ମହାକାଶରେ ମହାଜାଗତିକ ଦୃଶ୍ୟ : ବୁଧ ସଂଚାର ପୂର୍ବରୁ ସୂର୍ଯ୍ୟ ନିକଟରେ କୁନିଗ୍ରହର ଉପସ୍ଥିତିକୁ ଦେଖିଲେ ଓଡିଶାବାସୀ

42

ସୋସିଆଲ ମିଡିଆରେ ଘୁରି ବୁଲୁଥିବା କେତେକ ଫଟୋ ନେଇ ଚର୍ଚ୍ଚା ଜୋରଧରିଛି । ସୂର୍ଯ୍ୟ ପାଖରେ ଦେଖାଯାଉଛି ଗୋଟିଏ ପିଣ୍ଡ । ଏହାକୁ ନେଇ ବିଭିନ୍ନ ତଥ୍ୟ ଆଲୋଚନା ହେଉଛି । କିଏ କହୁଛି ମଙ୍ଗଳ, କିଏ କହୁଛି ଅନ୍ୟ କିଛି । ବାସ୍ତବରେ ଆସନ୍ତା କାଲି ବୁଧ ସଂଚାର ଅଛି । ତେଣୁ ଆଜି ସୂର୍ଯ୍ୟର ବେଶ ପାଖରେ ଦେଖାଯାଉଛି ଏହି କୁନି ଗ୍ରହ ।