Daily Archives

June 26, 2018

‘ବନ୍ଦେ ଉତ୍କଳ ଜନନୀ’ ନୁହେଁ ‘ବନ୍ଦେ ଓଡ଼ିଶା ଜନନୀ’ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଲେ ମନ୍ତ୍ରୀ ! ଜାଣନ୍ତୁ…

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀ ବିବାଦରେ ନୂଆ ମୋଡ । ପଶ୍ଚିମ ଓଡିଶାର ଭାବାବେଗକୁ ସମ୍ମାନ ଦେଇ ଗୀତର ଶବ୍ଦ ପରିବର୍ତନ କରିବା ପାଇଁ ଯୁକ୍ତି ରଖିଛନ୍ତି ଶ୍ରମମନ୍ତ୍ରୀ । ସୁଶାନ୍ତ ସିଂ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ସ୍ଥାନରେ ବନ୍ଦେ ଓଡିଶା ହେଉ । ଏହାକୁ ନେଇ ଆରମ୍ଭ ହୋଇଯାଇଛି…

କଥା ବୁଲାଇଲା କେନ୍ଦ୍ର ! ପୁରୁଣା ଟଙ୍କାରେ ନୂଆ ଯୋଜନା ପାଇଁ ଲେଖିଲା ଚିଠି । 

କନକ ବ୍ୟୁରୋ : କଥା ବୁଲାଇଲା କେନ୍ଦ୍ର । ପୁରୁଣା ଟଙ୍କାରେ ନୁଆ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ଚିଠି ଲେଖିବା ପରେ ଏଭଳି ଅଭିଯୋଗ ଆଣିଛି ବିଜେଡି । ଓଡିଶାରୁ ସାମିଲ ୧୦ଟି ଆକାଂକ୍ଷୀ ଜିଲାରେ ଡିଷ୍ଟିଟ୍ ମିନେରାଲ୍ ଫାଉଣ୍ଡେସନ୍ ପାଂଠି ଖର୍ଚ୍ଚ କରିବାକୁ ଚିଠିରେ…

ନାଗବଂଶ ରହସ୍ୟରୁ ଉଠିଲା ପରଦା ! ଅନ୍ଧ ବିଶ୍ୱାସରୁ ବଂଶ ବଢାଉଥିଲା ନାଗ ସାପ । ଧାମନଗର ପରେ ପିପିଲିରୁ ୧୨ଟି ନାଗ ସାପ…

କନକ ବ୍ୟୁରୋ : ଭଦ୍ରକ ଧାମନଗରରେ ନାଗବଂଶର ଖବରକୁ ନେଇ ଯେଉଁ ତିନି ଦିନ ହେଲା ଚର୍ଚ୍ଚା ଆଲୋଚନା ଲାଗି ରହିଛି ତା’ ଉପରୁ ଏକ ବଡ ରହସ୍ୟ ଉନ୍ମୋଚିତ ହୋଇଛି । କେଉଁଠୁ ଆସିଲେ ଶହଶହ ନାଗ, ଗୋଟିଏ ଘରୁ ଏତେ ସାପ ବାହାରିବା ସଂଭବ କି ? ଏଭଳି ଯେଉଁ ପ୍ରଶ୍ନ ଉଠୁଥିଲା, ତା ଉପରୁ ପରଦା ଉଠିଛି । ଆଉ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ ହଜାର ବିଧବା ମହିଳା ! ଜାଣନ୍ତୁ କଣ ରହିଛି ଉଦ୍ଦେଶ୍ୟ ।

ଅନ୍ତଃରାଷ୍ଟ୍ରୀୟ ବିଧବା ଦିବସ ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦ ହଜାର ବିଧବା ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ରାଜସ୍ଥାନ, ଝାରଖଣ୍ଡ ଏବଂ ପଞ୍ଜାବର ବିଧବା ମହିଳା ମାନେ ନିଜର ସମସ୍ୟା…

ଏକକ ନିର୍ବାଚନ ପ୍ରସ୍ତାବକୁ ନବୀନ ଦେଲେ ସମର୍ଥନ ! କହିଲେ ବର୍ଷ ସାରା ନିର୍ବାଚନ ହେଲେ ବିକାଶ ବାଧାପ୍ରାପ୍ତ ହୁଏ ।

କନକ ବ୍ୟୁରୋ : ସାରା ଦେଶରେ ଏକକ ନିର୍ବାଚନ କରିବା ପ୍ରସଙ୍ଗରେ ନିଜର ବିଚାର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ଲ’ କମିଶନ୍ । ଗୋଟିଏ ସମୟରେ ଏକକ ନିର୍ବାଚନ ନେଇ ବିଚାର ବିମର୍ଶ କରିବା ପାଇଁ ଆସନ୍ତା ମାସ ୭ ଏବଂ ୮ ତାରିଖ ଦୁଇ ଦିନ ଧରି ଦିଲ୍ଲୀର ଲ’…

ଟ୍ରେନର ଏସି ବଗିରେ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସିଖବର ! ଏଣିକି ଆଉ ମିଳିବିନି ମଇଳା କମ୍ବଳ, ରେଳବିଭାଗ ନେଲା ବଡ଼…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଖାସକରି ଯେଉଁମାନେ ଟ୍ରେନର ଏସି ବଗିରେ ଯାତ୍ରା କରୁଛନ୍ତି । ଏଣିକି ଟ୍ରେନର ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଇଳା କମ୍ବଳ ଦିଆଯିବ ନାହିଁ । ଏସି କୋଚରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା କମ୍ବଳକୁ ଏଣିକି ମାସକୁ ଦୁଇଥର ଲେଖାଏଁ ସଫା କରାଯିବ ।…