Daily Archives

June 19, 2018

ଆକାଶରୁ ଅଗ୍ନିବର୍ଷା ! ରହି ହେଉନି କି ସହି ହେଉନି, ରାଜ୍ୟରେ ୧୦ ସହରରେ ୪୦ ଉପରେ ତାପମାତ୍ରା

କନକ ବ୍ୟୁରୋ : ସାରା ଓଡିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି । ଆଜି ୪୨ ଦଶମିକ ୩ ଡିଗ୍ରୀରେ ସିଝିଛି ଭୁବନେଶ୍ୱର । ପାଲଟିଛି ରାଜ୍ୟର ସବୁଠୁ ଉତପ୍ତ ସହର । ଉପକୂଳରୁ ପଶ୍ଚିମ ସବୁଠି ନିଆଁ ବର୍ଷୁଛି । ଏହାରି ଭିତରେ ତାତିକୁ ଆହୁରି ବଢାଇଦେଇଛି ଘନ ଘନ ବିଜୁଳି କାଟ୍ । ସେପଟେ ପ୍ରବଳ ଗ୍ରୀଷ୍ମ…

ତଲାକ୍.ତଲାକ୍..ତଲାକ୍…! ପିଡ଼ିପିକୁ ତଲାକ୍ ଦେଲା ବିଜେପି, ଜମ୍ମୁ-କାଶ୍ମୀରରେ ଭାଙ୍ଗିଗଲା ମେଣ୍ଟ ସରକାର

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି ଜାମ୍ମୁ-କାଶ୍ମୀରର ଗୋଳମାଳିଆ ରାଜନୀତି । ପିଡିପି ସହ ଥିବା ଦୀର୍ଘ ୩ ବର୍ଷର ସଂପର୍କକୁ ଛିନ୍ନ କରିଛି ଭାରତୀୟ ଜନତା ପାର୍ଟି । ଫଳରେ ଜାମ୍ମୁ-କାଶ୍ମୀରରେ ଭାଙ୍ଗି ଯାଇଛି ପିଡିପି-ବିଜେପି ମେଂଟ । ଆଉ ମେଂଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ…

ଭୁଲକୁ ଭଲ କହିଲେ ବାଟ କ’ଣ ? କଟା ଘା’ ରେ ଚୂନ ମାରିଲେ ସୋନା, କହିଲେ, ମୁଁ ଗାଉଛି ଗାଇବି ଓଡ଼ିଆ ଗୀତ

କନକ ବ୍ୟୁରୋ : ଜଗନ୍ନାଥ ଭଜନକୁ ବିକୃତ ଭାବେ ଗାଇ ବିବାଦରେ ଥିବା ସୋନା ମହାପାତ୍ର ଆଜି ଟ୍ୱିଟ କରି ଲେଖିଛନ୍ତି, ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ବରଂ ଏମିତି ଗାଇ ଚାଲିଥିବେ । ଏଥିସହ ସୋନା ଗୀତ ଗାଇଲାବେଳେ ପିନ୍ଧିଥିବା ତାଙ୍କ ପୋଷାକର କିଛି ଫଟୋକୁ ଟ୍ୱିଟରରେ ଅପଲୋଡ କରିଛନ୍ତି । ଯେଉଁଥିରେ…

ମଣିଷମାନଙ୍କ କାରଣରୁ ବନ୍ୟଜୀବଙ୍କ ଅସ୍ତିତ୍ୱ ଉପରେ ଆସୁଛି ବିପଦ : ବଂଚିବା ପାଇଁ ନିଶାଚର ହେଉଛନ୍ତି ଜୀବ

ମଣିଷର କାର୍ଯ୍ୟକଳାପ ଯୋଗୁଁ ପୃଥିବୀରେ ଥିବା ସ୍ତନ୍ୟପାୟୀ ପ୍ରାଣୀଙ୍କ ବ୍ୟବହାରରେ ପରିବର୍ତ୍ତନର ଖବର ଆସିଛି । ଏକ ଅନୁସଂଧାନରୁ ଜଣାପଡିଛି ଯେ, ମଣିଷଙ୍କ ଠାରୁ ନିଜକୁ ବଂଚାଇବା ପାଇଁ ସ୍ତନ୍ୟପାୟୀ ଜୀବ ନିଶାଚର ହେଉଛନ୍ତି । ଜର୍ନାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ପ୍ରଥମ ଥର ଏହା…

୧୧୦୦ କୋଟି ଖର୍ଚ୍ଚରେ ମୋଦିଙ୍କ ବିମାନର ନବକଳେବର ! ଧ୍ୱଂସ କରିପାରିବନି ମିସାଇଲ

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ମୋଦିଙ୍କ ବିଦେଶ ଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥାଏ । ଏବେ ପୁଣିଥରେ ମୋଦିଙ୍କ ବିମାନକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ…

ବହୁ ଚର୍ଚ୍ଚିତ ବାରବାଟୀ ଜମି ଜବରଦଖଲ ମାମଲା : ଆଶୀର୍ବାଦଙ୍କ ପୁଅ ଓ ଜ୍ୱାଇଁଙ୍କୁ ସମନ ଜାରି କଲା ପ୍ରବର୍ତନ…

କନକ ବ୍ୟୁରୋ : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ଓ ଜ୍ୱାଇଁଙ୍କୁ ଇଡ଼ିର ସମନ । ବହୁ ଚର୍ଚ୍ଚିତ ବାରବାଟୀ ଜମି ଜବରଦଖଲ ଦୁର୍ନୀତି ମାମଲାରେ ପୁଅ ସୁବତ୍ର ବେହେରା ଓ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ସମନ ଜାରି କରିଛି ଇଡ଼ି । ଆସନ୍ତା ୨୧ ତାରିଖରେ ହାଜର ହେବାକୁ ଇଡ଼ି ସମନ ଜାରି…