Daily Archives

October 1, 2018

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୃତ ଆପଲ୍ କମ୍ପାନୀ ମ୍ୟାନେଜରଙ୍କ ପତ୍ନୀ ! ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ୫ ଲକ୍ଷର…

କନକ ବ୍ୟୁରୋ : ଆପଲ ମ୍ୟାନେଜର ବିବେକ ତିୱାରୀଙ୍କ ମୃତ୍ୟୁ ଘଟଣାରେ ବିବେକଙ୍କ ପତ୍ନୀଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଘଟଣାରେ ଉଚିତ ତଦନ୍ତ ପାଇଁ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏହି ଘଟଣାକୁ…

ଆମେରିକାର ବିରୋଧ ସତ୍ୱେ ଋଷ ସହ ଅସ୍ତ୍ରଶସ୍ତ୍ର ଡିଲ୍ ! ହଜାର ହଜାର କୋଟିର ମିଶାଇଲ୍ ସାହାଯ୍ୟ ଦେବାପାଇଁ ଭାରତ…

କନକ ବ୍ୟୁରୋ : ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି । ଭ୍ଲାଦିମିର୍ ପୁଟିନ୍ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଆସନ୍ତା ୪ ଅକ୍ଟୋବରରେ ସେ ଭାରତ ପହଞ୍ଚିବେ । ଆଉ ଏହି ସମୟରେ ଭାରତ ଓ ଋଷ ମଧ୍ୟରେ ୩୯ କୋଟି ଟଙ୍କାର ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ଡିଲ ହେବ । ଏହି ଡିଲ୍ ଅନୁସାରେ ଭାରତକୁ…

ଅବସରକାଳୀନ ଅଭିଭାଷଣ ରଖିଲେ ପ୍ରଧାନ ବିଚାରପତି ଦୀପକ ମିଶ୍ର ! ଆସନ୍ତାକାଲି ନେବେ ଅବସର, ଦାୟିତ୍ୱ ନେବେ ରଂଜନ ଗୋଗୋଇ ।

କନକ ବ୍ୟୁରୋ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଆଜି ଥିଲା ଶେଷ କାର୍ଯ୍ୟ ଦିବସ । ସେ ଆସନ୍ତାକାଲି ନିଜ ପଦରୁ ଅବସର ନେବେ । ଏହା ପୂର୍ବରୁ ସେ ଅବସରକାଳୀନ ଅଭିଭାଷଣ ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଭାରତୀୟ ଆଇନ ବ୍ୟବସ୍ଥା ସାରା ବିଶ୍ୱରେ ସବୁଠୁ ଦୃଢ ଆଇନ…

ନିର୍ବାଚନର ଢେର ପୁର୍ବରୁ କଂଗ୍ରେସର କସରତ ! ୪୪ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା ସ୍କ୍ରିନିଂ କମିଟି, ବୈଠକରେ ନବ…

କନକ ବ୍ୟୁରୋ : ୨୦୧୯ ମହାସମର ପାଇଁ ପ୍ରସ୍ତୁତ ହେଉଛି ରଣକ୍ଷେତ୍ର । ଆଉ ଏହି ମହାମୁକାବିଲା ପାଇଁ କଂଗ୍ରେସର ପ୍ରସ୍ତୁତି ବିଜେଡି ଓ ବିଜେପି ଠାରୁ ଦୁଇ ପାଦ ଆଗରେ ରହିଛି । ଆଜି ୪୪ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି ରାଜ୍ୟ କଂଗ୍ରେସ । ୧୫ ଜଣ ଷ୍ଟାଣ୍ଡିଂ ଏମଏଲଏଙ୍କ ବ୍ୟତୀତ ଆଉ…

କାଲିଠାରୁ ଆରମ୍ଭ ହେବ ନିଶାମୁକ୍ତ ଓଡ଼ିଶା ଅଭିଯାନ : ବିଜୁ ଯୁବ ବାହିନୀର ସଙ୍କଳ୍ପ ‘ନିଶାମୁକ୍ତ ଓଡ଼ିଶା’

କନକ ବ୍ୟୁରୋ : ନିଶା ସେବନ ଏକ ଗୁରୁତର ସାମାଜିକ ବ୍ୟାଧି । ଆଜିକାଲି ନିଶା ସେବନ, ଧୂମପାନ ଏବଂ ହୁକ୍କା ବାର ଯିବା ଯୁବପୀଢିଙ୍କ ପାଇଁ ଆଭିଜାତ୍ୟରେ ପରିଣତ ହେଲାଣି। ଆଉ ଏଥିପାଇଁ ଯୁବପୀଢ଼ି ବିଭିନ୍ନ ସାଂଘାତିକ। ବର୍ତ୍ତମାନ ଅଳ୍ପ ବୟସର କିଶୋରୀ କିଶୋରମାନେ ଅଧିକ ପରିମାଣରେ ଧୂମପାନ କରୁଥିବା…

ଗିରଫ ପରେ ଭାଇରାଲ ହେଲା ମନ୍ତ୍ରୀ ପୁଅଙ୍କ ଗୁଣ୍ଡାଗର୍ଦ୍ଦିର ଭିଡିଓ ! ହାତରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ…

କନକ ବ୍ୟୁରୋ : ମନ୍ତ୍ରୀପୁଅଙ୍କ ଗୁଣ୍ଡାଗର୍ଦ୍ଦି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ବିଚରାସ୍ତାରେ ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆକ୍ରମଣର…