Daily Archives

July 29, 2018

ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଟୁଇଟର ଆକାଉଣ୍ଟରୁ ଚୋରି ହେଉଛି ତଥ୍ୟ ! ମୋଦିଙ୍କ ନିକଟରେ ଅଭିଯୋଗ କଲେ…

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ଟୁଇଟର୍ ଆକାଉଣ୍ଟରୁ ତଥ୍ୟ ଚୋରି ହେଉଛି ବୋଲି ତାଙ୍କର ଜଣେ ସଂପର୍କୀୟ ଶୈଖ୍ ଦାଓ୍ଵଦ୍ କାଲାମ ଅଭିଯୋଗ ଆଣିଛନ୍ତି । କାଲାମ ସେଣ୍ଟରର ଆଡମିନ୍ ସେହି ଆଇଟିକୁ ତାଙ୍କ ସଂପର୍କୀୟଙ୍କୁ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ…

ମୋଦି ସରକାରଙ୍କ ନୂଆ ଯୋଜନା ! ରଚନା ଲେଖା ପ୍ରତିଯୋଗିତାରେ ଭାଗ ନେଇ ଜିତିପାରିବେ ୨୫ ହଜାର ଟଙ୍କା ।

ମୋଦି ସରକାର ପ୍ରତି ସମୟରେ ସାଧାରଣ ଲୋକ ମାନଙ୍କ ପାଇଁ ଟଙ୍କା ରୋଜଗାର କରିବାର ନୂଆ ନୂଆ ଯୋଜନା ମାନ ବାହାର କରିଥାନ୍ତି । ଏଥି ସହିତ ଯୁବ ପିଢି ମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିଥାନ୍ତି । ଠିକ ସେହିଭଳି ଏବେ ମୋଦି ସରକାର ଯୁବପିଢି ମାନଙ୍କ ପାଇଁ ଏକ…

ତାମିଲନାଡୁରେ ଟିଟିଭି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ : ବିଧାୟକଙ୍କ ଚାଳକ ଓ ଫଟୋଗ୍ରାଫର ଆହତ !

କନକ ବ୍ୟୁରୋ : ତାମିଲନାଡୁରେ ନେତାଙ୍କ କାର ଉପରକୁ ବୋମା ମାଡ ହୋଇଛି । ତେବେ ଏଥିରେ କେହି ମୃତହାତ ହୋଇ ନାହାନ୍ତି । ତେବେ ସୂଚନା ଅନୁସାରେ ଶିଶିକଳାଙ୍କ ଭଣଜା ଓ ଅମ୍ମା ମକ୍କଲ ମୁନେତ୍ର କଡ଼ଗମ (ଏମମଏକେ)ର ମୁଖ୍ୟ ଟିଟିଭି ବିଧାୟକ ଦିନାକରନଙ୍କ କାର ଉପରକୁ ରବିବାର ଆକସ୍ମିକ ଭାବେ ପେଟ୍ରୋଲ…

ଆଇନ ପ୍ରବେଶିକା ପରୀକ୍ଷା ହଲରେ ଉତ୍ତେଜନା ! ୟୁଏଲସିରେ ପରୀକ୍ଷା ସମୟରେ ଛାତ୍ର ବିଜେଡି ଏବଂ ଏବିଭିପି ଛାତ୍ରଙ୍କ…

କନକ ବ୍ୟୁରୋ : ଗଣ୍ଡଗୋଳ ଏବଂ ମାରପିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଉ କିଛି ଦିନ ପରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ ଉତ୍କଳ ଆଇନ ବିଶ୍ୱବିଦ୍ୟାଳୟରେ ଆଜି ଦେଖାଦେଇଛି ଉତ୍ତେଜନା ମୂଳକ ପରିସ୍ଥିତି । ମୁହାଁମୁହିଁ ହୋଇଛନ୍ତି ଦୁଇ…

ଅସ୍ତ୍ରପୋଚାର ସମୟରେ ମହିଳାଙ୍କ ପେଟରୁ ବାହାରିଲା ୩୫ କିଲୋଗ୍ରାମର ଟ୍ୟୁମର : ଡାକ୍ତର କହିଲେ ଚାକିରୀ କରିବା ଭିତରେ ଏହା…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ଗର୍ଭାଶୟରୁ ୩୫କିଲୋର ଟ୍ୟୁମର ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟର ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳାଜଣଙ୍କ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କାରଣ ଜାଣିବା ପାଇଁ ତାଙ୍କର ଅଲଟ୍ରାସୋନୋଗ୍ରୋଫି କରିଥିଲେ । ତେବେ ଏହାପରେ…

ରାଜ୍ୟରେ ଘରୋଇ ମେଡିକାଲ କଲେଜର ଫି ବୃଦ୍ଧି କଲା ବୈଷୟିକ ବିଭାଗ, ଏମବିବିଏସ ସର୍ବାଧିକ ୧ଲକ୍ଷ ୨୫ହଜାର ଟଙ୍କା ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ଥିବା ଘରୋଇ ମେଡିକାଲ କଲେଜର ଫି ବୃଦ୍ଧି କରିଯାଇଛି । ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଭିନ୍ନ ଘରୋଇ କଲେଜର ଏମବିବିଏସ, ବିଡିଏସ୍, ଇଞ୍ଜିନିୟରିଂ, ଆୟୁର୍ବେଦିକ, ଏମ୍.ଟେକ୍, ବି.ଆର୍କ, ଏମ୍.ଆର୍କ, ଏମବିଏମ, ଏମସିଏ ଆଦି ପାଠ୍ୟକ୍ରମର କୋର୍ସ ଫି’…