Daily Archives

September 23, 2018

ସ୍ୱଚ୍ଛତା ଆସିବ ଶ୍ରୀମନ୍ଦିରରେ । ଶୃଙ୍ଖଳା ଉପରେ ଜୋର ଦେଇ ଦିଲ୍ଲୀ ଫେରିଲେ ଆମିକସ୍ କ୍ୟୁରୀ । କ’ଣ ଦେବେ ରିପୋର୍ଟ ?

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ଆଲୋଚନା ପରେ ଆଜି ଦିଲ୍ଲୀ ଫେରିଯାଇଛନ୍ତି ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଏ ନେଇ ସେପୁରୀ ଶଙ୍କାରାଚାର୍ଯ୍ୟ, ଗଜପତି, ସେବାୟତଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ…

ଗୋଟିଏ ଲିଭରରେ ବଂଚିଛି ଦୁଇଟି ଜୀବନ : ଏହି ଦମ୍ପତିଙ୍କ ସାହସ ଓ ଦୃଢ଼ ଇଚ୍ଛା ଶକ୍ତିକୁ ସଲାମ, ଆମେରିକାରେ ଜିତିଲେ ୧୪ଟି…

ସକାରାତ୍ମକ ଚିନ୍ତାଧାରା ଓ କଠିନ ପରିସ୍ଥିତିରେ ଲଢ଼ିବାର ଇଚ୍ଛାଶକ୍ତି ମଣିଷର ପରସ୍ପର ପାଇଁ ପ୍ରେରଣାର ସ୍ରୋତ ବନିିଯାଏ । ଚଣ୍ଡିଗଡର ଏକ ଦମ୍ପତି ମଧ୍ୟ କିଛି ଏମିତି କାରନାମା କରିଦେଖାଇଛନ୍ତି । ଏହି ଦମ୍ପତି ଗତ ୮ ବର୍ଷ ହେଲା ଗୋଟିଏ ଲିଭରର ସହାୟତାରେ ଜୀବନ ବଂଚୁଛନ୍ତି । କିନ୍ତୁ ତାଙ୍କର…

ମାଗଣାରେ ବିଦ୍ୟୁତ୍ ବ୍ୟବହାର କରନ୍ତୁ, ଟଙ୍କା ବି ରୋଜଗାର କରନ୍ତୁ ! ହେଲେ ଆପଣଙ୍କୁ କରିବାକୁ ହେବ ଏହି ଗୋଟିଏ କାମ

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କ ଘରେ ଯେତିକି ବିଜୁଳୀ ଖର୍ଚ୍ଚ କରୁଛନ୍ତି ତା’ଠାରୁ ଅଧିକ ବିଲ ଆପଣଙ୍କୁ ଭରିବାକୁ ପଡୁଛି, ହେଲେ ଏଣିକି ସରକାର ଏକ ଏଭଳି ଯୋଜନା ଆଣିବାକୁ ଯାଉଛନ୍ତି , ଯେଉଁଥିରେ ନା କି ଆପଣ ସଂପୂର୍ଣ୍ଣ ମାଗଣାରେ ଆଉ ମନ ଇଚ୍ଛା ବିଜୁଳି ବ୍ୟବହାର କରିପାରିବେ ବରଂ ଏଥିସହିତ ଅନେକ…

ଚାକିରିରୁ ଅବସର ନେବା ସମୟ ହୋଇଗଲାଣି କି? ତେବେ ଏହି ୪ ବିଷୟ ଉପରେ ଦିଅନ୍ତୁ ଧ୍ୟାନ

କନକ ବ୍ୟୁରୋ : ଭାରତରେ ଅନେକ ଲୋକ ସରକାରୀ ବା ବେସରକାରୀ ଚାକିରି କରନ୍ତି । ତେବେ କେଉଁ ସମୟରେ ସେମାନେ କର୍ମକ୍ଷେତ୍ରରୁ ଅବସର ନେବେ ତାହା ମଧ୍ୟ ସ୍ଥିର ହୋଇଥାଏ । ତେବେ ଅବସର ନେବା ପୂର୍ବରୁ ଏହା ଉପରେ ନିହାତି ଚିନ୍ତା କରିବା ଆବଶ୍ୟକ କି ପରବର୍ତ୍ତୀ ଜୀବନରେ କେଉଁଠାରେ ଟଙ୍କା ନିବେଶ…

ବାଧକ ହେଲା ଧର୍ମାନ୍ତରୀକରଣ : ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳିଲାନି ମଶାଣିରେ ଜାଗା । କାନ୍ଧ ଦେବାକୁ…

କନକ ବ୍ୟୁରୋ: ଧର୍ମାନ୍ତରୀକରଣ ସାଜିଲା ବାଧକ । ଧର୍ମ ପରିବର୍ତନ କରିଥିବାରୁ ଗାଁ ମଶାଣିରେ ମିଳିଲା ନାହିଁ ସ୍ଥାନ ଓ ୩୦ ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରଗଡ଼ ସହରଠାରୁ ଅଳ୍ପ ଦୁରରେ ଥିବା ମହାଦେଈଯୋଡ଼ା ରନ୍ଥମରା ଗାଁରେ । କାହାଣୀ ପର୍ଶୁରାମ ହାଇବୁରୁଙ୍କର…

ପୁଅକୁ ମାରିଦେବାର ଧମକ ଦେଇ ୮ଜଣ ଯୁବକ ୪ମାସ ଧରି ମହିଳାଙ୍କୁ କଲେ ଦୁଷ୍କର୍ମ ! ହାତକାଟି ନ୍ୟାୟ ମାଗିଲେ ପୀଡିତା ।

ମାଲକାନଗିରି ଥାନା ରେ ଗଣ ଦୁଷ୍କର୍ମ ମାମଲା କୁ ରଫା ଦଫା କରା ଯାଇ ଥିବା ଅଭିଯୋଗ । ଏପରି ସଙ୍ଗିନ ଅଭିଯୋଗ ଆସିିଛି ମାଲକାନଗିରି ଜିଲ୍ଲାରୁ । ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ନେଇ ମଲକାନଗିରି ପୁଲିସ ର ଦ୍ୱାରସ୍ତ ହୋଇ ଥିଲେ ପୀଡିତା । ତେବେ ପିଡିତାଙ୍କୁ ଏଫ.ଆଇ.ଆର ରୁଜୁ…