Daily Archives

July 15, 2019

କେବଳ ପାଟକୁରା ପାଇଁ : ବିଧାନସଭା ବଦଳରେ ପ୍ରଚାର ମୈଦାନରେ ଜମିଛି ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଭିଡ, ବିରୋଧୀ…

କନକ ବ୍ୟୁରୋ : ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ହୋହାଲା କରୁଥିବା ବେଳେ ଖାଲି ପଡିଥିଲା ବିଧାନସଭା । ଆଜି ଗୃହରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଦେଖା ମିଳିନିଥିଲା । ଆଉ ଏହା ଦେଖି ବିରୋଧୀ କହିଥିଲେ, ଯଦି ମନ୍ତ୍ରୀ ନାହାଁନ୍ତି ତେବେ ବନ୍ଦ…

ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷ, ସ୍ପଷ୍ଟ କଲେ ସରକାର ।

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା । ୨୦୧୦ ମସିହାରୁ ରାଜ୍ୟ ସରକାର କେତୋଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ତାର ସ୍ଥିତି କଣ । ଏହି ମର୍ମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା…

ରାଜ୍ୟରେ ଫାଙ୍କା ପଡିଛି କେତେ ସରକାରୀ ପଦବୀ? ବିଧାନସଭାରେ ପୂରା ହିସାବ ଦେଲେ ସରକାର ।

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ବେକାରୀ ସଂଖ୍ୟା । ଯେଉଁଥିପାଇଁ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ଆଶାରେ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଫାଙ୍କା ପଡିଛି ଲକ୍ଷାଧିକ ସରକାରୀ ପଦବୀ । ରାଜ୍ୟରେ ଏବେ ୧ ଲକ୍ଷ ୩୧ ହଜାର…

‘କିଷାନ’ ସାଜିଲେ ମଙ୍ଗଳା କିଷାନ: ବିଲକୁ ଗଲେ ବିହନ ବୁଣିଲେ, ମଝି ବିଲରୁ ଘାସ ବାଛିଲେ…

କନକ ବ୍ୟୁରୋ: ବିଲକୁ ଗଲେ ବିଜେଡି ନେତା । ବିହନ ବୁଣିଲେ, ଘାସ ବାଛିଲେ । ନିଜ ଜମିରେ ଫସଲ ଫଳାଇବାକୁ ଧାନ ଧରି ବିଲରେ ପହଞ୍ଚିଛନ୍ତି ନେତା । କାନ୍ଧରେ ଗାମୁଛା ଆଉ ହାତରେ ଧାନ ଗଉଣୀ ଧରି କ୍ଷେତକୁ ଯାଇଛନ୍ତି ବିଜେଡିର ଟାଣୁଆ ନେତା ତଥା ସୁନ୍ଦରଗଡ ଜିଲ୍ଲାର ବିଜେଡି ସଭାପତି ମଙ୍ଗଳା କିଷାନ ।…

୨୦୨୦ ଟି-୨୦ ବିଶ୍ୱକପରେ ଧୋନିଙ୍କୁ ମିଳିବନି ଟିମରେ ସ୍ଥାନ! ଅବସର ନେଇ ଧୋନିଙ୍କ ସହ ଖୁବଶୀଘ୍ର କଥା ହୋଇପାରନ୍ତି ଚୟନ…

ଟିମ ଇଣ୍ଡିଆରୁ ବିଦା ହେବେ କି ମହେନ୍ଦ୍ର ସିଂ ଧୋନି ? ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ପରଠାରୁ ଧୋନିଙ୍କ କ୍ରିକେଟ କ୍ୟାରିଅର ଅନ୍ତ ବୋଲି ଚର୍ଚ୍ଚା ହେଉଛି । ଏପରିକି ଧୋନି ନିଜେ ମଧ୍ୟ ଖୁବଶୀଘ୍ର ଅବସର ଘୋଷଣା କରିପାରନ୍ତି । ଆଉ ଯଦି ସେ ନିଜେ ଅବସର ନ ନିଅନ୍ତି,…

କର୍ଣ୍ଣାଟକ ପାଇଁ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଦିନ: ଅଠରରେ ଆସ୍ଥା ପରୀକ୍ଷା ଦେବେ ‘ସ୍ୱାମୀ ସରକାର’

କନକ ବ୍ୟୁରୋ: ନଅ ଦିନ ଧରି ଚାଲିଛି କର୍ଣ୍ଣାଟକରେ ନାଟକ । ଜୁଲାଇ ୬ରୁ କର୍ଣ୍ଣାଟକରେ ଯେଉଁ ରାଜନୈତିକ ନାଟକ ଚାଲିଛି ତାହା ଥମିବାର ନାଁ ନେଉନି । ଦିନକୁ ଦିନ ଭିନ୍ନ ଭିନ୍ନ ରାଜନୈତିକ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ ନେଇ ଆଜି ଆସିଛି ବଡ ଖବର । ଆସନ୍ତା…