Daily Archives

August 18, 2018

ଏଣିକି ମୋବାଇଲରେ ରହିବ ପୁରା ଚାଷ ଜମି ! ଚାଷ ନେଇ ଚାଷୀ ଭାଇ ପାଇବେ ପ୍ରତିଟି ଅପଡେଟ୍, ମିଳିବ ପ୍ରତି ସେକେଣ୍ଡର ସୂଚନା…

ଏଗ୍ରିକଲଚର ପ୍ରୋଟେକସନ ସିଷ୍ଟମ ଏପିଏସ ଚାଷ କ୍ଷେତ ଉପରେ ନଜର ରଖିବ । ଅର୍ଥାତ ଏଣିକି ଚାଷୀମାନଙ୍କ ମୋବାଇଲରେ ସେମାନଙ୍କର ପୁରା କ୍ଷେତ ରହିବ । କେଉଁ ଚାଷରେ କେଉଁ ସାର ଆବଶ୍ୟକ, ଫସଲରେ କୀଟପତଙ୍ଗ ଆକ୍ରମଣ, ପଶୁମାନେ ଚାଷକ୍ଷେତରେ ପ୍ରବେଶ କଲେ ଆଲର୍ଟ ମେସେଜ, ମାଟିର ଆଦ୍ରତା, ପିଏଚ ଭେଲ୍ୟୁ…

ଜୀବନ ନେଇଗଲା ଶସ୍ତା ଚାର୍ଜର ! ବୋର୍ଡରେ ଲଗାଇବା କ୍ଷଣି ଜଳିଗଲେ ଯୁବକ, ଘଟଣାସ୍ଥଳରେ ହିଁ ଉଡିଗଲା ପ୍ରାଣବାୟୁ….

ଜୀବନ ନେଇଗଲା ଶସ୍ତା ଚାର୍ଜର । ଶସ୍ତା ଚାର୍ଜର କାରଣରୁ ଜଣେ ୩୧ ବର୍ଷୀୟ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ଯୁବକ ଜଣକ ଫୋନରେ ଚାର୍ଜର ଲଗାଇ କଥା ହେଉଥିବା ସମୟରେ ମୋବାଇଳରେ ବିସ୍ଫୋରଣ ଘଟିଥିଲା ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାୟବାୟୁ ଚାଲିଯାଇଥିଲା । ଏହି ଅଭାବନୀୟ ଘଟଣା ଘଟିଛି ବିଜୟୱାଡାର…

ହିନ୍ଦୁ ଘରେ ଗଙ୍ଗାଜଳ କାହିଁକି ରଖାଯାଏ ? ଘରେ ଗଙ୍ଗାଜଳ ରଖିଲେ କଣ ଲାଭ ହୁଏ ତାହା ଜାଣି ରଖନ୍ତୁ

କନକ ବ୍ୟୁରୋ : ସାଧାରଣ ଭାବରେ ହିନ୍ଦୁମାନେ ଅନେକ ଆଧ୍ୟତ୍ମିକ ଉପରେ ବିଶ୍ୱାସ କରନ୍ତି । ତେଣୁ ଅନେକ ସମୟରେ ଘରେ ପୂଜାପାଠ ଓ ହୋମଯଜ୍ଞ ମଧ୍ୟ କରାନ୍ତି । ତେବେ ପ୍ରତ୍ୟେକ ସମୟରେ ଅର୍ଥାତ ପୂଜାପାଠ ସମୟରେ ଗଙ୍ଗାଜଳର ବ୍ୟବହାର କରାଯାଇଥାଏ । ତେଣୁ ହିନ୍ଦୁମାନଙ୍କ ଘରେ ଗଙ୍ଗାଜଳ ତ ନିଶ୍ଚିତଭାବେ…

ଆସନ୍ତା ୨୪ ତାରିଖରେ ରାଜ୍ୟର ୨୪ ବିଧାୟକଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ

କନକ ବ୍ୟୁରୋ: ୮ ବର୍ଷ ପାଇଁ ଏକକାଳୀନ ଭାବେ ରାଜ୍ୟର ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ଆସନ୍ତା ୨୪ ତାରିଖରେ ବିଧାନସଭା ପରିସରରେ ଆୟୋଜିତ ହେବ ସମ୍ବର୍ଦ୍ଧନା ଉତ୍ସବ । ତେବେ ୨୦୦୯ରୁ ୨୦୧୬ ପର୍ୟ୍ୟନ୍ତ ରାଜ୍ୟ ବିଧାନସଭା ପକ୍ଷରୁ ଏଭଳି ସମ୍ବର୍ଧନା…

ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ କେଉଁ ପରିସ୍ଥିତିରେ କେତେ ଟଙ୍କା ଆକାଉଂଟରୁ କାଟି ନେଇଥାଏ…

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବେଶ ଜଣାଶୁଣା । ସାରା ଦେଶରେ ଏସବିଆଇର ୪୩୦୦୦ରୁ ଅଧିକ ଏଟିଏମ ରହିଛି । ଅଧିକାଂଶ ଲୋକେ ଏଟିଏମ କାର୍ଡର ବ୍ୟବହାର କେବଳ ଟଙ୍କା ଉଠାଇବା ପାଇଁ କିମ୍ବା ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଂଟ ଚେକ କରିବା ପାଇଁ ହିଁ…

କଳାହାଣ୍ଡିରେ ବ୍ୟାପୁଛି ଡାଇରିଆ : ବର୍ତ୍ତମାନ ସମୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ , ଗ୍ରାମରେ ପହଚିଂଲା…

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁକାୟା ବିସ୍ତାର କରୁଥିବା ବେଳେ ସେପଟେ କଳାହାଣ୍ଡିରେ ଡେଙ୍ଗୁପରେ ଏବେ ଡାଇରିଆ ଆତଙ୍କ । ଝାଡା ବାନ୍ତିରେ ଗଲାଣି ୨ ଜୀବନ । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୋକସରା ବ୍ଲକରେ ଡେଙ୍ଗୁ ଆତଙ୍କ ଖେଳାଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକରେ ଡାଇରିଆ ରୋଗ ଦେଖା…