ଅଭିନୟ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ବୀରେନ୍ଦ୍ର ସେହେୱାଗ୍

39

ଅଭିନୟ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହେୱାଗ୍ । ତାଜା ଖବର ଅନୁସାରେ ଖୁବ ଶୀଘ୍ର ବୀରୁ ୱେବ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆସନ୍ତା ସପ୍ତାହରେ ଏହାର ପ୍ରସାରଣ କରାଯିବ । କ୍ରିକେଟ ମଇଦାନରେ ଚୌକା ଛକାର ବର୍ଷା କରିବା ପରେ ବୀରୁ ନିଜ ଅଭିନୟ କ୍ୟାରିୟର ପାଇଁ ବେଶ ପରିଶ୍ରମ କରିଥିବା କହିଛନ୍ତି ।