Daily Archives

July 29, 2018

ଆସନ୍ତା କାଲିଠାରୁ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କଲା ଆଞ୍ଚଳିକ…

କନକ ବ୍ୟୁରୋ : ରାଜ୍ୟରେ ପୁଣି ଆରମ୍ଭ ହୋଇପାରେ ବର୍ଷା । ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି। ତେବେ ୨୪ଘଣ୍ଟା ମଧ୍ୟାରେ ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାର…

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ହେଲା ନୂଆ ଯୋଜନା , ଆସନ୍ତା ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ଉଦଘାଟନ…

କନକ ବ୍ୟୁରୋ : ରାଜ୍ୟ ସରକାର ଲୋକମାନେ କିପରି ଭାବରେ ଭଲରେ ଚିକିତ୍ସା ସୁବିଧା ପାଇବେ ତାହା ଲାଗି ଅନେକ ଯୋଜନା କରୁଛନ୍ତି । ରାଜ୍ୟରେ ବଢୁଥିବା ମାତୃ ମୃତ୍ୟୁହାର ଆଦିକୁ କମାଇବା ସହ କିପରି ଭାବରେ ଚିକିତ୍ସା କ୍ଷେତ୍ରରେ ଉନ୍ନତି ହେବ ସେନେି ସବୁବେଳେ ଚିନ୍ତାରେ ସରକାର । ତେବେ ଆସନ୍ତା…

ସରକାରୀ ଡାକ୍ତରଖାନା ଭିତରେ ପଶିଲା ଡ୍ରେନ୍ ପାଣି : ଆଇସିୟୁ ଭିତରେ ଖେଳିଲା ମୀନ, ବେଡ ଉପରେ ରୋଗୀ, ତଳେ ଆଣ୍ଠୁଏ ପାଣି

କନକ ବ୍ୟୁରୋ: ହସ୍ପିଟାଲରେ ପଶିଲା ଡ୍ରେନ୍ ପାଣି । ଆଇସିୟୁ ଭିତରେ ଖେଳିଲା ମୀନ । ପାଣି ଘେରରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ନୀତିଶ କୁମାରଙ୍କ ରାମରାଜ୍ୟରେ । ପ୍ରବଳ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନାର ନାଳନ୍ଦା ମେଡ଼ିକାଲ କଲେଜ୍…

ଅଗଷ୍ଟ ୧୪ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଇମରାନ୍ ଖାନ : ସେପଟେ ଦ୍ୱିତୀୟ ପତ୍ନୀ ରେହେମ୍ ଖାନ୍…

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନ୍ ନୂଆ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ । ଏଥିପାଇଁ ତାଙ୍କ ଦଳ ତେହେରିକ-ଏ-ଇନସାଫ ସ୍ଥାନୀୟ ସାଧାରଣ ନିର୍ବାଚନରେ ସବୁଠାରୁ ବଡ ଦଳ ହୋଇଛି । ଅଗଷ୍ଟ ୧୪ ତାରିଖ ଦେଶର ସ୍ୱାଧୀନତା ଦିବସରେ ସେ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇପାରନ୍ତି ।…

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ୱାସିଂଟନ ଓ ଇସ୍ରାଏଲ ଭଳି ରାଜଧାନୀ ଦିଲ୍ଲୀକୁ କ୍ଷେପଣାସ୍ତ୍ର ନିରୋଧୀ ବଳରେ ରଖିବାକୁ…

କନକ ବ୍ୟୁରୋ : ଦେଶର ସୁରକ୍ଷାକୁ ନେଇ କେନ୍ଦ୍ରସରକାର ଅନେକ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି । ବିଦେଶରୁ ଏନେଇ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ହେଉ ବା ବିମାନ ହେଉ ଅନେକ ଟଙ୍କା ଖର୍ଚ୍ଚ କରାଯାଇ ଦେଶ କିପରି ଭାବରେ ଶାନ୍ତିରେ ରହିବ ସେନେଇ ସରକାର ଅନେକ କଥା ବିଚାର କରୁଛନ୍ତି । କେବେ…

କୂଅ ଖୋଳିଲା ବେଳେ ମାଟିତଳୁ ମିଳିଲା ଇତିହାସର ଅଂଶବିଶେଷ ! ଲୋକଙ୍କ ଉଡିଲା ହୋସ୍ ।

ହୋସନଗର ତାଲୁକ ଅନ୍ତର୍ଗତ ନଗରା ଗାଆଁରେ ଗୋଟାଏ କୂଅ ଉଝାଳିବା ବେଳେ ପଙ୍କକାଦୁଅ ମଧ୍ୟରୁ ୧୦୦୦ରୁ ଅଧିକ ରକେଟ୍ ମିଳିଛି। ସ୍ଥାନୀୟ କୃଷକ ନାଗରାଜ ରାଓଙ୍କ ମାଲିକାନାରେ ଥିବା ଜମିରେ ଜୁଲାଇ ୨୫ ଓ ୨୬ ତାରିଖ ଦିନ ପ୍ରତ୍ନତାତ୍ତ୍ୱିକ ବିଭାଗ ଉତ୍ଖନନ କରୁଥିବା ବେଳେ ଏହି ରକେଟ୍ ସବୁ ମିଳିଛି।…