Daily Archives

May 31, 2018

ଫେସବୁକରେ ଚାଲିଲା ଲାଇଭ୍ ସୁଇସାଇଡ୍ ! ମୁଣ୍ଡରେ ବନ୍ଧୁକ ରଖି ନିଜକୁ ଗୁଳି ମାରିଲେ ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ…

ଆପଣ ଫେସବୁକ୍ ଦେଖୁଥିବେ ନିଶ୍ଚୟ । ଫେସବୁକ୍ ସାଇଟରେ ଥିବା ଲାଇଭ୍ ଭିଡିଓ ଜରିଆରେ ଲୋକ ସେମାନଙ୍କ ହସୋଲ୍ଲାସର ସମୟକୁ ଅନ୍ୟ ମାନଙ୍କ ସହ ବାଣ୍ଟିବା ପାଇଁ ଲାଇଭ୍ ଭିଡିଓ କରିଥାନ୍ତି । ଏମିତି ଏକ ଲାଇଭ୍ ଭିଡିଓକୁ ପଞ୍ଜାବର ଫଗୱାଡା ଅଞ୍ଚଳର ଜଣେ ଯୁବକ ମଧ୍ୟ କରିଥିଲେ । ସବୁକିଛି ଠିକ୍…

ବାପା ଅଟୋ ଡ୍ରାଇଭର, ପୁଅ ଝିଅ ଆଇଆଇଟିରେ ଅର୍ଜନ କଲେ ସୁନାମ ! ପିଲାମାନଙ୍କ ସଫଳତା ରଖିଲା ବାପାଙ୍କ ପରିଶ୍ରମର ମୂଲ୍ୟ ।

ପିଲାମାନଙ୍କୁ ନେଇ ବାପା ମା’ ଅନେକ ସ୍ୱପ୍ନ ଦେଖିଥାନ୍ତି । କିଏ ନିଜ ପିଲାମାନଙ୍କୁ ଡାକ୍ତର କରିବାକୁ ଚାହାନ୍ତି ତ ଆଉ କିଏ ଇଞ୍ଜିନିୟର, ଓକିଲ ଇତ୍ୟାଦି । ଏପରି ପରିସ୍ଥିତିରେ ଏକ ଅଟୋ ଡ୍ରାଇଭର ତାର ଚାରି ଚାରୋଟି ପିଲାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଖୁବ କଷ୍ଟକର ହୋଇଥାଏ ।…

ସାମସଙ୍ଗର ଏହି ଦୁଇଟି ସ୍ମାର୍ଟଫୋନ୍ ଉପରେ ଜିଓ ଦେଉଛି ୨୭୫୦ ଟଙ୍କା ! କ୍ୟାସବ୍ୟାକ୍ ସହ ରହିଛି ଏକ୍ସଟ୍ରା ଡାଟାର…

ରିଲାଏନ୍ସ ଜିଓ ଏବେ ସାମସଙ୍ଗ୍ କମ୍ପାନୀ ସହ ପାଟନରସିପ୍ କରିଥିବା କଥାକୁ ଘୋଷଣା କରିଛି । ବର୍ତ୍ତମାନ ଏହି ଦୁଇ କମ୍ପାନୀର ମିଳିତ ପ୍ରଚେଷ୍ଟାରେ ଦୁଇ କମ୍ପାନୀର ଭବିଷ୍ୟତ ଆହୁରି ଉଜ୍ଜଳ ହେବାର ଖବର ମିଳୁଛି । ଏହି ପାଟନରସିପରେ ଜିଓ ସାମସଙ୍ଗ୍ ଉପରେ ବଣ୍ଡଲ ଅଫରର ସୁବିଧା ଦେଉଛି । ଏହି ଅଫରରେ…

ଆପଣଙ୍କ ମସ୍ତିଷ୍କ ପାଇଁ ଘାତକ ହୋଇପାରେ ଏହି ୩ଟି ଅଭ୍ୟାସ : ହୋଇପାରେ ମାନସିକ ରୋଗର କାରଣ

ଆମର ପ୍ରତିଦିନର କିଛି ଅଭ୍ୟାସ ଆମର ମସ୍ତିଷ୍କକୁ କ୍ଷତି ପହଂଚାଏ । ଏହା ଦ୍ୱାରା ଆମର ସ୍କରଣ ଶକ୍ତି ଏବଂ ଏକାଗ୍ରତାକୁ ପ୍ରଭାବିତ କରିଥାଏ । ଏହି ଅଭ୍ୟାସ ଅନେକ ମାନସିକ ରୋଗର କାରଣ ହୁଏ । ମସ୍ତିଷ୍କ ଆମ ଶରୀରର ମହତ୍ୱପୁର୍ଣ୍ଣ ଅଙ୍ଗ କାହିଁକିନା ଏହା ଆମ ଭାବନାକୁ ନିୟନ୍ତ୍ରଣ କରେ । ଆସନ୍ତୁ…

ଯାଜପୁର ପଦାସାହି ଗାଁରେ ଅଭାବନୀୟ ଘଟଣା ! ପୁଅର ମୃତ୍ୟୁ ଖବର ପାଇ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବର ପାଇ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପଦାସାହି ଗାଁରୁ । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ ଓ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ…

ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ! ସ୍ମାରକପତ୍ର ଦେଲେ ବିଜେଡିର ୧୭ ଜଣିଆ ପ୍ରତିନିଧି ଦଳ

କନକ ବ୍ୟୁରୋ : ଆଜି ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି । ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ତୈଳଦର ବୃଦ୍ଧିକୁ ବିରୋଧ କରି ବିଜେଡିର ୧୭ ଜଣିଆ ଟିମ୍ ଆଜି ରାଜଭବନ ଯାଇ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି…