ଜମ୍ମୁ-କାଶ୍ମୀରରେ ସେନା ଶିବିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ! ଜଣେ ଯବାନ ସହିଦ, ଜଣେ ଗୁରୁତର
ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ଯବାନ କରୁଥିବା ଅପରେସନ ଦେଖି ଚିହିଁକି ଉଠିଛନ୍ତି ଆତଙ୍କବାଦୀ ଗୋଷ୍ଠୀ । ଆଉ ଏହାର ପ୍ରତିଶୋଧ ନେବାକୁ ଜମ୍ମୁ କଶ୍ମୀରର ତ୍ରାଲରେ ଗୁରୁବାର ଆତଙ୍କବାଦୀମାନେ ସେନାର ୪୨ ନମ୍ବର ଶିବିର ଉପରକୁ ଅତର୍କିତ ଭାବରେ ଆକ୍ରମଣ କରିଛନ୍ତି। ଫଳରେ ଏହି ଘଟଣାରେ ଜଣେ ଯବାନ…