Daily Archives

June 26, 2018

୪୩ ବର୍ଷ ତଳେ କେମିତି ହୋଇଥିଲା ଗଣତନ୍ତ୍ରର ହତ୍ୟା ! ଏମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତି କହିଲେ ଅଙ୍ଗେନିଭା…

କନକ ବ୍ୟୁରୋ : ୪୩ ବର୍ଷ ତଳେ ଆଜିର ଦିନରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି ପାଳିଛି କଳା ଦିବସ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କରି ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗୋଟିଏ ପରିବାର ପାଇଁ ସମ୍ବିଧାନର ଦୁରୁପଯୋଗ…

ଫେସବୁକରେ ମିଳୁଥିବା ଅଫର, ଶସ୍ତାରେ ମିଳିବ ଦାମୀ ପୋଷାକ ! ବଡ ଠକାମିର ପର୍ଦ୍ଦାଫାସ ।

କନକ ବ୍ୟୁରୋ : ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ସୋସିଆଲ ମିଡିଆରେ ଲୋକମାନେ ଦୂରଦୁରାନ୍ତରରେ ରହୁଥିବା ବନ୍ଧୁ ମାନଙ୍କ ସହ ଯୋଡି ହୋଇ ରହିବା ସହ ବିଭିନ୍ନ ଉପାୟରେ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି । ଫେସବୁବ ଆକାଉଣ୍ଟରେ ପେଜ ଖୋଲି ସେଥିରେ…

ଆପଣଙ୍କ ଗୋଟିଏ ମେସେଜରେ ସିଟ୍ ସଫା କରିବାକୁ ପହଞ୍ଚିବେ ରେଳ କର୍ମଚାରୀ ! ଜାରି ହେଲା ରେଳବାଇର ନୂଆ ଯୋଜନା ।

ଭାରତୀୟ ରେଳବାଇ ଦିନକୁ ଦିନ ଯାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଉଛି । ସେହିଭଳି, ରେଳଯାତ୍ରା ସମୟରେ ଯଦି ଆପଣଙ୍କ ସିଟ ଅପରିଷ୍କାର ହୋଇଥିବା ଦେଖନ୍ତି ତେବେ ଆପଣଙ୍କୁ ଏବେ ଏକ ଏସଏମଏସ କରିବାକୁ ପଡିବ । ଏସଏମଏସ କରିବାର କିଛି ସମୟ ପରେ ରେଳ କର୍ମଚାରୀ ଆପଣଙ୍କ ପାଖରେ…

ଶ୍ରୀମନ୍ଦିର ସେବାୟତଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ! ରାଷ୍ଟ୍ରପତିଙ୍କ ଧର୍ମପତ୍ନୀଙ୍କ ସହ ଘଷି ହୋଇଥିଲେ ସେବାୟତ,…

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶୃଙ୍ଖଳାକୁ ନେଇ ବଡ ଧରଣର ବିତର୍କ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନରୁ ଆସିଥିବା ଏକ ଚିଠି ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି । ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପରିଦର୍ଶନ ବେଳେ ଏଭଳି ଏକ ଘଟଣା ଘଟିଛି ଯାହା ପୁଣି ଥରେ ସେବାୟତଙ୍କ ଆଚରଣକୁ…

ନିରଞ୍ଜନ ପଟ୍ଟନାୟକଙ୍କ ଟ୍ୱିଟର ପଲିଟିକ୍ସ ! ଫିଟନେସ ଚ୍ୟାଲେଞ୍ଜ ନୁହେଁ, ନବୀନ ଓ ଧର୍ମେନ୍ଦ୍ରଙ୍କୁ ଦେଲେ…

କନକ ବ୍ୟୁରୋ : ରାଉରକେଲା ଆଇଜିଏଚ୍ ହସ୍ପିଟାଲକୁ ନେଇ ଏବେ ଜୋର ଧରିଛି ରାଜ୍ୟ ରାଜନୀତି । ଖାସକରି ଯେତେବେଳେ ଆଇଜିଏଚ ହସ୍ପିଟାଲ ନିର୍ମାଣର ପ୍ରତିଶୃତି କଥା ମୋଦିଙ୍କୁ ମନେପକାଇ ଦେବାକୁ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୧୪୦୦ କିଲୋମିଟର ଚାଲି ଚାଲି ଆଗ୍ରାରେ ବେହୋସ ହୋଇଥିଲେ ।…

ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ ଯଯାତି ? କ୍ୟାନସର ସହ ଲଢୁଛନ୍ତି ୧୪ ବର୍ଷର ବାଳକ, ଶୁଖୁନି ବାପା ମା’ଙ୍କ ଆଖିର ଲୁହ…

କନକ ବ୍ୟୁରୋ : ହାଡ ଉପରେ ଚମ ଛାଉଣୀ । ପାଦେ ଚାଲିବାକୁ ବି ଦେହରେ ବଳ ନାହିଁ । ଏ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଜେନାସାହିର ନରେନ୍ଦ୍ର ଜେନାଙ୍କ ପୁଅ ଯଯାତିଙ୍କ ଅବସ୍ଥା । ଦଶମ ଶ୍ରେଣୀର ଛାତ୍ର ଯଯାତିଙ୍କ ବୟସ ମାତ୍ର ୧୪ ବର୍ଷ । ହେଲେ ଏହି ବୟସରେ ତାଙ୍କ ମୁହଁରୁ ହସ ଛଡାଇ ନେଇ ଦେହକୁ…