Daily Archives

October 9, 2018

ଠକେଇର ନୂଆ ଉପାୟ ! ପୁଅକୁ ଡାକ୍ତର କରିଦେବ କହି ଡାକ୍ତର ଠାରୁ ହିଁ ୨୭ ଲକ୍ଷ ଚୁନା ଲଗାଇଲା ଧୂର୍ତ୍ତ

କନକ ବ୍ୟୁରୋ : ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ଠକେଇ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଶିକ୍ଷିତ ଠକକୁ ଗିରଫ କରିଛି ପୋଲିସ । କଟକର ଜଣେ ଡାକ୍ତରଙ୍କ ପୁଅକୁ ବାଙ୍ଗାଲୁରୁର ଏକ ବଡ ମେଡିକାଲ କଲେଜରେ ମ୍ୟାନେଜମେଂଟ କୋଟାରେ ନାଁ ଲେଖାଇ ଦେବ ବୋଲି କହି ଠକି ଚାଲିଥିଲା ପ୍ରଦୋଷ…

ରାହୁଲଙ୍କୁ ରାମ ଭକ୍ତ ଭାବେ ଚିତ୍ରଣ କଲା କଂଗ୍ରେସ, ଚିତ୍ରକୂଟ ପର୍ବତରେ ମନ୍ଦିର ଦର୍ଶନରୁ ଆରମ୍ଭ ହେଲା କ୍ୟାମ୍ପେନ ।

କନକ ବ୍ୟୁରୋ : ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଭକ୍ତ ଅବତାର୍ । ଗୁଜରାଟ ଓ କର୍ଣ୍ଣାଟକ ପରେ ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ମନ୍ଦିର ରାଜନୀତିକୁ ଆପଣାଇବା ପାଇଁ ଚିନ୍ତା କରୁଥିବା କୁହାଯାଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲଙ୍କୁ ଜଣେ ରାମଭକ୍ତ, ଶିବଭକ୍ତ ଓ ନର୍ମଦାଭକ୍ତର ରୂପ ଦେବାକୁ…

ବାତ୍ୟା ତିତଲି ପାଖଉଛି, ଭୟ ଘନଉଛି! ଆସନ୍ତାକାଲି ଠାରୁ ସ୍କୁଲ ଛୁଟି, କଲେଜ ଛୁଟି

କନକ ବ୍ୟୁରୋ : ବାତ୍ୟା ତିତଲି ପାଇ ତତ୍ପର ହେଲେ ସରକାର । ଭୟଙ୍କର ବାତ୍ୟାର ରୂପ ନେବାକୁ ଥିବା ତିତଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ୪ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି ସରକାର । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ…

ଓଡ଼ିଶା ଆସିବେ ଶାହାରୁଖ ଖାନ୍, ଟ୍ୱିଟରରେ ଘୋଷଣା କଲେ ବଲିଉଡ ବାଦଶାହା । ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ରେହମାନଙ୍କ…

କନକ ବ୍ୟୁରୋ : ଭାରତୀୟ ହକି ଟିମକୁ ଚିୟର କରିବାକୁ ଓଡିଶା ଆସିବେ ବଲିଉଡ ବାଦଶାହା ଶାହରୁଖ ଖାନ୍ । ହକି ବିଶ୍ୱକପର ଉଦଘାଟନୀ ସମାରୋହରେ ଶାହାରୁଖ ଯୋଗ ଦେବେ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୭ ତାରିଖରେ ଉଦଘାଟନୀ ଉତ୍ସବରେ ଶାହାରୁଖ ଯୋଗ ଦେବେ ବୋଲି ଟ୍ୱିଟ୍…

#MeToo  ଉପରେ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ : କହିଲେ ଅଭିଯାନର ଭୁଲ୍ ଫାଇଦା ଉଠାଉଛନ୍ତି ମହିଳା, ଅଭିଯୋଗ କରିବା…

କନକ ବ୍ୟୁରୋ : #MeToo  ଜରିଆରେ ଭାରତୀୟ ମହିଳାମାନେ ଅତୀତରେ ନିଜ ସହ ହୋଇଥିବା ଯୌନଶୋଷଣ ଘଟଣାକୁ ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ଅଭିଯୋଗ କରୁଛନ୍ତି । ବଲିଉଡ଼୍ ଠାରୁ ଆରମ୍ଭ କରି ବିଭିନ୍ନ ଅନ୍ୟ କ୍ଷେତ୍ରରେ ମହିଳାମାନେ ନିଜ ଅବ୍ୟକ୍ତ ବେଦନାକୁ #MeToo  ଜରିଆରେ ଜାହିର କରୁଛନ୍ତି । ଅନେକ…

କାକଟପୁର ମା ମଙ୍ଗଳାଙ୍କ ନିଆରା ନୀତି : ମା’ଙ୍କ ପାଖରେ ଲାଗି ହୁଏ ଆମିଷ ଭୋଗ

କନକ ବ୍ୟୁରୋ : କାକଟପୁରର ଅଧିଷ୍ଠାତ୍ରି ଦେବୀ ମାଆ ମଙ୍ଗଳା । ପାର୍ବଣ ଋତୁରେ ଆରମ୍ଭ ହୋଇଛି ମା’ଙ୍କ ପାଖରେ ଷୋଡଶ ଉପଚାର ବିଧି । ଅନ୍ୟ ଦିନରେ ମା’ଙ୍କର ପଂଚ ଉପଚାରରେ ପୂଜା କରାଯାଉଥିବା ବେଳେ ପାର୍ବଣରେ ମା’ଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଉଛି । ଏହି ସମୟରେ ମା’ଙ୍କ ପାଖରେ ଅନେକ ଗୁପ୍ତ…