Daily Archives

July 1, 2018

ଗୋଟିଏ କ୍ଲିକରେ ଆପଣଙ୍କର ସବୁ ସମସ୍ୟାର ହୋଇଯିବ ସମାଧାନ ! ଖୁବ ଶୀଘ୍ର ଉପଲବ୍ଧ ହେବ ମ୍ୟାଜିକ୍ ନମ୍ବର ।

ଖୁବ୍ ଶୀଘ୍ର ସାରା ଦେଶରେ ଉପଲବ୍ଧ ହେବ ୧୧୨ ନମ୍ବର । ଯାହା ଏକ ଜରୁରୀକାଳୀନ ନମ୍ବର ଅଟେ । ଏହି ନମ୍ବରରେ କଲ କରି କୌଣସି ବି ବ୍ୟକ୍ତି ନିଜ ଅଭିଯୋଗ ଜଣାଇପାରିବେ ଏବଂ ଏଠାରୁ ହିଁ ସମ୍ବନ୍ଧିତ ବିଭାଗଗୁଡିକୁ ଅଭିଯୋଗ ପଠାଯାଇ ଅଭିଯୋଗକାରୀଙ୍କୁ ସହାୟତା ପ୍ରଦାନ କରାଯିବ । ତେବେ ଏନେଇ ସରକାରଙ୍କ…

ପରିବେଶକୁ ସଫା ରଖିବା ପାଇଁ ଏହି ଗାଁଲୋକେ ଆରମ୍ଭ କଲେ ଭିନ୍ନ ଧରଣର ଅଭିଯାନ ! ଶୌଚାଳୟ ନଥିଲେ ଦେବେନି ଝିଅ ବିବାହ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ସ୍ୱଚ୍ଛ ରଖିବା ପାଇଁ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କିଛି ଲୋକ ଏହି ଅଭିଯାନରେ ମୋଦିଙ୍କୁ ସାହାଯ୍ୟ କରି ପରିବେଶକୁ ସ୍ୱଚ୍ଛ ରଖୁଥିବା ବେଳେ ଆଜି ବି ଏମିତି ଭାରତର ବଡ଼…

ରୋଜଗାର ଦେଉଛି ଜିଆ ! ମନରେଗା ଯୋଜନାରେ ଜିଆ ଚାଷ କରି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କଲେ ମାଲକାନଗିରିର ଡାଇଗୁଡା ଗାଁ…

କନକ ବ୍ୟୁରୋ : ଅଳିଆ ଆବର୍ଜନା ଯୋଗାଉଛି ନିଯୁକ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଡାଇଗୁଡା ଗାଁର ଶତାଧିକ ଲୋକ ଏହା ପ୍ରମାଣ କରି ଦେଖାଇଛନ୍ତି । ଗାଁର ଅଳିଆ ଆବର୍ଜନାରୁ ଖତ ତିଆରି କରି ମାସିକ ପାଖାପାଖି ୧୦ହଜାର ଟଙ୍କା ଆୟ କରୁଛନ୍ତି ଗାଁର ବେକାର ଯୁବକ ଯୁବତୀ । ମନରେଗା ଯୋଜନା…

ନିରାଶ କଲା ଭାରତ ! ପେନାଲଟି ସୁଟ୍ ଆଉଟରେ ଟିମ୍ ଇଣ୍ଡିଆକୁ ମାତ ଦେଇ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ ।

ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲାରେ ୧୪ ଥର ଚାମ୍ପିଅନ ଅଷ୍ଟ୍ରେଲିଆ ରବିବାର ଭାରତୀୟ ପୁରୁଷ ହକି ଟିମକୁ ୩-୧ରେ ପରାସ୍ତ କରି ପୁଣି ଥରେ ଚମ୍ପିଅନ ହୋଇଛି । ଏଥି ସହିତ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫିକୁ ୧୫ ଥର ପାଇଁ ଅକ୍ତିଆର କରିଛି । ଅଷ୍ଟ୍ରେଲିଆ ଭାରତକୁ ସୁଟ୍ ଆଉଟରେ ୩-୧(୧-୧)ରେ…

ଥମିବାର ନାଁ ନେଉନାହିଁ ପିଲା ଚୋରି ଗୁଜବ ! ପୁଣି ୫ଜଣ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ଲୋକେ ।

ପିଲା ଚୋରି ଗୁଜବ ଥମିବାର ନାଁ ନେଉନାହିଁ । ଦେଶର ବିଭିନ୍ନ ରାଜ୍ୟରେ କେଉଁଠି ନା କେଉଁଠି ପିଲାଚୋରି ଗୁଜବକୁ କେନ୍ଦ୍ର କରି ଲୋକମାନଙ୍କୁ ଜୀବନରୁ ମାରିଦେଉଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଧୁଲେ ଜିଲ୍ଲାରେ । ପିଲାଚୋର ଭାବି ୫ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନେ…