Daily Archives

October 1, 2018

ରାଜଧାନୀ ଉପକଣ୍ଠରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡ ! ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ, ଆଇଆଇସିଙ୍କ ମୁହଁ ଫାଟିଲା, ୩…

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ବୋମା ମାଡ଼, ଏହା ପରେ ଗୋଷ୍ଠୀ ସଂଘର୍ଷ । ଆଉ ଏହା ପରେ ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ଆଜି ସଂଧ୍ୟାରେ ରଘୁନାଥ ନଗର ଅଂଚଳରେ ପାଖାପାଖି ୪ଟି ବୋମା ମାଡ଼ ହୋଇଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ସରକନ୍ତରା ଓ ରଘୁନାଥ ନଗର ବାସିନ୍ଦା । ଧୀରେ ଧୀରେ…

ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ ବୋହୂ : ଜନ୍ମକଲା ମା’ ମନା କରିଦେଲା, କିଡ଼ନୀ ଦେଇ ଜୀବନ ବଞ୍ଚାଇଲେ ଶାଶୁ

ସାଧାରଣତଃ ଶାଶୁ-ବୋହୂର ସମ୍ପର୍କ କଥା ଆସିଲେ ଗୋଟିଏ ନକରାତ୍ମକ ଚିତ୍ର ଆଖି ଆଗକୁ ଚାଲିଆସେ । ପ୍ରାୟ ସବୁ ସମୟରେ ଶାଶୁ ବୋହୂଙ୍କ ଝଗଡ଼ା ଖବର ଶୁଣିବା ପାଇଁ ମିଳେ । କେତେବେଳେ ଶାଶୁ ବୋହୂକୁ ଯୌତୁକ ନିର୍ଯାତନା ଦେବାର ଖବର ଆସେ ତ ଆଉ କେତେବେଳେ ବୋହୁ ବୁଢ଼ୀ ଶାଶୁକୁ ମାଡ଼ ମାରିବାର ଖବର ଆସେ ।…

ଜାପାନରେ ଟ୍ରାମି ଆତଙ୍କ ! ଭୟଙ୍କର ଝଡ଼ବାତ୍ୟା ଟ୍ରାମି ଘଟାଇଲା ବ୍ୟାପକ କ୍ଷୟକ୍ଷତି, ବ୍ୟାହତ ହେଲା ଟ୍ରେନ ଓ ବିମାନ…

କନକ ବ୍ୟୁରୋ : ଜାପାନରେ ଟ୍ରାମି ଆତଙ୍କ । ଭୟଙ୍କର ଝଡ଼ବାତ୍ୟା ଟ୍ରାମି ଜାପାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୧୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ପଶ୍ଚିମ ଜାପାନ ଝଡ଼ବାତ୍ୟା ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଛି । ୨୧୬ କିଲୋମିଟର ବେଗରେ ପବନ…

ନା ପେଟ୍ରୋଲ ଖର୍ଚ୍ଚ ନା ଡିଜେଲ ଖର୍ଚ୍ଚ ! ଏଠାରେ ଗାଡି ଚାଲୁଛି ସମ୍ପୁର୍ଣ୍ଣ ମାଗଣା, ନିର୍ମାଣ ହୋଇଛି ସୋଲାର ରାସ୍ତା ।

ରାସ୍ତାରେ ଚାଲୁଥିବା ସମୟରେ ବି ଆପେ ଆପେ ଚାର୍ଜ ହୋଇପାରିବ କାର ଏବଂ ବାଇକ । ଚୀନରେ ନିର୍ମାଣ ହୋଇଛି ଏଭଳି ଏକ ହାଇୱେ ଯାହା ଉପରେ ଗାଡି ଚାଲିଲେ ଗାଡି ଆପେ ଆପେ ରିଚାର୍ଜ ହୋଇଯିବ କେବଳ ସେତିକି ନୁହେଁ ଏହି ରାସ୍ତା ସାହାଯ୍ୟରେ ୮୦୦ ଘର ସହିତ ରାସ୍ତା କଡରେ ବିନା ଖର୍ଚ୍ଚରେ ଜଳୁଛି ଲାଇଟ ।…

ଭାରତୀୟ ସୀମାରେ ପାକିସ୍ତାନୀ ବିମାନ ! ହେଲିକପ୍ଟରେ ଥିଲେ ପିଓକେ ପ୍ରଧାନମନ୍ତ୍ରୀ, କହିଲେ, ବେସାମରିକ ବିମାନ ଉପରେ…

କନକ ବ୍ୟୁରୋ : ରବିବାର ଦିନ ଭାରତୀୟ ଆକାଶ ସୀମା ଟପିଥିବା ପାକିସ୍ତାନୀ ହଲିକପ୍ଟରେ ଥିଲେ ପାକ୍ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର । ଭାରତୀୟ ସେନାର ଗୁଳି ଚାଳନା ପରେ ଏହି ହେଲିକପ୍ଟରଟି ଫେରି ଯାଇଥିଲା । ସେପଟେ ପିଓକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି…