Daily Archives

May 21, 2018

ଆଜି ଭୁବନେଶ୍ୱରରେ ସୃଷ୍ଟି ହେବ ଶୂନ୍ୟ ଛାୟା ଅବସ୍ଥା ! ଖରାରେ ଛିଡା ହେଲେ ବି ଦେଖାଯିବନି ଛାଇ, ଜାଣନ୍ତୁ କେତେବେଳେ…

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରେ ହେବ ବିନା ଛାଇର ଦିନ । ଅଥାର୍ତ ନିଜ ଛାଇ ନିଜେ ଦେଖିପାରିବେନି । ରାଜଧାନୀରେ ଦିନ ୧୧ଟା ୪୩ ମିନିଟ୍ ବେଳକୁ ଏହି ସ୍ଥିତି ସୃଷ୍ଟି ହେବ । ଖରାରେ ଠିଆ ହେଲେ ବି ଆପଣଙ୍କ ଛାଇ ଦେଖାଯିବ ନାହିଁ । ଏହା ପଛରେ କାରଣ ହେଉଛି ସୂର୍ଯ୍ୟ ଓ ସେହି ସ୍ଥାନର ଅବସ୍ଥିତି ।…

ପିସିଆର ଭ୍ୟାନ ଉପରକୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା! ଏନକାଉଣ୍ଟରେ ଅପରାଧୀ ଗୋଡ଼ରେ ବାଜିଲା ପୁଲିସ ଗୁଳି

କନକ ବ୍ୟୁରୋ : କଟକରେ ପୁଣି ଗର୍ଜିଲା ବନ୍ଧୁକ । ପୁଲିସ୍ ଗୁଳିରେ ଅପରାଧୀ ଆହତ । କଟକ ସଦର ଥାନା ପୁଲିସର ଏନକାଉଣ୍ଟରରେ ଆହତ ହୋଇଛି ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଅପରାଧୀ କାବୋ ଓରଫ୍ ଉତମ ସିଂ । ଶନିବାରି ପିସିଆର୍ ଭ୍ୟାନ୍ ଉପରେ ବୋମା ମାଡ଼ କରିଥିବା କାବୋର ଗୋଡ଼ରେ ଗୁଳି ବାଜିଥିବା…

ଆଜି ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ପୂଣ୍ୟତିଥୀ ! ଇତ୍ୟ ଅବସରରେ ରାହୁଲ ଗାନ୍ଧି ପିତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜ୍ଞାପନ…

ଆଜି ହେଉଛି ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ପୂଣ୍ୟତିଥୀ । ତାଙ୍କ ଧର୍ମପତ୍ନୀ ତଥା କଂଗ୍ରେସର ପୂର୍ବ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ବୀରଭୂମି ଯାଇ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୋନିଆ ଗାନ୍ଧିଙ୍କ…

ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୁରିଲା ୪ ବର୍ଷ ! ୧୮ ବର୍ଷ ଧରି ନିରଙ୍କୁଶ ଭାବେ ଓଡ଼ିଶାରେ ଶାସନ କରି ଚାଲିଛନ୍ତି…

କନକ ବ୍ୟୁରୋ : ବିପୁଳ ଜନାଦେଶ ସହିତ ୨୦୧୪ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଚତୁର୍ଥ ପାଳିର ଶାସନ ଆରମ୍ଭ କରିଥିଲେ । ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟରେ ଏତେ ଦିନ ଧରି ଚୌକିରେ ବସିବାର ଭାଗ୍ୟ ଜୁଟିନାହିଁ । ଏହି ୪ ବର୍ଷ ସହ ନବୀନ ସରକାର ପୂରଣ କରିଛି ୧୮ ବର୍ଷ । ନବୀନ ଶାସନର…

ସୌନ୍ଦର୍ଯ୍ୟ ବଢାଉଥିବା ସୁନାଗହଣାରେ କାହିଁକି ଥାଏ ହଲମାର୍କ ଜାଣିଛନ୍ତି କି ?

ସୁନା ଗହଣାରେ କାହିଁକି ଥାଏ ହଲମାର୍କିଂ, ତାହା ଜାଣିବା ନିହାତି ଦରକାର। ନହେଲେ ଠକାମିର ଶିକାର ହୋଇପାରନ୍ତି। ସୁନା ଅଳଙ୍କାର କିଣିଲା ବେଳେ ତାହାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଚାହୁଁଥିଲେ ଏହା ଆପଣଙ୍କୁ ସାହାଯ୍ୟ କରିବ। ଏଥିପାଇଁ ହଲମାର୍କ ଜରିଆରେ ଖୁବ୍ ସହଜରେ ଆପଣ ସୁନା ଅଳଙ୍କାରର…

ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହେଲେ କିଭଳି ଜାଣିବେ ! ଘରୋଇ ଉପଚାର ଆପଣାଇ ଏଥିରୁ ମୁକ୍ତି ପାଆନ୍ତୁ । 

ଉଚ୍ଚ ରକ୍ତଚାପ ବିଷୟରେ ଅନେକ ଆଲୋଚନା ହୁଏ। ଲୋକେ ଏହାର ଲକ୍ଷଣ ଓ ପ୍ରଭାବ ବିଷୟରେ ଜାଣନ୍ତି। କିନ୍ତୁ ବିଶ୍ୱର ଅନେକ ଲୋକଙ୍କୁ ପ୍ରଭାବିତ କରୁଥିବା ନିମ୍ନ ରକ୍ତଚାପ କଥା ଅନେକେ ଜାଣନ୍ତି ନାହିଁ। ଅର୍ଥାତ୍ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହୋଇ ମଧ୍ୟ ଲୋକେ ଏହା ଜାଣି ପାରନ୍ତି ନାହିଁ। ଏହାର…