Daily Archives

July 11, 2018

ଚୋରା ମଦ ଧରି ଛୁ ମାରୁଥିଲା ବୋଲେରୋ । ମଝି ରାସ୍ତାରେ ପଡିଗଲା ମହିଳାଙ୍କ ହାବୁଡ଼ରେ, ଆଉ ତା ପରେ…

କନକ ବ୍ୟୁରା : ଭଦ୍ରକ ଧାମରା ରାସ୍ତାରେ ମଦ ବୋଝେଇ ଗାଡିକୁ ଭାଙ୍ଗିଲେ ମହିଳା । ଚୋରା ମଦ ବୋଝେଇ କରି ଛୁ ମାରୁଥିବା ଏକ ବୋଲେରୋ ଲୋକଙ୍କ ହାବୁଡରେ ପଡିଯାଇଥିଲା ଓ ଗାଡିରେ ମଦ ଥିବା ଦେଖି ତାତି ଉଠିଥିଲେ ସ୍ଥାନୀୟ ଲୋକ । ପୁଲିସ ପିଛା କରୁଥିବା ବେଳେ ଏହି ମଦ ବୋଝେଇ ଗାଡି ଦ୍ରୁତ ଗତିରେ…

ଦୁର୍ଘଟଣାରେ ଅକାମୀ ହୋଇଗଲା ମସ୍ତିଷ୍କ !  ପୁଅ ବଞ୍ଚିବନି ଜାଣିବା ପରେ ତା ଶରୀରର ଅନ୍ୟ ଅଙ୍ଗକୁ ଦାନ କଲେ ବାପା ମା’,…

ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ପୁଅର ବାପାମାଆଙ୍କ ହୃଦୟ ବି ଏତେ ବଡ଼ ହୋଇପାରେ ତାହା କଳ୍ପନାର ବାହାରେ । ନିଜ ପୁଅର ମରଣ ଦିନ ପାଖେଇ ଆସୁଛି ଜାଣିବା ପରେ ପୁଅ ଶରୀରର ଅଙ୍ଗଗୁଡ଼ିକ ଦାନ କରି ଏମାନେ ସାଜିଛନ୍ତି ସମାଜ ପାଇଁ ଉଦାହରଣ । ଘଟଣାଟି ଏପରି, ୧୯ ବର୍ଷିୟ ଯୁବକ ଜଣକ ମେ ୨୬…

ପୁଣେର ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରବାସୀ ଓଡିଆଙ୍କୁ ସାମିଲ ହେବାକୁ ଆୟୋଜକଙ୍କ…

କନକ ବ୍ୟୁରୋ : ଆଉ ଦିନ ଦୁଇଟା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ ଶ୍ରୀଜିଉ । ରଥଯାତ୍ରା ପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । କେବଳ ପୁରୀରେ ନୁହେଁ ପୂରା ଭାରତ ସମେତ ବିଶ୍ୱରେ…

ଅଙ୍ଗନବାଡି କର୍ମୀଙ୍କ ଅମାନବୀୟ କାଣ୍ଡ ! କାନ୍ଦ ବନ୍ଦ ନକରିବାରୁ କୁନି ଝିଅର ପାଟିରେ ପୁରାଇଲେ ଲଙ୍କାଗୁଣ୍ଡ ।

ଶିଶୁମାନଙ୍କୁ କେହି କେହି ଭଗବାନଙ୍କ ରୂପ ବୋଲି କହିଥାନ୍ତି । ସେଥିପାଇଁ ସମସ୍ତେ ଶିଶୁମାନଙ୍କୁ ଭଲପାଇବା ଦେଇଥାନ୍ତି । କିନ୍ତୁ ମଧ୍ୟପ୍ରଦେଶର କ୍ରିଷ୍ଣା ଜିଲ୍ଲାସ୍ଥିତ ଭୂଷଣଗୁଲା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଶିଶୁ ଦୀର୍ଘ ସମୟ ଧରି କାନ୍ଦ ବନ୍ଦ ନକରିବାରୁ ଜଣେ…

ଗୋଟିଏ ସେକେଣ୍ଡରେ ଆପଣଙ୍କ ଆକାଉଣ୍ଟରୁ ଉଡିଯାଇପାରେ ସବୁ ଟଙ୍କା ! ଜାଣନ୍ତୁ କଣ ଏହି ସିମ୍ ସ୍ୱାଇପ ଫ୍ରଡ, ଏହି କଲ ଉପରେ…

ହ୍ୟାକର ମାନେ ଆଜିକାଲି ଲୋକଙ୍କୁ ଠକାମିରେ ପକାଇବା ପାଇଁ ସିମ ସ୍ୱାଇପ ପ୍ରଣାଳିକୁ ବ୍ୟବହାର କରୁଛନ୍ତି । ମୋବାଇଲ କିମ୍ବା ଇଣ୍ଟରନେଟରେ ଧୋକା ଏବଂ ଅନଲାଇନରେ ଲୋକମାନଙ୍କୁ ଠକାମିରେ ପକାଇବା ଭଳି ଅନେକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଅପରିଚିତ ନମ୍ବରୁ କଲ ଆସିଲେ ସାବଧାନ…