Daily Archives

August 22, 2018

ତୃତୀୟ ଦିନରେ ଯାଞ୍ଚ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ! ୧୬ଟି ବିମ ମଧ୍ୟରୁ ୨ଟିରେ ଫାଟ

କନକ ବ୍ୟୁରୋ : ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ୧୬ଟି ବିମ୍ ମଧ୍ୟରୁ ୨ଟିରେ ଫାଟ ସୃଷ୍ଟି ହୋଇଛି। ଏଥିରେ ମୁଖ୍ୟ ବିମ୍ ମଧ୍ୟ ସାମିଲ ଅଛି। ନାଟ ମଣ୍ଡପରେ ୪ଟି ମୁଖ୍ୟ ବିମ୍ ଲାଗିଥିବା ବେଳେ ୧୨ଟି ସହାୟକ ବିମ୍ ଲାଗିଛି। ପ୍ରତ୍ନତତ୍ୱ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ଟିମ୍ର ୩ ଦିନ ଯାଞ୍ଚ…

ବର୍ଷା ଆସିଲେ ବାଉଁଶ ସାହା ! କେଉଁଠି ବାଉଁଶ ପୋଲ ଲୋକଙ୍କ ଭରସା ସାଜିଛି ତ ଆଉ କେଉଁଠି ତାର ସାହାଯ୍ୟରେ ନଦୀ ପାର…

କନକ ବ୍ୟୁରୋ : ପୋଲ କହିଲେ, ଆପଣ କ’ଣ ବୁଝନ୍ତି । ବୋଧେ-ଏଇଆ ବୁଝନ୍ତି ଯେ, ନଦୀର ଉଭୟ କୁଳକୁ ଏକ କଂକ୍ରିଟ୍ ରାସ୍ତା ସଂଯୋଗ କରୁଥିବ । ଲୋକେ ଅନାୟାସରେ ଯାତାୟତ କରୁଥିବେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଦୁଇଟି ପୋଲ ବିଷୟରେ କହିବୁ, ଯାହା ପରେ ପୋଲକୁ ନେଇ ଥିବା ଆପଣଙ୍କ ଧାରଣା ପୁରା…

କେରଳର ବନ୍ୟା ବିପନ୍ନଙ୍କ ପାଇଁ ଆଗେଇ ଆସିଲା ଭାରତୀୟ ରେଳବାଇ : ବନ୍ୟା ପୀଡିତଙ୍କ ସହାୟତା ପାଇଁ ନିଜର ଗୋଟିଏ ଦିନର…

ରେଲୱେରେ କାମ କରୁଥିବା ପାଖାପାଖି ୧୩ ଲକ୍ଷ ରେଳବାଇ କର୍ମୀ ନିଜର ଗୋଟିଏ ଦିନର ବେତନ କେରଳର ବନ୍ୟା ପୀଡିତଙ୍କ ସହାୟତା ପାଇଁ ଦାନ କରିବେ । କେରଳରେ ବନ୍ୟାର ଭୟଙ୍କର ଦୁଃଖକୁ ଦେଖି ରେଳବାଇ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ସମସ୍ତ ରେଳବାଇ କର୍ମୀଙ୍କୁ ଏହି ମୁସ୍କିଲ ସମୟରେ କେରଳ ଲୋକଙ୍କ…

ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ! ଇତିହାସ ରଚିଲେ ରାହି, ବନ୍ଧୁକ ଚାଳନାରେ ଏସୀୟକ୍ରୀଡାରେ ପ୍ରଥମ ମହିଳାଭାବେ ଜିତିଲେ…

ଏସୀୟ କ୍ରୀଡ଼ାରେ ଭାରତକୁ ବନ୍ଧୁକ ଚାଳନାରେ ମିଳିଛି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ । ମହିଳା ସୁଟର ରାହି ସରନୋବତ୍ ଏହି ପଦକ ହାସଲ କରିଛନ୍ତି । ବୁଧବାର ମହିଳା ୨୫ମିଟର ପିସ୍ତଲ ଚାଳନା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସେ ଏହି ସଫଳତା ହାସଲ କରିଛନ୍ତି । ଏଥି ସହ ସରନୋବତ୍ ଆଉ ଏକ ଇତିହାସ ମଧ୍ୟ…

ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ଜଙ୍କ୍ ଫୁଡ୍ ! ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ବିକ୍ରୀ ହେବ ନାହିଁ ଜଙ୍କ୍ ଫୁଡ୍,…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆଉ କ୍ୟାମ୍ପସରେ ମିଳିବନି ଜଙ୍କ୍ ଫୁଡ୍ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ କ୍ୟାମ୍ପସ ମଧ୍ୟରେ ଜଙ୍କ୍ ଫୁଡ ବିକ୍ରି ନିଷେଧ କରିବାକୁ ନିର୍ଦ୍ଦେଶାନାମା ଜାରି କରିଛି । ୟୁଜିସି ପକ୍ଷରୁ…

ଚିନ୍ତା ବଢ଼ାଉଛି କୋଲାବ ଜଳସ୍ତର । ଡ୍ୟାମ ଖୋଲିବା ଆଶଙ୍କାରେ ଲୋକେ ଭୟଭୀତ

କନକ ବ୍ୟୁରୋ: ବିପଦ ସଂକୁଳ ଅବସ୍ଥାରେ କୋଲାବ ଡ଼୍ୟାମ । ସତର୍କ ରହିବାକୁ ତଳିଆ ଅଚଂଳକୁ ସୁଚନା ଦେଲେ କୋଲାବ ବିଭାଗ । ଲଗାଣ ବର୍ଷାରେ ଫୁଲୁଛି କୋଲାବ ଡ଼୍ୟାମ । ଭୟଭୀତରେ ଜୀବନ ଯାପନ କରୁଛନ୍ତି ତଳିଆ ଅଚଂଳବାସୀ । ଲଗାଣ ବର୍ଷା କୋରାପୁଟ ଜିଲ୍ଳାକୁ ବେହାଲ କରିଥିବା ବେଳେ ଏବେ ଜିଲ୍ଳାରେ ଥିବା…