ଆଉ ହେବନି ଡିଜେ ଡାନ୍ସ ? ଡିଜେ ଉପରେ ଲାଗିଲା କଟକଣା, ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍ ଦଣ୍ଡ ସହ ଦେବାକୁ ହେବ ୧ ଲକ୍ଷ…
ବିବାହ ଉତ୍ସବ ଠାରୁ ଆରମ୍ଭ କରି ପୂଜା ବଜାର, ସବୁଠି ଡିଜେ ବାଜିବା ଏକ ପରମ୍ପରା ସଦୃଶ ହୋଇଗଲାଣି । ଏହି ଡିଜେ ବାଜିବା ଦ୍ୱାରା ଶବ୍ଦ ପ୍ରଦୂଷଣ କେତେ ମାତ୍ରାରେ ବଢିଥାଏ, ତାହା ଆକଳନ କରିବା ବି ମୁସ୍କିଲ । ତେବେ ଶବ୍ଦ ପ୍ରଦୂଷଣକୁ ନେଇ ଆଲ୍ଲାହାବାଦ୍ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି ।…