Daily Archives

October 9, 2018

ଓଡ଼ିଆ ବିଶ୍ୱବିଦ୍ୟାଳୟରେ କାହାକୁ ନାମ ଲେଖାଇବା ପାଇଁ କହିଲେ ନିରଞ୍ଜନ, ଜାଣିବା ପାଇଁ ପଢ଼ନ୍ତୁ ।

କନକ ବ୍ୟୁରୋ: ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ତେଜିଲା ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସତ୍ୟବାଦୀର ବକୁଳବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ…

ଟୋପାଏ ପାଣି ପାଇଁ ସଂଘର୍ଘ ଜାରି ! ଆଦିବାସୀ ବହୁଳ ରନ୍ଥମରା ଗାଁରେ ଲୋକଙ୍କ ଶୋଷ ମେଂଟାଉଛି ଡ୍ରେନ ପାଣି

କନକ ବ୍ୟୁରୋ : ସରକାର ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ ଅନେକ ଯୋଜନା କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଟୋପାଏ ପାଣି ପାଇଁ ସଂଘର୍ଘ କରୁଛନ୍ତି ମଣିଷ । ଗାଁରେ ଥିବା ଏକମାତ୍ର ନଳକୂପରୁରୁ…

ଭୟଙ୍କର ରୂପ ନେବ ବାତ୍ୟା ତିତଲି! ୧୦୦ରୁ ୧୧୦ କିଲୋମିଟର ବେଗରେ ବହିପାରେ ପବନ, ମୁକାବିଲା ପାଇଁ ତୟାର ଅଛନ୍ତି ସରକାର

କନକ ବ୍ୟୁରୋ : ତିତଲିର ତାଜା ଖବର । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟାରେ ପରିଣତ ହେବ ତିତଲି । ଏବେ ଗୋପାଳପୁର ଠାରୁ ୫୩୦ କିଲୋମିଟର ଦୂରରେ ତିତଲି ରହିଛି ।…

ଗ୍ରାମଦେବତୀଙ୍କ ଆଦେଶ, ଗାଁରେ ପଡିବନି ଛାତ : ଚାଳ ଓ ଟାଲି ଆଜବେଷ୍ଟ ଘରେ ରହୁଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ : ଘର ଅଛି ଛାତ ନାହିଁ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଲାଗିବା ସ୍ୱାଭାବିକ । ଗ୍ରାମ ଆରମ୍ଭରୁ ଆଜି ଯାଏଁ ଗାଁରେ ଗୋଟିଏ ବି ଛାତ ଘର ନାହିଁ । ଧନୀ ଗରିବ ସମସ୍ତଙ୍କ ମୁଣ୍ଡ ଉପରେ ରହିଛି ଚାଳ, ଟାଲି ଆଉ ଆଜବେଷ୍ଟସ୍ ଛପର । କାରଣ ଛାତ ଘର କରିବା ପାଇଁ ବାରଣ…

ଗୋପାଳପୁରଠାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ତିତଲି : ଆଜି ରାତି ସୁଦ୍ଧା ନେବ ବାତ୍ୟାର ରୂପ

କନକ ବ୍ୟୁରୋ : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ରାତି ସୁଦ୍ଧା ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏବେ ଗୋପାଳପୁର ଠାରୁ ପାଖାପାଖି ୫ଶହ କିଲୋମିଟର ଦୂରରେ ତିତଲି ରହିଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟ୍ଟନମ –ଗୋପାଳପୁର ମଧ୍ୟରେ…

ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ପୁଣି ତ୍ରୁଟି । ଏସପିଜି ସୁରକ୍ଷାବଳୟ ଭେଦ କରି ଅଚାନକ ରାହୁଲଙ୍କ ଗାଡ଼ି ନିକଟକୁ ଧାଇଁ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଙ୍ଗଳବାର ରାଜସ୍ଥାନର ଧୋଲପୁରରେ ରୋଡ ସୋ’ ସମୟରେ ଜଣେ ଯୁବକ ଏସପିଜି ସୁରକ୍ଷାବଳୟକୁ ଭେଦ କରିବା ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ଯୁବକ ଜଣକ ରାହୁଲଙ୍କ ନିକଟରେ ପହଞ୍ଚିବା ପୂର୍ବରୁ…