Daily Archives

November 18, 2018

ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ, ଯୋଗୀଙ୍କ ଭଳି ମୁଖ୍ୟମନ୍ତ୍ରୀ ଥାଇ ସୁଦ୍ଧା ତମ୍ବୁ ତଳେ ରହିଛନ୍ତି ଭଗବାନ ରାମ !…

ରାମଦେବଙ୍କ ପରେ ପୁଣିଥରେ ରାମ ମନ୍ଦିର ନିର୍ମାଣ ନେଇ ବଡ ବୟାନ ଦେଇଛନ୍ତି ବିଜେପି ନେତା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭାରତୀୟ ଜନତା ପାର୍ଟି ମଧ୍ୟରେ ଦାବି ଜୋର ଧରିଥିବା ବେଳେ ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ପ୍ରଦାନ କରି ଚର୍ଚ୍ଚାର…

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ : ଅନଲାଇନରେ ମଙ୍ଗଳବାରରୁ ମିଳିବ ଟିକେଟ, ଜାଣନ୍ତୁ କେଉଁ ୱେବସାଇଟରୁ ଟିକେଟ ବୁକ୍ କରିବେ…

କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା ୨୦ ତାରିଖରେ ଅନଲାଇନରେ ବିକ୍ରି ହେବ ଟିକେଟ । ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ୨୦ ତାରିଖ ୧୨ଟା ସମୟରେ ଅନଲାଇନରେ ଟିକେଟ କାଟିପାରିବେ ହକିପ୍ରେମୀ । ଅନଲାଇନରେ କାଟିଥିବା ଟିକେଟ ହକିପ୍ରେମୀ ମାନେ ୨୨ ତାରିଖ…

କିଛି ସମୟ ପାଇଁ ଠପ୍ ହୋଇଗଲା ଫେସବୁକ୍ ! ଖୋଲିଲାନି ପେଜ୍, ଟ୍ୱିଟ କରି ବର୍ଷିଲେ ୟୁଜର୍ସ

ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକ୍ ରବିବାର ବିଶ୍ୱର କିଛି ସ୍ଥାନରେ କିଛି ସମୟ ପାଇଁ ଏକରକମ ଠପ୍ ହୋଇଯାଇଥିଲା । ଯେଉଁଥିପାଇଁ ଫେସବୁକ ୟୁଜର୍ସ ମାନେ କିଛି ସମୟ ପାଇଁ ନ୍ୟୁଜ୍ ଫିଡ ଦେଖି ପାରିନଥିଲେ । କିନ୍ତୁ ଫେସବୁକ୍ ଆପ୍ ଠିକ୍ ଭାବେ କାମ କରୁଥିଲା । ଫେସବୁକ୍ ସର୍ଭର ଡାଉନ ଥିବା ବେଳେ…

ପୁଅ ନାଁରେ ଟିକେଟ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗରେ ଭକ୍ତଙ୍କ ସଫେଇ ! କହିଲେ, ସତ୍ୟ ପ୍ରମାଣିତ ହେଲେ ରାଜନୀତିରୁ…

କନକ ବ୍ୟୁରୋ : ପୁଅ ନାଁରେ ଟିକେଟ୍ ପାଇଁ ଟଙ୍କା ମାଗୁଥିବା ନେଇ ତେଲେଙ୍ଗାନା କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଭକ୍ତ ଦାସ । କହିଛନ୍ତି ଏହା ତାଙ୍କ ବିରୋଧରେ ବଡ ଷଡଯନ୍ତ୍ର । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି । ଯଦି ଏହା ସତ୍ୟ…

ଛାଡ ପାଇଲେନି ଟ୍ରାଫିକ ପୋଲିସର ବଡବାବୁ । ନୋ ପାର୍କିଂ ଜୋନରେ ଗାଡି ରଖିଥିବାରୁ ଗଣିଲେ ତଣ୍ଡ

ଦେଶରୁ ଭିଭିଆଇପି ସଂସ୍କୃତି ଲୋପ କରିବାକୁ ମୋଦି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଯାହାର ଝଲକ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ହାଇଦ୍ରାବାଦ ଟ୍ରାଫିକ ପୋଲିସର ଏଭଳି ଏକ କାମ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ସାଧାରଣ ଲୋକେ ।…

ଦୁନିଆର ସବୁଠୁ ଶସ୍ତା ପେଟ୍ରୋଲ ! ଲିଟର ପିଛା ଦର ମାତ୍ର ୬୦ ପଇସା ।

ଭାରତରେ ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ରହିବା ପରେ ଏବେ ତୈଳ ଦର ପୁଣି ଥରେ ଖସୁଛି । ଗତ ୧ ସପ୍ତାହ ମଧ୍ୟରେ ପେଟ୍ରୋଲ ଦର ୬ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି । କିନ୍ତୁ ତୈଳ ଦରକୁ ନେଇ ଏମିତି ଏକ ଖବର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଏମିତି ବି କେତେକ…