Daily Archives

August 29, 2018

ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା : ଗରମ ଡାଲିରେ ପଡି ଚାଲିଗଲା ୫ ବର୍ଷୀୟ ଶିଶୁର ଜୀବନ

ଶାହାଡୋଳ ଜିଲ୍ଲାର ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ମସୁର ଡାଲି ଥିବା ପାତ୍ରରେ ପଡ଼ି ଜଣେ ୫ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି। ଅକସ୍ମାତ୍ ଡାଲି ପାତ୍ରରେ ପଡ଼ି ଯାଇଥିବା ସେ ବାଳିକାକୁ ଚିକିତ୍ସା ନିମନ୍ତେ ଜବଲପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା ଏବଂ ସେଠାରେ ତା’ର ମୃତ୍ୟୁ…

ବଢୁଛି ଅନଲାଇନ ଗେମର କ୍ରେଜ : ଅତ୍ୟଧିକ ଭିଡିଓ ଗେମ ଖେଳିବା ମାନସିକ ବିକୃତିର କାରଣ ହୋଇପାରେ

ଆଜିକାଲି ଲୋକମାନେ ସମସ୍ତ କାମ ଅନଲାଇନ୍ କରିବାକୁ ପସନ୍ଦ କରୁଛନ୍ତି । ସପିଂ ଠାରୁ ଆରମ୍ଭ କରି ଗେମ ଖେଳିବା ପାଇଁ ଯୁବପୀଢ଼ି ଅନଲାଇନ୍ ପ୍ଲାଟଫର୍ମର ବହୁଳ ବ୍ୟବହାର କରୁଛନ୍ତି । ତେବେ ସବୁବେଳେ ଅନଲାଇନ୍ ରହିବା ଦ୍ୱାରା ମାନସିକ ଶାନ୍ତି ନଷ୍ଟ ହେବା ସହ ମଣିଷ ମାନସିକ ରୋଗର ମଧ୍ୟ ଶିକାର ହେବାର…

୧ କୋଟି ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର : ୨ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

କନକ ବ୍ୟୁରୋ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର, ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧିି କରାଯାଇଛି । କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ…

ପଣ୍ଡା ଇନଫ୍ରାକୁ ବଡ ଝଟକା : ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ଅନିୟମିତତା ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ପଣ୍ଡା ଇନଫ୍ରାକୁ ଲାଗିଛି ବଡ ଝଟକା । ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ପୂର୍ତ ବିଭାଗ ପଣ୍ଡା ଇନଫ୍ରାକୁ ଏହି କାର୍ଯ୍ୟରୁ ବାଦ୍ ଦେଇଛି । ଅନକେ ଏ ସଂପର୍କରେ ସୂଚନା ଦେଇଛନ୍ତି ପୂର୍ତ ବିଭାଗ ସଚିବ । ଜଟଣୀ ଫ୍ଲାଏ ଓଭରବ୍ରିଜ୍…

ଶୁଣିଲେନି ସରକାର, ହାତ ବଢ଼ାଇଲେ ଯବାନ । ୭୨ ବର୍ଷ ପରେ ଅନ୍ଧାର ମୁଲକ ଗାଁକୁ କରିଦେଲେ ଆଲୋକିତ

ଦଶରଥ ମାଂଝିଙ୍କ ଚରିତ୍ରକୁ ନେଇ ନିର୍ମିତ ଫିଲ୍ମ ‘ମାଂଝି-ଦ-ମାଉଣ୍ଟେନ ମ୍ୟାନ’ ଆପଣଙ୍କୁ ମନେ ଥିବା । ଆପଣଙ୍କୁ ସେହି ସିନେମାର ପାହାଡ ବି ମନେ ଥିବ, ଯାହା ସେହି ଗାଁର ସମସ୍ତ ଖୁସି ଛଡାଇ ନେଇଥିଲା । ଏମିତି ଏକ ପାହାଡ଼ ଝାରଖଣ୍ଡର ଲତେହାର ଜିଲ୍ଲାରେ ଅଛି । ଲତେହାରରେ ସେହି ପାହାଡ଼କୁ ‘ବୁରା…

ଆପଣ କିଣିଥିବା ସ୍ମାର୍ଟଫୋନ ଚୋରା ନୁହେଁ ତ ? ଏହି ଗୋଟିଏ ନମ୍ବରରେ ମେସେଜ ପଠାଇ ଜାଣନ୍ତୁ ମୋବାଇଲ ସଂପର୍କିତ ସମସ୍ତ…

ଦେଶରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ମୋବାଇଲ ଚୋରି ଜନିତ ସମସ୍ୟା । ସେହିଭଳି ଏହି ଚୋରି ହୋଇଥିବା ମୋବାଇଲକୁ କିଣି ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡିଛି । ତେଣୁ ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟି ରେ ରଖି ଦୂର ସଂଚାର ମନ୍ତ୍ରାଳୟ ତରଫରୁ ଏକ ହେଲପଲାଇନ…