Daily Archives

August 29, 2018

ବୈଜ୍ଞାନିକମାନେ ଉଦ୍ଭାବନ କଲେ କୃତ୍ରିମ ଆଖି ! ଏଣିକି ଦୃଷ୍ଟି ଶକ୍ତି ହରାଇ ବସିଥିବା ଲୋକ ବି ଦେଖିପାରିବେ ସାରା ଦୁନିଆ…

ବୈଜ୍ଞାନିକ ପ୍ରଥମଥର ପାଇଁ କୃତ୍ରିମ ଆଖିର ଉଦ୍ଭାବନ କରିଛନ୍ତି । ଏଥିରେ ଲାଇଟ ରେସିପ୍ଟର ଲଗାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଭବିଶ୍ୟତରେ ଇଲୋକ୍ଟ୍ରୋନିକ ଆଖି ବ୍ୟବହାର କରି ଦୃଷ୍ଟିଶକ୍ତି ହରାଇଦେଇଥିବା ଲୋକ ପୁନର୍ବାର ତାର ଦୃଷ୍ଟିଶକ୍ତି ଫେରିପାଇବ ଏବଂ ସାରା ଦୁନିଆକୁ ଦେଖିପାରିବ…

ଯେଉଁ ତନ୍ତ ବୁଣି ପିଲାଙ୍କୁ ପୋଷି ବଡ କରିଛି ତାହାକୁ କେମିତି ଛାଡିବି? ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କଲେ ଦୂତିଙ୍କ…

କନକ ବ୍ୟୁରୋ : ପିଲାମାନଙ୍କୁ ବଡ କରିବା, ତାଙ୍କ ଭବିଷ୍ୟତ ଗଢ଼ିବା ବାପା-ମାଙ୍କ ଦାୟିତ୍ୱ । ଆଉ ସେହି ପିଲାମାନେ ବଡ ହୋଇ ସଫଳ ହୋଇଗଲେ, କୁହାଯାଏ-ବାବା-ମାଙ୍କ ଦାୟିତ୍ୱ ସରିଗଲା । ଏଣିକି ପିଲାଙ୍କ ଉପରେ ନିର୍ଭରଶୀଳ ହୋଇ ଦିନ କାଟନ୍ତି ବୟସ୍କ ପିତାମାତା । ହେଲେ ଆମେ ଏମିତି ଜଣେ ସଫଳ…

ଅଚାନକ ମାଡିଆସିଲା ପାଣି, ବୁଡିଗଲା କାର ! ଆଉ ତା’ପରେ…

ଗୁରୁଗ୍ରାମ ସେକ୍ଟର-୯ରେ ରହୁଥିବା ୪୩ ବର୍ଷୀୟ ଜଣେ ଯୁବକ ମୃତ୍ୟୁକୁ ଅତି ନିକଟରୁ ଦେଖି ଫେରିଥିବା କଥା କହିଛନ୍ତି। ରାଜେଶ କୁମାର ମଙ୍ଗଳବାର ସକାଳେ ଗାଡ଼ିରେ ସିଏନଜି ଭରିବା ପାଇଁ ବାହାରିଥିଲେ। ଏହି ନିଷ୍ପତ୍ତି ସେ ତାଙ୍କୁ ଏତେ ବଡ ଅସୁବିଧାରେ ପକାଇ ଦେବେ ସେ ନେଇ କୌଣସି ଅନ୍ଦାଜ ନଥିଲା।…

ବିମୁଦ୍ରାକରଣର ଦୁଇ ବର୍ଷ ପରେ ଶେଷ ହେଲା ନୋଟ୍ ଗଣତି ! ବ୍ୟାଙ୍କକୁ ଫେରିଲା ୧୫ଲକ୍ଷ ୩୧ହଜାର କୋଟି ମୂଲ୍ୟର ଅଚଳ ନୋଟ୍ ।

କନକ ବ୍ୟୁରୋ : ବିମୁଦ୍ରାକରଣର ଦୁଇ ବର୍ଷ ପରେ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଗଣତି ଶେଷ ହୋଇଛି । ଯଦିଓ ବିମୁଦ୍ରାକରଣର ଦୁଇ ବର୍ଷ ପରେ ସବୁ ନୋଟ୍ ବ୍ୟାଙ୍କକୁ ଫେରିନାହିଁ ତଥାପି ୯୯.୩୧ପ୍ରତିଶତ ଅଚଳ ନୋଟ୍ ଫେରିଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ମୋଟ୍ ୧୫ଲକ୍ଷ ୩୧ହଜାର…

ପୁଣି ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବୟାନ ! କହିଲେ ପାଣିରେ ବତକ ଖେଳିଲେ ମିଳେ ଅମ୍ଲଜାନ,…

କନକ ବ୍ୟୁରୋ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଏକ ବୟାନକୁ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା । ସବୁବେଳେ ନିଜ ବୟାନକୁ ନେଇ ଆଲୋଚନାରେ ରହୁଥିବା ବିପ୍ଲବ ଦେବ ଏଥର କହିଥିଲେ ଯେ, ପାଣିରେ ବତକ ପହଁରିବା ଦ୍ୱାରା ଅମ୍ଲଜାନର ସ୍ତର ବଢିଥାଏ । ତେବେ ପ୍ରଥମେ ତାଙ୍କର ଏହି ବୟାନକୁ ନେଇ…