ ଏବେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି । ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କ୍ୟାନସର ପାଇଁ ଏପଯ୍ୟନ୍ତ ଔଷଧ…

ଗୋଆ ରାଜନୀତିରେ ହଟଚମଟ! ଇସ୍ତଫା ଦେଲେ ୨ କଂଗ୍ରେସ ବିଧାୟକ, ବିଜେପିରେ ହେବେ ସାମିଲ ।

କଡ ଲେଉଟାଉଛି ଗୋଆ ରାଜନୀତି । ଦୀର୍ଘ ଦିନ ଧରି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗୁରୁତର ଅସୁସ୍ଥ ଅଛନ୍ତି । ଆଉ ଏଭଳି ସମୟରେ ମଙ୍ଗଳବାର ସକାଳେ କଂଗ୍ରେସର ଦୁଇ ବିଧାୟକ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ଖୁବଶୀଘ୍ର ଏହି ଦୁଇ ବିଧାୟକ ବିଜେପିରେ ସାମିଲ…

ହୋଟେଲ୍ ସମ୍ମୁଖରେ ପୂର୍ବତନ ସାଂସଦଙ୍କ ପୁଅର ତୁମୁଳକାଣ୍ଡ । ହାତରେ ବନ୍ଧୁକ ଧରି ଯୁବତୀଙ୍କୁ ଧମକାଇଲେ । ଭିଡ଼ିଓ ହେଲା…

ହୋଟେଲ ସମ୍ମୁଖରେ ପୂର୍ବତନ ସାଂସଦଙ୍କ ପୁଅର ତୁମୁଳକାଣ୍ଡ । ହାତରେ ବନ୍ଧୁକ ଧରି ଯୁବତୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବହୁଜନ ସମାଜ ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କ ପୁଅଙ୍କ କରାନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ସେ…

ନିର୍ଦ୍ଧିଷ୍ଟ ସମୟରୁ ଅଧିକ ସମୟ ଯାଏଁ ବାଣ ଫୁଟାଉଛନ୍ତି କି? ହୁସିଆର ହୋଇଯାଆନ୍ତୁ ନହେଲେ ଜେଲ୍ ଯିବାକୁ ପଡିପାରେ ।

ଦଶହରା,ଦୀପାବଳୀ ଏବଂ ଗୁରୁପର୍ବରେ ହିଁ ଆପଣ ବାଣ ଫୁଟାଇ ପାରିବେ । ଏହି ପର୍ବକୁ ଛାଡି ଯଦି ଅନ୍ୟ କୌଣସି ସମୟରେ ଆପଣ ବାଣ ଫୁଟାଉଛନ୍ତି ତେବେ ଆପଣଙ୍କୁ ଉଠାଇନେବ ପୋଲିସ୍ । ଏଭଳି କିଛି ଗାଇଡଲାଇନ୍ ଜାରୀ କରିଛି ଚଣ୍ଡିଗଡ ପ୍ରଶାସନ । ବାଣରୁ ସୃଷ୍ଟି ହେଉଥିବା ପ୍ରଦୂଷଣ ଏବଂ ଶବ୍ଦରୁ…

ଫେସୱାସ୍ ବ୍ୟବହାର କରୁଥିଲେ ଏଥିରେ ମିଶୁଥିବା ରାସାୟନିକ ମାରାତ୍ମକ ଉତ୍ପାଦକୁ ମଧ୍ୟ ଜାଣିରଖନ୍ତୁ ।

ଉଭୟ ମହିଳା ଏବଂ ପୁରୁଷ ତ୍ୱଚାକୁ ସୁନ୍ଦର ଓ ସତେଜ କରିବା ପାଇଁ ପ୍ରତିଦିନ ମୁହଁକୁ ଫେସ ଓ୍ଵାସ୍ ରେ ଧୋଇଥାନ୍ତି। କିନ୍ତୁ ଏହି ପ୍ରଡକ୍ଟରେ ରହିଛି ଏକ ମାରାତ୍ମକ ପଦାର୍ଥ । ଏହା ହେଲା ମାଇକ୍ରୋପ୍ଲାଷ୍ଟିକ୍। ଏହା କେବଳ ପରିବେଶକୁ ଦୂଷିତ କରି ନଥାଏ, ବରଂ ଜଳଜୀବ ଓ ମଣିଷମାନଙ୍କର ସ୍ୱାସ୍ଥ୍ୟ…