Daily Archives

July 12, 2018

ଭାରତରେ ୭୪ ପ୍ରତିଶତ ମହିଳାଙ୍କ ଠାରେ ଭିଟାମିନ୍–ଡି ଅଭାବ : ଜାଣନ୍ତୁ ଏହାର ଅଭାବରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା

ଭାରତୀୟ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଆଲୋଚନା ଚାଲିଛି । ଏହାର କାରଣ ଏକ ହାଲିୟା ମେଡିକାଲ ସର୍ଭେ , ଯେଉଁଥିରେ ଭାରତର ୭୪ ପ୍ରତିଶତ ମହିଳାଙ୍କୁ ଭିଟାମିନ୍-ଡି ର ଅଭାବରେ ଗ୍ରାସିତ ହେବାକୁ ପଡୁଛି । ଏହି ମାମଲାରେ ଉତ୍ତର ଭାରତର ମହିଳାଙ୍କ ସ୍ଥିତି ଅତ୍ୟଧିକ ଖରାପ । ଭିଟାମିନ୍-ଡି…

ମୃତ୍ୟୁର ଗୁମ୍ପାରୁ ୧୨ ଖେଳାଳୀଙ୍କୁ ଉଦ୍ଧାର କରିବାରେ ଭାରତ ନେଇଥିଲା ପ୍ରମୁଖ ଭୂମିକା ! ଏହି ଟେକନିକରେ ସଫଳ ହୋଇଥିଲା…

ଥାଇଲ୍ୟାଣ୍ଡ୍ ଗୁମ୍ଫାରେ ବାତ୍ୟା ଯୋଗୁଁ ଫସିଥିବା ୧୨ ଫୁଟବଲ୍ ଖେଳାଳୀ ଏବଂ ତାଙ୍କ କୋଚକୁ ଗୁମ୍ଫାରୁ ଉଦ୍ଧାର କରିବାରେ ଅନ୍ୟ ଦେଶର ହାତ ଥିବାବେଳେ ଭାରତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ଏନେଇ ଗୁରୁବାର ଟ୍ୱିଟ୍ କରି ଥାଇଲ୍ୟାଣ୍ଟର ଏହି…

ରାଜ୍ୟରେ ରୋଗୀସେବାକୁ ଗୁରୁତ୍ୱ ଦେଇ ୨୬ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ସ୍ୱସ୍ଥ୍ୟମନ୍ତ୍ରୀ ।

ରାଜ୍ୟରେ ରୋଗୀ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡି ହେଲା ଆଉ ୨୬ଟି ନୂତନ ଆମ୍ବୁଲାନ୍ସ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ମନ୍ତ୍ରୀ ପ୍ରତାପ ଜେନା ୨୬ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ୨୦୧୩ ମସିହାରୁ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ…

ପହଣ୍ଡି ବିଜେ ସମୟରେ ହୁଏ ସେନାପଟ୍ଟା ଲାଗି କରାଯିବାର ବିଧି ! ଜାଣନ୍ତୁ, କାହିଁକି ଏ ବିଧି କରାଯାଏ ?

ରତ୍ନ ସିଂହାସନରୁ ଯେତେବେଳେ ମହାପ୍ରଭୁ ପହଣ୍ଡି ବିଜେ କରନ୍ତି, ସେତେବେଳେ ଠାକୁରଙ୍କ ଦେହରେ ସେନାପଟ୍ଟା ଲାଗି କରାଯିବାର ବିଧି ରହିଛି । ତେବେ ଏହା କାହିଁକି ଲଗାଯାଏ ? ସମସ୍ତ ଭକ୍ତ ମାନଙ୍କ ମନରେ ଏକ ଧାରଣା ଆସିବା ସ୍ୱାଭାବିକ କଥା । ଏହି ସେନାପଟ୍ଟାର ଅର୍ଥ କଣ ? ପ୍ରକୃତରେ ଆମେ ଯଦି…

ପରୀକ୍ଷାଗାରକୁ ପଠାଯିବ ଓଡିଶା ଆସୁଥିବା ଆନ୍ଧ୍ର ମାଛ : କୃଷି ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ରିପୋର୍ଟ…

କନକ ବ୍ୟୁରୋ : ଆନ୍ଧ୍ର ମାଛକୁ ଆସାମ ସରକାର ବ୍ୟାନ ପରେ ଓଡିଶାକୁ ଆସୁଥିବା ଆନ୍ଧ୍ର ମାଛ ମଧ୍ୟ ପରୀକ୍ଷଣ କରାଯିବ । ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି , ଏବେ ସେଭଳି କିଛି ଅଭିଯୋଗ…

ବର୍ଷା ଦିନରେ ମଶା ଉପଦ୍ରବ କମାଇବା ପାଇଁ ଘରେ ଲଗାନ୍ତୁ ଏହି ୩ଟି ଗଛ

ବର୍ଷାଦିନେ ପୃଥିବୀ ସବୁଜ ହୋଇଉଠେ । କିନ୍ତୁ ବର୍ଷାଦିନର ସବୁଠାରୁ ବଡ଼ ସମସ୍ୟା ହେଉଛି ମଶା । ରାସ୍ତାକଡ଼ରେ ହେଉ ବା କୌଣସି ଖାଲୁଆ ଜାଗାରେ ପାଣି ଜମି ରହୁଥିବାରୁ ତାହା ମଶାମାନଙ୍କର ବାସସ୍ଥଳୀ ପାଲଟି ଯାଇଥାଏ । ବର୍ଷାଦିନେ ଘର ବାହାରେ ପାଣି ଜମି ରହୁଥିବାରୁ ମଶାମାନେ ନିଜ ବଂଶବିସ୍ତାର…