Daily Archives

August 29, 2018

ମହାନଦୀରେ ସାମ୍ଭାବ୍ୟ ବନ୍ୟା ପାଇଁ ଛତିଶଗଡ଼କୁ ଦାୟୀ କଲା ବିଜେଡି, ବିଜେପି ରଖିଲା ଜବାବ

କନକ ବ୍ୟୁରୋ: ଓଡିଶାରେ ବନ୍ୟା ଛତିଶଗଡ଼ ଦାୟୀ । ଏଭଳି ଅଭିଯୋଗ ଆଣିଛନ୍ତି ଶାସକ ବିଜୁ ଜନତା ଦଳର ମୁଖପାତ୍ର ଦେବୀପ୍ରସାଦ ମିଶ୍ର । ଉପରମୁଣ୍ଡରେ ଛତିଶଗଡର  ମନମୂଖୀ ପାଣି ରୋକିବା ଓ ଛାଡିବା କାର୍ଯ୍ୟ ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସମୟରେ ଅବିଚାରିତ ଭାବେ ବନ୍ୟା ଜଳ…

ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ : ୫୦ଅରବ ଡଲାର ଟପିଲା ସମ୍ପତି

ପୁଣି ବାଜି ବାଜି ମାରିଲେ ମୁକେଶ ଅମ୍ବାନୀ । ଦେଶର ସବୁଠାରୁ ଧନଶାଳୀ ବ୍ୟବସାୟୀ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ । ବ୍ଲୁମବର୍ଗ ବିଲିୟନେୟର ଇଣ୍ଡେକ୍ସ ପକ୍ଷରୁ ଧନୀ ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ମୁକେଶ ଅମ୍ବାନୀ ୧୧ତମ ସ୍ଥାନରେ ରହିଛନ୍ତି ।…

ଜାକର୍ତ୍ତାରେ ଫାଇନାଲ୍ ଟ୍ରାକରେ ଦଉଡିବେ ଦୂତି : ସେପଟେ ଯାଜପୁରରେ ତନ୍ତରେ ଲୁଗା ବୁଣୁଛନ୍ତି ଦୂତିଙ୍କ ବାପା ମା’

କନକ ବ୍ୟୁରୋ : ଜାତୀୟ କ୍ରୀଡା ଦିବସରେ ଜାକର୍ତ୍ତାରେ କମାଲ କରିବେ ଓଡିଆ ଝିଅ ଦୂତି ଚାନ୍ଦ । ଏସିଆନ ଗେମସରେ ୨୦୦ ମିଟର ଫାଇନାଲରେ ଦୌଡିବେ ଦୂତି । ଶହେ ମିଟର ଦୌଡ଼ରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଦୂତି ଚାନ୍ଦ, ୨ଶହ ମିଟର ଦୌଡ଼ରେ ବି ପଦକ ଆଶା ଉଜ୍ଜୀବିତ ରଖିଛନ୍ତି । ସେମିଫାଇନାଲ…

ପାଇଲଟ୍ ଙ୍କୁ ଘାରିଲା କିକି ନିଶା : ଚଳନ୍ତା ବିମାନରୁ ଓହ୍ଲାଇ ପୁରା କଲେ କିକି ଚ୍ୟାଲେଂଜ, ଭିଡ଼ିଓ ହେଲା ଭାଇରାଲ

ପ୍ରତିଦିନ କିକି ଚ୍ୟାଲେଂଜର ନୂଆ ନୂଆ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ସାରା ଦୁନିଆର ଲୋକ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଡ୍ୟାନ୍ସ କରୁଥିବାର ଭିଡ଼ିଓକୁ ସୋଶିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି । କିନ୍ତୁ ଏଥର କିକି ଚ୍ୟାଲେଂଜର ଏମିତି ଏକ ଭିଡ଼ିଓ ସାମନାକୁ ଆସିଛି , ଯାହା ସମସ୍ତଙ୍କ ଲୋକ…

ବିଜେଡିର ପ୍ରତିବାଦ ସଭାରେ ଲଙ୍କାକାଣ୍ଡ । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରକୁ ପାଣି ପାଉଚ୍ ମାଡ ସହିତ ଚେୟାର…

କନକ ବ୍ୟୁରୋ: ବେଗୁନିଆରେ ବିଜେଡି କନ୍ଦଳ ପଦାରେ ପଡିଛି । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ପାଣି ପାଉଚ ଓ ଚେୟାର ଫିଙ୍ଗିଛନ୍ତି ବିରୋଧୀ ଗୋଷ୍ଠୀ । ଖବର ଅନୁସାରେ, ସାରୁଆରୁ ବେଗୁନିଆ ଯାଏଁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଆଜି ଏକ ସାଇକେଲ ରାଲିର ଆୟୋଜନ କରିଥିଲେ । କିନ୍ତୁ ୧୪୪…

କେଉଁଠି ଅଛି ବହୂମୁଲ୍ୟ କୋହିନୂର୍ ଏବଂ ଟିପୁ ସୁଲତାନ୍ ଖଡଗ ? ପିଏମଓ ଏବଂ ସଂସ୍କୃତି ମନ୍ତ୍ରାଳୟକୁ ଜବାବ ମାଗିଲା…

କେନ୍ଦ୍ରୀୟ ସୁଚନା ଆୟୋଗ ପ୍ରଧାନମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରାଳୟକୁ ଜବାବ୍ ମାଗିଛନ୍ତି । ଆୟୋଗ ତରଫରୁ ଆରଟିଆଇ ଜାଚିକାର ଶୁଣାଣି ସମୟରେ ପ୍ରଶ୍ନ କରାଯାଇଥିଲା ଯେ କୋହିନୂର୍ ହୀରା ଏବଂ ଟିପ୍ପୁ ସୁଲତାନ ଖଣ୍ଡାକୁ ବିଦେଶରୁ ସ୍ୱଦେଶ ଆଣିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି । ସୁଚନା…