Daily Archives

July 21, 2018

କୋର୍ଟରୁମ ବାହାରେ ବିଚାରପତି ସୃଷ୍ଟି କଲେ ଅନନ୍ୟ ଉଦାହରଣ ! ଖୋଲା ଆକାଶ ତଳେ ଜୀବନ କାଟୁଥିବା ବୃଦ୍ଧଙ୍କୁ କଲେ ଉଦ୍ଧାର…

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଜୀବନ କାଟୁଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ ବିଚାରପତି । କୋର୍ଟ ରୁମ ଛାଡି ଘଂଚ ଜଙ୍ଗଲରେ ଆଦିବାସୀଙ୍କୁ ହକ ଦେଲେ ଢେଙ୍କାନାଳର ବିଚାର ବିଭାଗୀୟ ଅଧିକାରୀ । ଢେଙ୍କାନାଳର ବଣିଆଁ ଗାଁର ୮୦ବର୍ଷିୟ କାଶୀନାଥ ପ୍ରଧାନ ଘଂଚ ଜଙ୍ଗଲ ଭିତରେ ପତ୍ର କୁଡିଆ ଘରେ ଜୀବନ…

ଏଇ ତ ତୋର ମୋର ଦୋସ୍ତୀ । କଟକରେ ପାଣି ଘେରରେ କୁକୁର ପିଠିରେ ବୁଲୁଛି ମାଙ୍କଡ

କନକ ବ୍ୟୁରୋ : ମଣିଷକୁ ସର୍ମ୍ପକର ନୂଆ ପରିଭାଷା ଶିଖାଇଛନ୍ତି କୁକୁର ଓ ମାଙ୍କଡ । ଯେତେବେଳେ ବର୍ଷା ପାଣିରେ ଉବୁଟୁବୁ ହେଉଛି ପୂରା କଟକ ସହର ସେତେବେଳେ କୁକୁର ପିଠିରେ ବସି ମାଙ୍କଡ ନିଜ ଗନ୍ତବ୍ୟସ୍ଥଳକୁ ବାହାରିପଡିଛି । ଆଉ କୁକୁର ଓ ମାଙ୍କଡ ମଧ୍ୟରେ ଥିବା ଏଭଳି ଅନାବିଳ ପ୍ରେମକୁ ଦେଖି…

ଗ୍ରାହକ ମାନଙ୍କ ପାଇଁ ଅଫରର ପଶରା ଖୋଲିଲା ସ୍ନାପଡିଲ ! ୨୯୯ ଟଙ୍କାରୁ ଆରମ୍ଭ କରି ୧୯ ଶହ ଟଙ୍କା ମଧ୍ୟରେ ମିଳିବ…

ଇ-କମର୍ସ ୱେବସାଇଟ ସ୍ନାପଡିଲ୍ ଗ୍ରାହକମାନଙ୍କ ପାଇଁ ତିନିଦିନ ପର୍ଯ୍ୟନ୍ତ ଫିଚର ଫୋନ ଫେଷ୍ଟିବାଲ ଆରମ୍ଭ କରିଛି । ଏହି ଫେଷ୍ଟିବାଲ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି । ଫେଷ୍ଟିବାଲରେ ଗ୍ରାହକ ମାନଙ୍କୁ ରିଲିଆନ୍ସ ଜିଓ, ମାଇକ୍ରୋ ମ୍ୟାକ୍ସ, ଆଇ କାଲ ଏବଂ ନୋକିଆ ଭଳି ବ୍ରାଣ୍ଡେଡ ସ୍ମାର୍ଟ ଫୋନ…

ଭାରତରେ ନିଷିଦ୍ଧ ହେବ କି ଆପଲ ଆଇ-ଫୋନ ! ଜାଣନ୍ତୁ କାହିଁକି ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।

ଭାରତୀୟ ଟେଲିକମ ନିୟାମକ ଟ୍ରାଇର ନୂଆ ନିୟମ ଲାଗୁ ହେଲେ ଦେଶରେ ଆପଲ ଫୋନ ଧରିବା କଷ୍ଟକର ହୋଇପଡିବ । କାରଣ ନୂଆ ନିୟମ ଅନୁସାରେ ଯେଉଁ ହାଣ୍ଡସେଟ ଗୁଡ଼ିକ ଟ୍ରାଇର ଡିଏନଡି ଆପ ଲୋଡ କରିବାକୁ ମନା କରୁଛନ୍ତି ସେମାନଙ୍କ ହାଣ୍ଡସେଟକୁ ଭାରତରେ ଅନୁମତି ଦିଆଯିବ ନାହିଁ । ଏହି ଡିଏନଡି ଆପ ଅନୁସାରେ…

ବର୍ଷା କି ଜାଣେ ଭିଆଇପି କିଏ ? କଟକ ଜିଲ୍ଲାପାଳଙ୍କ ଘରେ ପଶିଲା ପାଣି, ଭୁବନେଶ୍ୱରରେ ଭାସିଲା କାର

କନକ ବ୍ୟୁରୋ : ଲଗାଣ ବର୍ଷାରେ ବିଗିଡି ଯାଇଛି ସାରା ରାଜ୍ୟର ଚିତ୍ର । ବର୍ଷା ପାଣିରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ବେଳେ କଟକରେ ଉକ୍ରଟ ସ୍ଥିତି । ରାସ୍ତାଘାଟରେ ଗାଡ଼ିମଟର ଭାଷୁଥିବା ବେଳେ ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପୁରୀ ବଡଦାଣ୍ଡରେ ପାଣି ଦେଖିଲେ ବଡ ଠାକୁରଙ୍କ…