Daily Archives

June 19, 2018

+୨ କଲେଜ ନାମଲେଖା ଅବଧି ବୃଦ୍ଧି ! ରଜ ଏବଂ ଇଦ ଛୁଟିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ…

ବଢ଼ିଲା +୨ ନାମଲେଖା ଅବଧିସୀମା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୁଚନା ମୁତାବକ ଆସନ୍ତା ଜୁନ ୨୨ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଗତ ଚାରିଦିନ ଧରି ରଜ ଏବଂ ଇଦ ଉତ୍ସବ ଯୋଗୁଁ ଛୁଟିଥିବାରୁ ଏଭଳି ନିଷ୍ପତ୍ତିି…

ଇଣ୍ଟରନେଟ୍ ରେ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ଗୁଗଲ ଆରମ୍ଭ କରିଛି ଏକ ନୂଆ ପ୍ରୟାସ : ପିଲାଙ୍କ ପାଇଁ ଆଣିଛି…

ଆଜିର ସମୟରେ ସୋସିଆଲ ମିଡିଆ ସମାଜର ଏକ ଗରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ଅଙ୍ଗ କହିଲେ ଭୁଲ ହେବ ନାହିଁ । ସୋସିଆଲ ମିଡିଆ ବିନା କୌଣସି କାମ କରିବା କଥା ମଧ୍ୟ ଭାବି ହେଉନାହିଁ । ତେବେ କେବଳ ବୟସ୍କ ମାନେ ନୁହଁନ୍ତି ବରଂ ଛୋଟ ପିଲାମାନେ ମଧ୍ୟ ଏହା ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହେବାରେ…

ଟ୍ରମ୍ପ ପ୍ରସ୍ତୁତ କରିବେ ‘ସ୍ପେଶ ଫୋର୍ସ’ ! ମହାକାଶରେ ଆଧିପତ୍ୟ ଦେଖାଇବାକୁ ପ୍ରସ୍ତୁତ ହେଉଛି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରାଳୟକୁ ଆମେରିକୀୟ ସ୍ପେଶ ଫୋର୍ସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ହେଲେ ଏହା ଆମେରିକା ସେନାର ୬ଷ୍ଠ ଶାଖା ହେବ । ସବୁଠୁ ବଡ଼ କଥା ହେଲା, ଏହି ସ୍ପେର୍ଶ ଫୋର୍ସ ମହାକାଶରେ ଆମେରିକାର ଦବଦବାକୁ ସୁନିଶ୍ଚିତ କରିବ ।…

ଆଗକୁ ଘୋଷଯାତ୍ରା : ଜଗା ସେବାରେ ବ୍ୟସ୍ତ ବୁଣାକାର ପରିବାର

କନକ ବ୍ୟୁରୋ : ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅଣସନ ନୀତି ହେଉ ବା ଘୋଷଯାତ୍ରା । ଏସବୁ  ନୀତିକାନ୍ତି ଲାଗି ଦରକାର ପଡ଼େ ଗୀତ ଗୋବିନ୍ଦ ଖଣ୍ଡୁଆପାଟ ବସ୍ତ୍ର । ଚତୁର୍ଦ୍ଧାମୂର୍ତ୍ତିଙ୍କ ଏସବୁ ବସ୍ତ୍ରକୁ ବାନ୍ଧରେ ବୁଣିଥାନ୍ତି ଆଠଗଡ ନୂଆପାଟଣା ଗ୍ରାମର ବୁଣାକାର ପରିବାର । ଯାହାକୁ ପେଷା ନୁହେଁ…

ରେଡ଼ିଓ ଚକଲେଟ୍ ତରଫରୁ ଦର୍ଶକଙ୍କୁ ନୂଆ ଭେଟି : ହ୍ୟୁମାନ ସାଗରଙ୍କ କଣ୍ଠରେ ନୂଆ ଗୀତ ଲଭ୍ ଗେମ୍

ରେଡ଼ିଓ ଚକଲେଟ୍ ବିଭିନ୍ନ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ ଗାୟକ ଏବଂ ଗାୟିକାଙ୍କ କଣ୍ଠରେ ସୁନ୍ଦର ଗୀତ ଭେଟି ଦେଇଥାଏ । ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି । କେବଳ ସେତିକି ନୁହେଁ ରେଡ଼ିଓ ଚକଲେଟ୍ ଏହି ମାଧ୍ୟମରେ ଆପଣଙ୍କ ପ୍ରିୟ କଳାକାରଙ୍କୁ ଆପଣଙ୍କ ନିକଟରେ ପହଂଚାଇଥାନ୍ତି । ତେବେ…

ଚାଷ ଜମିରେ ସମୂଦ୍ର ଜୁଆର : ଚାଷ ଉଜାଡିବ କି ଲୁଣି ପାଣି, ଚିନ୍ତାରେ ଅସ୍ତରଙ୍ଗର କୋରଣ ପଂଚାୟତ ୪ଟି ଗାଁର ଚାଷୀ?

କନକ ବ୍ୟୁରୋ : ଗୋଟିଏ ପଟେ ବର୍ଷା ଅଭାବରୁ ଚାଷ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ଜମିରେ ମାଡିଯାଇଛି ସମୁଦ୍ର ଜୁଆର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୪୦ ଏକର ଜମିରେ ଲହଡି ମାରୁଛି ଲୁଣା ପାଣି । ଫଳରେ ଜମିରେ ଚଳିତ ବର୍ଷ ଧାନ ଚାଷ ହେବ କି ନାହିଁ ତାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ଚାଷ…