Daily Archives

August 22, 2018

ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ୧୪୮୯ଟି ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ…

ପୂର୍ବ ମଧ୍ୟ ରେଳବାଇ ପକ୍ଷରୁ ମୋଟ ୧୪୮୯ଟି ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ଭର୍ତ୍ତିରେ ରେଳବାଇ ଯବାନଭାବେ କଣ୍ଟ୍ରାକଚୁଆଲ ଆଧାରରେ ଗେଟମ୍ୟାନ୍ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଜାଣନ୍ତୁ କିଭଳି ଏହି ପଦ ପାଇଁ ଆବେଦନ କରିବେ । ପଦ ସଂଖ୍ୟା – ୧୪୮୯…

ମନ୍ତ୍ରୀଙ୍କ ସାମ୍ନାରେ ମୁହାଁମୁହିଁ । ନୂତନ ଗୃହ ଉଦଘାଟନ ବେଳେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ, ଜାଣନ୍ତୁ…

କନକ ବ୍ୟୁରୋ : କଲେଜରେ ମନ୍ତ୍ରୀଙ୍କ ସାମ୍ନାରେ ହାତାହାତି । କେହି କାହା କଥା ଯେପରି ଶୁଣିବା ଅବସ୍ଥାରେ ନଥିଲେ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏତେ ଉଗ୍ର ରୂପ ଧରିଥିଲା ଯେ, କିଛି ଛାତ୍ର ଏଥିରେ ଆହତ ହୋଇଛନ୍ତି । ଆଉ ଏଭଳି ଏକ ଘଟଣା କମର୍ଦ୍ଦା ସୁରେନ୍ଦ୍ରନାଥ କଲେଜରେ ଦେଖିବାକୁ…

ଦେଢ ଘଣ୍ଟା ଧରି ମହିଳାଙ୍କ ଗୋଡରେ ଗୁଡେଇ ହୋଇ ରହିଲା ନାଗ ! ଭଜନ କୀର୍ତ୍ତନ କଲେ ଉପସ୍ଥିତ ଲୋକେ, ଆଉ ତାପରେ…

ଦୃଶ୍ୟ ଏମିତି, ଯାହାକୁ ଦେଖିଲେ ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇପଡିବେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟର କଲ୍ୟାଣଟୋଲା ଗାଁରେ । ଘଟଣାଟି ଥିଲା କିଛି ଏପରି, ଜଣେ ମହିଳା ସବୁଦିନ ଭଳି ନିଜର ସବୁ କାମ ସାରି ରାତିରେ ଶୋଇଥିଲେ । କିନ୍ତୁ ଯେତେବେଳେ ତାଙ୍କ ଆଖି…

ଏପରି ଏକ ଦେଶ ! ଯେଉଁଠାରେ ଚୁଟି କାଟିବାକୁ ହେଲେ ଦେବାକୁ ପଡିଥାଏ ୯ଟି ଅଣ୍ଡା ସହିତ କଦଳୀ ।

ବେନେଜୁଏଲା ବିଶ୍ୱର ସବୁଠାରୁ ଧନି ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରେ ଲୋକମାନେ ନିଜର କସ୍ମେଟିକ ଜିନିଷ ଉପରେ ଅଧିକ ଖର୍ଚ୍ଚ କରନ୍ତି । ବେନେଜୁଏଲା ବିଶ୍ୱର ସବୁଠାରୁ ବଡ ତୈଳ ଉତ୍ପାଦନ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରେ ପେଟ୍ରୋଲ ଦର ୫୦ ପଇସା ପ୍ରତି ଲିଟର ହିସାବରେ ମିଳିଥାଏ ।…

ବର୍ଷା କମିଛି ହେଲେ ଟଳିନି ବନ୍ୟା ସ୍ଥିତି: ସାବେରୀ ଓ ସିଲେରୁ ନଦୀ ଅଂଚଳରେ କମୁନି ଜଳସ୍ତର, ଏବେବି ରାସ୍ତା ଉପରେ…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ବର୍ଷା ଥମିଛି । ହେଲେ ଏବେ ବି ବନ୍ୟା ପରିସ୍ଥିତି ଟଳି ନାହିଁ । ଜିଲ୍ଲାର ସାବେରୀ ଓ ସିଲେରୁ ଅଂଚଳରେ ଜଳ ପତନ ହ୍ରାସ ପାଉନ ଥିବା ଯୋଗୁ ମୋଟୁ ଅଂଚଳରେ ଏବେ ବି ବନ୍ୟା ପରିସ୍ଥିତି ଲାଗି ରହିଛି । ସେବେରୀ ନଦୀ ଫୁଲିବା ଯୋଗୁ ମୋଟୁ ଠାରୁ ମୁରଳିଗୁଡାକୁ…

୧୦ଟି ଯୁଗ୍ମ ସଚିବ ପଦ ପାଇଁ ୬ ହଜାର ଆବେଦନ । ଚୟନ ପ୍ରକ୍ରିୟା ନେଇ ଚିନ୍ତାରେ ସରକାର

ମୋଦି ସରକାରରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବା ନେଇ ଗତ ଜୁନ୍ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୟୁପିଏସସି ପରୀକ୍ଷା ପାସ୍ କରିନଥିବା ବ୍ୟକ୍ତି ମଧ୍ୟ ସିଧାସଳଖ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟରେ ନିଯୁକ୍ତି ପାଇପାରିବ ବୋଲି ନିଷ୍ପତି ହୋଇଥିଲା । ଏହି ଚୟନ ପ୍ରକ୍ରିୟାରେ ସିଧାସଳଖ…