Daily Archives

July 12, 2018

ନିଶା ମୁକ୍ତ ହେବ ସମ୍ବଲପୁର : ସମଗ୍ର ଜିଲ୍ଲାକୁ ନିଶା ମୁକ୍ତ କରିବାପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ, ପ୍ରସ୍ତୁତ…

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଲରେଇ ପାଲି, ପଞ୍ଚାୟତ୍ ମଦ ମୁକ୍ତ ହୋଇ ଓଡିଶା ବାହାରେ ପ୍ରଶଂସା ସାଉଁଟି ଥିବାବେଳେ ଏବେ ସମଗ୍ର ସମ୍ବଲପୁର ଜିଲ୍ଲାକୁ ନିଶା ମୁକ୍ତ କରିବାପାଇଁ ଜିଲ୍ଲା ପ୍ରସାଶନ ଅଣ୍ଟା ଭିଡିଛି । ପ୍ରସ୍ତୁତ ହୋଇଛି ଯୋଜନା । ସମ୍ବଲପୁର ଜିଲ୍ଲା ହେବ ନିଶା ମୁକ୍ତ…

ଲାଗିଲା କଳସ, ଓଲଟଶୁଆ ।

ଆଉ ୨ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ ଧୀରେ ଧୀରେ ଗହଳି ଆରମ୍ଭ ହେଲାଣି । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ମଧ୍ୟ ସରିଆସିଲାଣି । ରଥ ନିର୍ମାଣ ସମ୍ପର୍କରେ ନନ୍ଦିଘୋଷ ରଥର…

ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ଇଣ୍ଡିଗୋ ପ୍ଲେନ୍ ! ଅଳ୍ପକେ ବର୍ତ୍ତିଲେ ୩୩୦ ଯାତ୍ରୀ ।

ଜୁଲାଇ ୧୦ ତାରିଖ ମଙ୍ଗଳବାର ଦିନ ବେଙ୍ଗାଲୁରୁ ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ମଧ୍ୟରେ ଧକ୍କା ଖାଇବା ପୂର୍ବରୁ ବର୍ତ୍ତିଯାଇଛନ୍ତି। ଫଳରେ ପ୍ରାୟ ୩୩୦ ଜଣ ଯାତ୍ରୀଙ୍କ ଜୀବନ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଛି। ରେଗୁଲେଟରଙ୍କୁ ସଂକ୍ରାନ୍ତରେ ଅବଗତ କରାଇ ଦିଆଯାଇଛି ବୋଲି…

‘ତାଟି-ମନ୍ଦିର’ର ‘ପଟ-ବ୍ରହ୍ମ’ ! ଶ୍ରୀବିଗ୍ରହଙ୍କ ଅଲୌକିକ ଲୀଳା, ଜାଣନ୍ତୁ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା ବିଷୟରେ…

ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା । ସ୍ନାନବେଦୀରେ ସ୍ନାନ ସରିବା ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଦରେଶନ ଦେଇ ଅଣସର ଘରକୁ ଚାଲିଯାଆନ୍ତି । ସେହିଠାରେ ହୁଏ ସେମାନଙ୍କର ଗୁପ୍ତନୀତି । ସପ୍ତାବରଣ ବିଧିରେ ସେଠାରେ ଠାକୁରଙ୍କ ଅଙ୍ଗ ଗଠନ…

ରଥ ନିର୍ମାଣର ଶାସ୍ତ୍ରୀୟ ପଦ୍ଧତି । ରହସ୍ୟମୟ କାହାଣୀର ସମ୍ପୂର୍ଣ୍ଣ ତଥ୍ୟ…

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି। ଶିଳ୍ପଶାସ୍ତ୍ର ସଂଗ୍ରହ…

ଗ୍ୟାଙ୍ଗଷ୍ଟର ଟିଟୋର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ : ଅଡି ମିଳିବା ପରେ ୨୧ ଲକ୍ଷର ହାର୍ଲେ ଡାଭିଡସନ ବାଇକ ଥିବା ନେଇ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ସଂପତିକୁ ନେଇ ଏସଟିଏଫ ଖୋଳତାଡ କରୁଥିବା ବେଳେ ସାମନାକୁ ଆସିଲା ଗ୍ୟାଙ୍ଗଷ୍ଟର ଟିଟୋର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ । ଅଡି ପରେ ଟିଟୋର ହାର୍ଲେ ଡାଭିଡସନ ବାଇକ ଥିବା ତଥ୍ୟ ମିଳିଛି । ଯାହାର ମୂଲ୍ୟ ହେବ ୨୧ ଲକ୍ଷ । ତେବେ ଏହି ଦାମୀ ବାଇକଟି ଟିଟୋର ଜଣେ…