Daily Archives

October 5, 2018

ଜଗା ଆଖି ଆଗରେ କିଏ ଘଟାଇଥିଲା ଏତେବଡ ହିଂସାକାଣ୍ଡ! ପୁରୀ ଘଟଣାକୁ ନେଇ ଆକ୍ସନ ମୋଡରେ ପୋଲିସ, ଜାଣନ୍ତୁ ଏହି ଘଟଣା ପଛର…

କନକ ବ୍ୟୁରୋ : ଧାଡି ଦର୍ଶନ ପ୍ରତିବାଦରେ ଜଳିଲା ଶ୍ରୀକ୍ଷେତ୍ର ପୁରୀ । ହେଲେ ଏଥିପାଇଁ ଦାୟୀ କିଏ? କାହା ଇଙ୍ଗିତରେ ହୋଇଥିଲା ଏତେବଡ ହିଂସାକାଣ୍ଡ? ମିଳିଥିବା ଖବର ଅନୁସାରେ , ସ୍ଥାନୀୟ ବ୍ୟବସାୟୀ ଅର୍ଥ ଦେଇ ଆଣିଥିଲେ ଭଡାଟିଆ ଗୁଣ୍ଡା । ବ୍ୟବସାୟୀଙ୍କ ନିର୍ଦ୍ଦେଶରେ ପୁରୀରେ ବ୍ୟାପକ…

କାଶୀ ବିଶ୍ୱନାଥ ଧାମ ପରେ ଜଗନ୍ନାଥ ଧାମ ଉପରେ ବିଜେପିର ନଜର! ପୁରୀରୁ ଆରମ୍ଭ କି ପଦ୍ମ ଦଳର ପୂର୍ବ ଭାରତ ଅଭିଯାନ ?

କନକ ବ୍ୟୁରୋ : ମୋଦିଙ୍କୁ ପୁରୀରୁ ଲଢିବାକୁ ପ୍ରସ୍ତାବ ଦେବ ରାଜ୍ୟ ବିଜେପି । ଆଉ, କେନ୍ଦ୍ରୀୟ ନେତୃତ୍ୱ ଓ ସଂସଦୀୟ ବୋର୍ଡ ଯଦି, ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ଏଥର ଶ୍ରୀକ୍ଷେତ୍ର ପୁରୀରୁ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ । ୨୦୧୪ରେ ବାରାଣସୀ ଆସନରୁ ଲଢିଥିଲେ ମୋଦି । ବିଜେପିକୁ…

ସାବଧାନ ଚୀନ, ହୁସିଆର ପାକିସ୍ତାନ! ଭାରତକୁ ନୂଆ ବ୍ରହ୍ମାସ୍ତ୍ର ଦେବ ରୁଷିଆ, ଶତ୍ରୁପକ୍ଷର ମିସାଇଲକୁ ଆକାଶରେ ହିଁ କିଛି…

ଚୀନ୍ ଓ ପାକିସ୍ତାନ ଭଳି ପଡୋଶୀ ରାଷ୍ଟ୍ରକୁ କଡା ଚ୍ୟାଲେଞ୍ଜ ଦେବ ଭାରତ । ଦିଲ୍ଲୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ଚୁକ୍ତି । ଆମେରିକାର ଧମକକୁ ବେଖାତିର କରି ରୁଷିଆର ଏସ୍-୪୦୦ ଆଂଟି ମିସାଇଲ୍ ସିଷ୍ଟମ…

ଅସ୍ୱାସ୍ଥ୍ୟକର ପରିବେଶ ପାଲଟିଛି ହୃଦଘାତର କାରଣ : ଜାଣନ୍ତୁ ହୃଦଘାତ ପୂର୍ବବର୍ତ୍ତୀ ସଂକେତ

ଆଜିକାଲି ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି। ଅସୁସ୍ଥକର ପରିବେଶ, ଅତ୍ୟଧିକ ଚିନ୍ତା ଏହାର ମୁଖ୍ୟ କାରଣ ପାଲଟିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ୪୫ ପ୍ରତିଶତ ହୃଦଘାତ ବିନା କୌଣସି ଲକ୍ଷଣରେ ହେଉଛି। ପ୍ରାୟ ୨୫ ପ୍ରତିଶତ ହୃଦଘାତ ୪୦ ବର୍ଷ ବୟସ ମଧ୍ୟରେ ଘଟୁଛି।…

ଫେସବୁକରେ ମାଧ୍ୟମରେ ହେଉଛି ହାଇଟେକ୍ ଠକେଇ ! ୟୁଜର୍ସଙ୍କ ନକଲି ଆଇଡି କରି ସାଙ୍ଗ ଓ ପରିବାରବର୍ଗଙ୍କୁ ମଗାଯାଉଛି…

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଠକେଇର ଶିକାର ହେଉଛନ୍ତି ୟୁଜର୍ସ । ଖାସକରି ଫେସବୁକ ୟୁଜର୍ସ ଏବେ ଅଧିକ ଠକାମୀର ଶିକାର ହେଉଛନ୍ତି । ଆଉ ୟୁଜର୍ସ ମାନେ ଏଭଳି ଢଙ୍ଗରେ ଠକେଇର ଶିକାର ହେଉଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ୟୁଜର୍ସ ମାନଙ୍କ ଫେକ୍ ଆଇଡି ପ୍ରସ୍ତୁତ କରି…

ବିମୁଦ୍ରାକରଣ ସମୟରେ ମୋଟା ଅଙ୍କର ଟଙ୍କା ଜମାକାରୀଙ୍କ ଉପରେ ଆୟକର ବିଭାଗର ନଜର : ଦୋଷୀଙ୍କୁ ଜରିମାନା ସହିତ ଦେବାକୁ…

କଳାଧନ ଉପରେ ଆୟକର ବିଭାଗ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି । ଟ୍ୟାକ୍ସ ବିଭାଗ ପାଖାପାଖି ୧ ଲକ୍ଷ ବ୍ୟାଙ୍କ ଖାତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତୁତ ହେଉଛି । ଏହି ଖାତାଧାରୀମାନେ ହେଲେ ଯେଉଁମାନେ ବିମୁଦ୍ରାକରଣ ସମୟରେ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଜମା କରିଥିଲେ,…