Daily Archives

October 12, 2018

ବାରମ୍ବାର ଦୌଡିବାକୁ ପଡିବନି ବ୍ୟାଙ୍କ କି ଏଟିଏମ ! କେବଳ ଏହି ନମ୍ବର ଡାଏଲ କରିବା କ୍ଷଣି ଆପଣଙ୍କ ମୋବାଇଲକୁ ଚାଲିଆସିବ…

ଅନଲାଇନ ବ୍ୟାଙ୍କିଂ ଏବେ ସବୁକିଛି ସରଳ କରିଦେଇଛି । ବ୍ୟାଙ୍କ ଖାତାଧାରକ ଏଭଳି କିଛି ସିକ୍ରେଟ କୋଡ ମନେ ରଖିବା ଉଚିତ । ଯାହାଦ୍ୱାରା ଆପଣଙ୍କର ଅଧା ଅସୁବିଧା ଦୂର ହୋଇଯିବ । ଅର୍ଥାତ୍ ଯଦି ଆପଣ ଆପଣଙ୍କର ଆକାଉଂଟର ବାଲାନ୍ସ ଘରେ ବସି ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବ୍ୟାଙ୍କ…

ବାତ୍ୟା ପରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି : ଗଞ୍ଜାମ ପାଇଁ ବିଶାଖାପାଟଣାରୁ ଆସିବ ୨ ହେଲିକପ୍ଟର

କନକ ବ୍ୟୁରୋ : ତିତଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ହେଲେ ତିତଲି ପ୍ରଭାବରେ ହୋଇଥିବା ବର୍ଷାରେ ଗଞ୍ଜାମବାସୀ ବେଶୀ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ।…

ମହଙ୍ଗା ହେବ ସ୍ମାର୍ଟଫୋନ୍ , ଟିଭି ଭଳି ଅନେକ ବୈଦୁତିକ ସାମଗ୍ରୀ ! ସରକାର ବୃଦ୍ଧି କଲେ ଆମଦାନୀ ଶୁଳ୍କ

ଏହି ଫେଷ୍ଟିଭ୍ ସିଜନରେ ଆପଣ ବି ଯଦି ଇଲେକଟ୍ରୋନିକ ସାମଗ୍ରୀ କିଣିବା ଅପେକ୍ଷାରେ ଅଛନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । ଏଭଳି ହୋଇପାରେ ଯେ ଆଗକୁ ଏହି ସାମଗ୍ରୀ କିଣିବା ଆପଣଙ୍କ ପାଇଁ ସ୍ୱପ୍ନ ହୋଇଯିବ । ଅର୍ଥାତ୍ ଆଗକୁ ଏହି ସବୁ ଇଲେକ୍ଟ୍ରୋନିକ୍ ସାମଗ୍ରୀର ଦରଦାମ୍ ବଢିପାରେ । ତେବେ…

ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ତିତଲି ପ୍ରଭାବ ! କେଉଁଠି ଯାତାୟତ ଠପ୍ ତ କେଉଁଠି ପୋଲ ଉପରେ ଯାଉଛି ୨ ଫୁଟର ପାଣି

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ତିତଲି ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ବନ୍ତଳା, ପୋକତୁଙ୍ଗା, ବାରଗଣିଆ, ଧକୁଟା, ଜମୁଣ୍ଡା, ବଡକନ୍ତକୁଳ, ମାଧପୁର ଆଦି ଅଂଚଳରେ ଭୀଷଣ ବର୍ଷା ହୋଇଛି । ବର୍ଷା ପାଣି ଶହ ଶହ ହେକ୍ଟର ଚାଷ ଜମିରେ ମାଡି ଯାଇଛି । ଅନୁଗୋଳ-ମାଧପୁର,…

ସାବଧାନ ! ୪୮ ଘଂଟା ପାଇଁ ସାରା ବିଶ୍ୱରେ ଠପ୍ ହୋଇପାରେ ଇଂଟରନେଟ୍ ସେବା

ଆଜିକାଲି ପ୍ରାୟ ସମସ୍ତେ ଇଂଟରନେଟ୍ ବ୍ୟବହାର କରୁଛନ୍ତି । ଗୋଟିଏ ବି ଦିନ ବିନା ଇଂଟରନେଟରେ ଜୀବନ ବ୍ୟତୀତ କରିବା କଷ୍ଟକର ହୋଇପଡ଼ୁଛି । ମାତ୍ର କିଛି ଘଂଟା ପାଇଁ ପାଖରେ ମୋବାଇଲ ନଥିଲେ କିମ୍ବା ଇଂଟରନେଟ୍ କଟିଗଲେ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି । ତେବେ ଇଂଟରନେଟ୍ ବ୍ୟବହାରକାରୀଙ୍କ ପାଇଁ…

ରାଜ୍ୟରେ ବନ୍ୟା ସ୍ଥିତିି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିରେ…

କନକ ବ୍ୟୁରୋ: ବାତ୍ୟା ଗଲା ବନ୍ୟା ଆସିଲା । ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ବିଶେଷ କରି ରାଜ୍ୟର ତିିନି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏହାର ସମୀକ୍ଷା ବୈଠକ କରିଛନ୍ତି । ଗଞ୍ଜାମ, ଗଜପତି  ଏବଂ ରାୟଗଡ଼ା ଜିଲ୍ଲାର…