Daily Archives

May 25, 2019

ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଅନୁଧ୍ୟାନ କରିବେ ଆନ୍ତର୍ଜାତୀୟ ଦଳ । ‘ଫୋନି’ ପ୍ରଭାବିତ ଜିଲ୍ଲା ଗୁଡ଼ିକର ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହ ଆଲୋଚନା କଲେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ୍ ଓ ୟୁନିସେଫ୍ ପ୍ରତିନିଧିଦଳ । ବାତ୍ୟାରେ ସ୍ୱାସ୍ଥ୍ୟ ବିଭାଗର…

ଛଟପଟ ହେଉଛି ପଶ୍ଚିମ ଓଡ଼ିଶା । ୧୩ ସହରରେ ୪୦ ଡିଗ୍ରୀରୁ ଟପିଲା ପାରଦ, ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼ ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୩ଟି ସହରର ପାରଦ ୪୦ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୬.୫ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ…

ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ଖାରଜ କଲା କଂଗ୍ରେସ କାର୍ଯ୍ୟକାରୀ କମିଟି । କହିଲା ନିର୍ବାଚନ ହାରିବା ସହ ଦଳ ଧ୍ୱଂସ…

କନକ ବ୍ୟୁରୋ : ମୋଜି ମ୍ୟାଜିକକୁ ଚ୍ୟାଲେଞ୍ଜ ଦେଇନପାରି ଶୋଚନୀୟ ଭାବେ ପରାଜିତ ହୋଇଥିବା କଂଗ୍ରେସରେ ଚାଲିଛି ମାନସ ମନ୍ଥନ । ସ୍ଥିତି ଏମିତି ହୋଇଛି ଯେ, ପରାଜୟ ପାଇଁ ନୈତିକ ଦାୟିତ୍ୱ ନେଇ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ ରାହୁଲ ଗାନ୍ଧି । ତେବେ ଆଜି କଂଗ୍ରେସ କାର୍ଯ୍ୟକାରୀ…

ଦିଲ୍ଲୀରେ ରାଜ୍ୟ ବିଜେପିର ୮ ନବନିର୍ବାଚିତ ସାଂସଦ । ଶାହାଙ୍କୁ ଭେଟିଲେ, ସଂସଦୀୟ ଦଳ ବୈଠକରେ ସାମିଲ ହେଲେ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ ରାଜ୍ୟରେ ବିଜେପି ପାଇଁ ବିଜୟ ତିଳକ ପିନ୍ଧିଥିବା ୮ ସାଂସଦମାନେ ଦିଲ୍ଲୀ ଦରବାରକୁ ଯାଇଛନ୍ତି । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ସାକ୍ଷାତ ପରେ ଏମାନେ ବିଜେପି ସଂସଦୀୟ ଦଳ ବୈଠକରେ…

ଦାମ ରାଉତଙ୍କ ପରାଜୟ ନେଇ ପ୍ରତିକ୍ରିୟା ରଖିଲେ ପୁଅ ସମ୍ବିତ ରାଉତରାୟ । କହିଲେ, ଯିଏ ଛାଡିବ ବିଜେଡି ହାତ, ତାକୁ…

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ହାରିଥିବା କିଛି ହେବିୱେଟଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ । ବାଲିକୁଦା-ଏରସମାରୁ ବିଜେପି ଟିକେଟରେ ଲଢିଥିବା ଦାମ ରହିଛନ୍ତି ତୃତୀୟ ସ୍ଥାନରେ । ତେବେ କାହିଁକି ହାରିଲେ ଦାମ, ଏନେଇ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପଚରାଯିବାରୁ…

ଏନଡ଼ିଏ ସଂସଦୀୟ ଦଳ ନେତା ମନୋନୀତ ହେଲେ ନରେନ୍ଦ୍ର ମୋଦି : ପ୍ରସ୍ତାବ ଦେଇଥିଲେ ଅମିତ ଶାହ, ସମର୍ଥନ ଜଣାଇଲେ ସହଯୋଗୀ

କନକ ବ୍ୟୁରୋ : ଲେକାସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିଛି । ସାରା ଦେଶରେ ମୋଦି ଲେହେର । ପ୍ରଚଣ୍ଡ ବହୁମତରେ ବାଜିମାତ୍ କରିଛି ଏନଡ଼ିଏ । ଆସନ୍ତା ୩୦ ତାରିଖରେ ପୁଣି ଥରେ ପ୍ରଧାମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଶପଥ ନେବା ପୂର୍ବରୁ ନିଜ ସଂସଦୟୀ କ୍ଷେତ୍ର ବାରଣାସୀ ଏବଂ…